News
WhatsApp Image 2023-10-04 at 17.25.00
samparksetu

ନଦୀରେ ବୁଡ଼ି ଶ୍ରମିକ ନିଖୋଜ

ଭୁବନ ବ୍ଲକ ଦିଘୀ ପଂଚାୟତ ଗୋରଡ଼ିଆ ଠାରୁ ଗଁଦିଆ ବ୍ଲକ କାଲୁରିଆ ଯାଏ ଲମ୍ବିଥିବା ବ୍ରାହ୍ମଣୀ ନଦୀ ର ସେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଆଜି ସକାଳୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡିଛି ।

ଭୁବନ ଅଗ୍ନିଶମ ବାହିନୀ ଖବର ପାଇ ପୂର୍ବାହ୍ନ ଦଶଟା ରୁ ସଂନ୍ଧ୍ୟା ପାଞ୍ଚ ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ । ନିଖୋଜ ଶ୍ରମିକ ହେଲେ ବିହାର ରାଜ୍ୟ ଖଗଡିଆ ଜିଲ୍ଲାର ମହମଦ ଅଶ୍ରଦ (୨୫)

new life
You might also like
error: Content is protected !!