News
WhatsApp Image 2023-10-04 at 17.25.00
samparksetu

ପୁଣି ଶଙ୍ଖ ନାଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୋନ- ୩ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଜେଡି ପ୍ରାର୍ଥୀ ମମତା ପାଣି ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି ସେହିଭଳି ଜୟପୁରା କାଟେଣୀ ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ଭାବେ ରୋଜାଲିନ କାଣ୍ଡି ମଧ୍ୟ ବିଜୟ ମୁକୁଟ ପିନ୍ଧିଛନ୍ତି ।

ବିପୁଳ ପରିମାଣର ବିଜୟ ଲାଭ ପରେ ପରଜଙ୍ଗ ବିଜେଡି କର୍ମୀଙ୍କ ମନ ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

ଅନ୍ୟପଟେ ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜୋନ୍‌ରେ ବିଜୁ ଜନତା ଦଳ ର ପ୍ରାର୍ଥୀ ତୁଷାରେନ୍ଦୁ ମହାନ୍ତ ବିଜୟୀ ୧୦,୪୨୩ ଭୋଟ୍‌ରେ ବିଜୟୀ ହୋଇଛନ୍ତି ।

new life
You might also like
error: Content is protected !!