News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧଙ୍କ ଶବଦାହ କଲେ ତହସିଲଦାର ଏବଂ ଯୁବ ବିଜେଡି କର୍ମୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମେଣ୍ଢାପଦା ଗ୍ରାମର ପୁରେନ୍ଦ୍ର ସାହୁ(୮୧)ଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଭୟରେ ଶବ ପାଖ ମାଡିନଥିଲେ ସାହିଭାଇ ।

ତାଙ୍କର ରିପୋର୍ଟ ନିଗେଟିଭ ଆସିଥିଲେ ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କରୋନା ହୋଇଥିବାରୁ କରୋନା ଭୟରେ ଶବଦାହ କରିବାପାଇଁ ଗ୍ରାମବାସୀ ନ ଆସିବାରୁ ଖବର ପାଇ ପରଜଙ୍ଗ ତହସିଲଦାର ଜୟନ୍ତ ଜୟ ସିଂହ, ବିଜେଡି ଯୁବ ସଭାପତି ସୁବ୍ରତ ଦାସ,ସରପଞ୍ଚ, ସମିତିସଭ୍ୟ ଏବଂ ଯୁବ ବିଜେଡି କର୍ମୀଙ୍କ ଦ୍ବାରା ପିପିକିଟ୍ ପିନ୍ଧି ଶବଦାହ କରାଯାଇଥିଲେ ।

new life
You might also like
error: Content is protected !!