News
WhatsApp Image 2023-10-04 at 17.25.00
samparksetu

ଗ୍ୟାସ ପାଇପ ଲାଇନ କାମରେ ଚାଷ ଜମି ନଷ୍ଟ

ରେଙ୍ଗାଳୀ ବାମ ମୁଖ୍ୟ କେନାଲର ଭୁବନ ଶାଖା କେନାଲର ଭଦଳିଆ ପଶି ମୈାଜାରେ ସାନପଶି ଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଗେଲ ଇଣ୍ଡିଆ ପକ୍ଷରୁ ଗ୍ୟାସ ପାଇପଲାଇନ କାମ ନେଇଥିବା ପେଟି ଠିକାଦର ଶଙ୍କର ଏରପ୍ରାଇଜର ଏହି ଅସ୍ଥାୟୀ ପୋଲଟି ନିର୍ମାଣ କରିଥିବା ଜଣାଯାଇଛି ।

କେନାଲ ତଳେ ପାଇପ ଲାଇନ ନେବା ସମୟରେ ସାନପଶିର ଚାଷୀ ମଙ୍ଗୁଳି ସାହୁଙ୍କ ଜମିକୁ ସଂପୂର୍ଣ୍ଣ ନଷ୍ଟି କରିଥିବା ଦେଖାଦେଇଛି । ଚାଷ ଜମିରେ ଥିବା ପାଚିଲା ଧାନ ଉପରେ ମାଟି ପକାଇ ଦେଇଥିବାରୁ ଧାନ ଫସଲ ନଷ୍ଠ ହୋଇଥିବା ଦେଖାଦେଇଛି । ସେହି ସ୍ଥାନରେ ଗୋଟିଏ ପୋଲିଆ ରହିଛି ।

କିନ୍ତୁ ଏହି ପୋଲିଆରେ ଗେଲ ଇଣ୍ଡିଆର କୈଣସି ମେସିନ ଆଣାନ୍‌ାଇ ଏକ ସତନ୍ତ୍ର ଅସ୍ତାୟୀ ପୋଲ କେନାଲ ଉପରେ କରାଯାଇଛି । ଯାହା ଫଳରେ ଚାଷୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । କଂପାନୀ ପକ୍ଷରୁ ସ୍ୱତନ୍ତ୍ର ଯାତାୟତ ନିମନ୍ତେ କିଏ ଅନୁମତି ଦେଲା ଯେ ଦୀପାବଳୀ ସମୟରେ ଗ୍ୟାସ ପାଇପ ଲାଇନ କର୍ତ୍ତୃପକ୍ଷ ଜବରଦସ୍ତ ରାସ୍ତା ନିର୍ମାଣ କରି ଚାଷଙ୍କ ଜମିରେ ମାଟି ପକାଇ ଚାଷଙ୍କ ପାଚିଲା ଦାନ ନଷ୍ଟ କରିଲା ସେନେଇ ଭୁବନ କୃଷକ ସମାଜ ପକ୍ଷରୁ

new life
You might also like
error: Content is protected !!