News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ବଣଶିଙ୍ଗ୍ ମା’ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ଏକ ସୁନ୍ଦର ଗ୍ରାମ ବଣଶିଙ୍ଗ୍ ଯେଉଁଠାରେ ରହିଛି ମା ‘ ତାରିଣୀ ଙ୍କର ଏକ ସୁନ୍ଦର ମନ୍ଦିର । ମାନ୍ୟତା ଅଛି ମା’ ଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ମା’ ତାହାର ମନସ୍କାମନା ନିଶ୍ଚୟ ପୁରା କରିଥାନ୍ତି । ମା’ ଙ୍କ ପୀଠରେ ଚଇତି ପର୍ବ ବହୁ ଧୁମଧମ ରେ ପାଳିତ ହୁଏ ।
ଢେଙ୍କାନାଳ ସହର ଠାରୁ ଏହା ପ୍ରାୟ ୧୮ କିଲୋମିଟର ଦୂରରେ ଅଵସ୍ଥିତ ।

new life
You might also like
error: Content is protected !!