News
WhatsApp Image 2023-10-04 at 17.25.00
samparksetu

ଭୁବନ ଥାନା ଅଞ୍ଚଳରେ ବଢ଼ିଚାଲିଛି ଚୋରି

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ କାନଖାଇ ଗ୍ରାମର ଚାଷୀ ମାନସ କୁମାର ସାହୁ ଙ୍କ ର କାନଖାଇ ମୌଜା ରେ ଥିବା ଧାନ ଜମିରୁ କେହି ଦୁର୍ବୃତ୍ତ ଉଠା ଜଳ ସେଚନ ବିଭାଗ ଦ୍ୱାରା ପ୍ରଦତ୍ତ ପାଣି ମେସିନ କୁ ଚୋରି କରି ନେଇଥିବା ଭୁବନ ଥାନାରେ ଏତଲା ଦେଇଛନ୍ତି l

ଅନ୍ୟପଟେ ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ର ନୀଳକଣ୍ଠପୁର ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ ରୁ କମ୍ପୁଟର ଚୋରି ହୋଇଥିବା ଭୁବନ ଥାନାରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା ଏତଲା ଦେଇଛନ୍ତି ।

new life
You might also like
error: Content is protected !!