News
WhatsApp Image 2023-10-04 at 17.25.00
samparksetu

ରଗଡି ଛକରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା,୫ ଗୁରୁତର

ଭୁବନ ଥାନା ରଗଡି ଛକ ରେ ୨ ବାଇକ ମଧ୍ୟରେ ଆଜି ସନ୍ଧ୍ୟାରେ ହୋଇଛି ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ରେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ଙ୍କୁ ଦମକଳ ବାହିନୀ ସହାୟତାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଆହତ ମାନେ ହେଲେ ମହୁଲପାଳ ର ପିପୁଲ ବେହେରା (୩୦) ଅର୍ଜୁନ ରାଉତ (୨୨) ଗାଣ୍ଡୁ ମାଝୀ (୨୮) ଓ ଭୁବନ ଏନଏସି ର ଜାଗା ନାୟକ (୪୦) ତେବେ ଗଁଦିଆ ବ୍ଲକ କାଶୀପୁର ଗ୍ରାମ ର ଦଳେଇ ମଲ୍ଲିକ (୩୬) । ତେବେ ଜାଗା ନାୟକ ଙ୍କ ସ୍ୱସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!