News
WhatsApp Image 2023-10-04 at 17.25.00
samparksetu

ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ଯା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପରିବାର ର ପାଞ୍ଚ ଆହାତ

କରୋନା ମହାମାରୀର ସମୟରେ ଲୋକମାନେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ। କିନ୍ତୁ ଏଭଳି ସଂଙ୍କଟ ସମୟରେ ମଣିଷ ଯେ ନିଜର ପୈଶାଚିକ ପବୃତି ରେ ପଡି ନାବାଳିକା କନ୍ୟା ଉପରେ ଲୋଲୁପ ଦୃଷ୍ଟି ପକାଇପାରେ, ଏକଥା ଭାବିଲାବେଳକୁ ଖରାପ ଲାଗୁଛି । କିନ୍ତୁ ଆଜି ଏଭଳି ଏକ ଅଭାବନୀୟ ଅମାନୁଷିକ ଘଟଣା ଘଟିଛି ଭୁବନ ଥାନା ଅଧିନ ଭୁଷଳ ଗ୍ରାମରେ।

ନାବାଳିକା ଝିଅର ଅଭିଯୋଗ ଅନୁଯାୟୀ ,ଘରେ ଥିବା ସମୟରେ ପଡୋଶୀ ଦୁଇ ଯୁବକ ତାକୁ ଘରୁ ଉଠାଇ ନେଇଯାଇଥିଲେ। ଝିଅର ଚିତ୍କାର ଶୁଣୀ ମା ଝିଅ କୁ ରକ୍ଷା କରିବାକୁ ଉଦ୍ୟମ କରିବା ସମୟରେ ଉକ୍ତ ଯୁବକ ମାନଙ୍କ ମଧ୍ଯରୁ ଜଣେ ଜନୈକା ଯୁବତୀଙ୍କ ମାଆଙ୍କ ଉପରକୁ ଆକ୍ରମଣ କରିଥିଲା।

ଯଦ୍ୱାରା ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଛି। ସେହି ସମୟରେ ଯୁବତୀଙ୍କ ବାପା ରକ୍ଷା କରିବାକୁ ଉଦ୍ୟମ କରିବା ସମୟରେ ତାଙ୍କ ଉଟରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହିଭଳି ଯୁବତୀଙ୍କ ଦାଦା ସେହି ସମୟରେ ଘରକୁ ଆସିଥିଲେ ଏବଂ ସେ ମଧ୍ଯ ଆକ୍ରମଣ ର ଶୀକାର ହୋଇଥିଲେ। ଏବଂ ଏହାରି ଭିତରେ ଯୁବତୀଙ୍କ ମୁଣ୍ଡ କୁ ହାଣୀ ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି। ପରିବାର ର ପାଞ୍ଚ ସଦସ୍ଯ ଗୁରୁତର ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଚିକିତ୍ସାଧିନ ଅଛନ୍ତି ।

new life
You might also like
error: Content is protected !!