News
WhatsApp Image 2023-10-04 at 17.25.00
samparksetu

ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ…

ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ

ବେପାରୀଙ୍କ ପୁଷ ମାସ, ଗ୍ରାହକଙ୍କ ପକେଟ ନାସ

ନିରାମିଷ ଖାଦ୍ୟର ଗୁରୁତ୍ୱ ପବିତ୍ର କାର୍ତ୍ତିକ ମାସରେ ଟିକିଏ ଅଧିକ ରହିଥାଏ । ଏପରିକି ପଞ୍ଚୁକ ଆରମ୍ଭ ଦିନରୁ ଆମିଷ ନିଷେଧ ସହ କିଛି ପରିବାରରେ ପିଆଜ ରସୁଣ ମଧ୍ୟ ରୋଷେଇ ରେ ବ୍ୟବହାର ହୋଇନଥାଏ । ଗ୍ରାମ ଗୁଡିକରେ କାର୍ତ୍ତିକେୟ ପୂଜା ସହ ରାସ ଆରମ୍ଭ ହୋଇଥାଏ ତେଣୁ ପ୍ରାୟ ମାସସାରା

ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିରିଖୁଣ୍ଟି ଗାଁର ଛବି ଦେହୁରୀ (୫୫) ଗତକାଲି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ , ଛବି ଗତକାଲି ସନ୍ଧ୍ୟାରେ ନିଜ ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଏକ

ଅଛୁଆଁ ବୋଲି ମିଳୁନି ପିଇବା ପାଣି !

ଅଛୁଆଁ ଜାତି ବୋଲି ମିଳୁନି ଟୋପାଏ ପାଣି । କୂଅ ପୋଖରୀ ସବୁ ମନା । ଫଳରେ ହନ୍ତ ସନ୍ତ ହେଉଛନ୍ତି ଦଳିତ ବସ୍ତି ବାସିନ୍ଦା । ସବର୍ଣ୍ଣ ଓ ଅସବର୍ଣ୍ଣ ଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଓଆରୁ ଅଭାବନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ । ଫଳରେ ଅସହାୟ ଏକତାଳି

ହାତୀ ଘେରରେ ହିନ୍ଦୋଳ ,ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ ଜିଲ୍ଲାରେ ଫେଲ ମାରିଛି ବନବିଭାଗ । ଯାହାବି ହୋଇଗଲେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ବିଭାଗର । ସର୍ବୋପରି ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନବିଭାଗର ଅପାରଗତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ସାରିଲାଣି ।ବର୍ତ୍ତମାନ ହିନ୍ଦୋଳ ରେ ପ୍ରାୟ ୨୫୦ ରୁ ୩୫୦ ବଣୁଆ ହାତୀ ରହିଥିବା

ଢେଙ୍କାନାଳ ଜିଲ୍ଲାର ୩ ପର୍ଯ୍ୟଟନ ସ୍ଥଳୀକୁ ପ୍ଲାଷ୍ଟିକ ଫ୍ରି ପିକନିକ୍ ସ୍ପଟ ଘୋଷଣା

ଓଡ଼ିଶାର ପ୍ରାୟ ୭୫ ଟି ପର୍ଯ୍ୟଟନସ୍ଥଳୀ ପ୍ଲାଷ୍ଟିକ ଫ୍ରି ପିକନିକ ସ୍ପଟ ଭାବେ ଘୋଷଣା କରାଯାଇଛି, ତେବେ ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ୭୫ ଟି ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୩ଟି

ଟକ୍ର ଧକ୍କାରେ ମହିଳା ମତୃ ,ଅଞ୍ଚଳରେ ଉତ୍ତେଜନା

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଗୋବିନ୍ଦପୁର ପଞ୍ଚାୟତ ଗହମଖୁଣ୍ଟି ଠାରେ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ବିରାଡିଆ ଗ୍ରାମର ବାବୁ ନାୟକଙ୍କ ପତ୍ନୀ ଇନ୍ଦିରା ନାୟକ ବୁଧବାର ମଧ୍ୟାହ୍ନରେ ସମ୍ପର୍କୀୟ ସହ

କଁଅଳ ବୟସରେ ଦାରୁଣ ଦୁଃଖ ; ଭିକ୍ଷା ବୃତ୍ତିରେ ବନ୍ଧା ଶୈଶବ

ସହର ମଧ୍ୟରେ ଭିକ୍ଷାବୃତ୍ତି କରୁଛନ୍ତି ନିରୀହ ଶିଶୁ । ତଥାପି ଅଧିକାରୀ ଙ୍କ ଆଢୁଆଳରେ ରହିଛି ଏହି ଘଟଣା । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସହର ବାସୀ । ଶିଶୁ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ସହର ମଧ୍ୟରେ ଏଭଳି ଦୃଶ୍ୟ ଦେଖିଲେ ସବୁ ଯୋଜନା ଯେପରି

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା, ଶବ ରଖି ପ୍ରତିବାଦ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଶବ ରଖି ପ୍ରତିବାଦ କରିବା ସହିତ କ୍ଷତି ପୂରଣ ଏବଂ ହାତୀଙ୍କ ଉପଦ୍ରଵକୁ ସୁରକ୍ଷା ଦେବାକୁ ଦାବି

ବିଦ୍ୟୁତ୍ ଆଘାତରେ ଜଳିଗଲେ ବ୍ୟକ୍ତି

ଆଜି ଅପରାହ୍ନରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଗମରଗୋଡା ମୌଜା ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ସଂସ୍ପର୍ଶରେ ଆସି ଏକ ଅଜଣା ବ୍ୟକ୍ତି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି ।
error: Content is protected !!