News
WhatsApp Image 2023-10-04 at 17.25.00
samparksetu

ଆମ ସୁନି ଆଈ
            

ସୁନି ଆଈ ଆମନଇଁ ନଇଁ ଚାଲେଧରି ସେ ବଙ୍କୁଲି ବାଡ଼ି ଖଳ ଲୋକ କିଛି ସହିପାରନ୍ତିନିପାଖରୁ ଦିଅନ୍ତି ତଡ଼ି || ସୁନି ଆଈ ଟାର ପିଲା ପିଲି ନାହିଁହୁଅଇ ତା ପାଇଁ କାଳ କୁହନ୍ତି ସଭିଏଁ ଅଲକ୍ଷଣି ତାକୁଶୂନ୍ୟ ବୋଲି

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ ନକଲି ମଦ ତିଆରି ବେଳେ ଅବକାରୀ ବିଭାଗର ଚଢ଼ାଉ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ ତିଆରି ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ୩ ନମ୍ବର ଜୋନ୍

ହାଇୱା ସହ ବସ ମୁହାଁମୁହିଁ ଧକ୍କା ,୭କଲେଜ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମାଟିଆସାହି ଠାରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ କଲେଜ ଛାତ୍ର ଛାତ୍ରୀ ଆହତ ହୋଇ ଚିକିତ୍ସିତହେଉଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜେଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ

କଙ୍କଡ଼ାହାଡ଼ ରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ସଶାପଶି ଗ୍ରାମରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଯୋଗ ଦେଇ ଥିବା ବେଳେ କରଗୋଳା ପଞ୍ଚାୟତ ସରପଞ୍ଚ ତାପସ ପାଣି, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକ ବିଭାବରୀ

ଦାନ୍ତ ଚୋରୀ
       

ସକାଳୁ ସକାଳୁ ଗାଆଁ ସାରା ହଲ୍ଲା । ନୂଆ ବୋହୁ ଦାନ୍ତ ଚୋରି ହୋଇଯାଇଛି । ଚୋରି ତ ଚୋରି ପୁଣି ଦାନ୍ତ ଚୋରି । ଲୋକେ କହିଲେ..... କାନ ଉଠିବା ଦିନଠାରୁ ଏମିତି ଚୋରି କଥା ଆମେ ଜାଣି ନଥିଲୁ କି ଶୁଣି ନଥିଲୁ.... ଚୋର ସିନା ଧନ ସମ୍ପତ୍ତି ଚୋରି କରେ ଦାନ୍ତ ଚୋରି କେମିତି ହେଲା । ନୂଆ

ସ୍ମୃତି ଓ ବିସ୍ମୃତିରେ ୨୦୨୨

ଦି ହଜାର ବାଇଶି ବର୍ତ୍ତମାନ ଗଣି ହେଉଥିବା କିଛି ଘଣ୍ଟାର ଅତିଥି । ନୂଆଁ ବର୍ଷର ମହୋତ୍ସବ ସହ ପ୍ରଥମ ସ୍ୱାଗତ କରିବ ଅଷ୍ଟ୍ରେଲିଆରେ କିରିଟିମାଟି ଦ୍ୱୀପରେ ବର୍ଣ୍ଣାଢ୍ୟ ଉତ୍ସବ ସହକାରେ । ସକାଳେ ନୂତନ ଅରୁଣଙ୍କ ଆଭାରେ ଶାମ୍ବଦଶମୀ ସହ ଆମେ ହସ୍ତାକ୍ଷର ସ୍ଥାନରେ ତେଇଶି ଲେଖିବା । ଯଦିଓ ଅନେକ

ସ୍ବାଗତ ୨୦୨୩

ଦୁ --ଦୁଲୁକାଇ ମଞ୍ଚ ଯାଉଛି ଖସିଅତୀତ କୋଳକୁ ଧାଏଁ ବାଇଶିକେତେ ହସ କାନ୍ଦ ଭରି ଦେଇଛିସ୍ମୃତି ହେଇ ସବୁ ମନେ ରହିଛି । ଇ--ଇତି ବୃତ୍ତି କଥା ଘଟଣାବଳୀହୃଦୟ କୋଣରେ ହୁଅନ୍ତି ମେଳିଯୁଦ୍ଧ ବିଭୀଷିକା କଲା ଜଳକାଆଜି ବି ଯାଇନି ଭୟ ଆଶଙ୍କା । ହ--ହଟ ଚହଟାଇ କରୋନା କୀଟଘଡିକେ ମାଡ଼ୁଛି

ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଜନୈକ ବୃଦ୍ଧ ସମ୍ପତ୍ତିଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ସହ ସୁନାରୂପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ପିଙ୍ଗୁଆ ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସୁଭଶ୍ରୀ ପଣ୍ଡା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ
error: Content is protected !!