News
WhatsApp Image 2023-10-04 at 17.25.00
samparksetu

ବିନା ଲାଇଫ ଜ୍ୟାକେଟରେ ନୌକା ବିହାର

କପିଳାସ ଚିଡ଼ିଆଖାନାରେ ଥିବା ନୌକାବିହାର ଚିଡ଼ିଆ ଖାନା ଆସୁଥିବା ସମସ୍ତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ । ଢେଙ୍କାନାଳ କୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ବାବା ଚନ୍ଦ୍ରଶେଖର ଙ୍କ ଦର୍ଶନ ସାଙ୍ଗକୁ କପିଳାସ ଚିଡିଆଖାନା ବୁଲି ଦେଖିଥାନ୍ତି, ତେବେ କପିଲାସ ଚିଡ଼ିଆଖାନା

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ

ଢେଙ୍କାନାଳ ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍

ହାତୀ ପାଇଁ ରାତି ଅନିଦ୍ରା ,ଫସଲକୁ ବଞ୍ଚାଇବାକୁ ମଞ୍ଚାରେ ଚାଷୀ

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଓ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ରାତିସାରା ଜଗିରହିବା ସହିତ ଫସଲକୁ ହାତୀ ଦାଉରୁ ବାଜା ବଜାଇ ବାଣ ଫୁଟାଇ ସୁରକ୍ଷା ଦେଉଥିବାର ଜଣାପଡିଛି । ହିନ୍ଦୋଳ

ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଆଳୁଅଝରଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଠାରେ କ୍ରିକେଟ ,ଖୋଖୋ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଉଭୟ ଛାତ୍ର ଓ ଛାତ୍ରୀ ମାନେ ଭାଗ ନେଇଥିଲେ ।ଏଠାରେ ବ୍ଲକ ଶିକ୍ଷା ଅଧିକାରୀ

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ରେ ବ୍ଲକ ରୁ ବାର ଗୋଟି ବିଦ୍ୟାଳୟ ରୁ ତେୟାଅଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଥିଲେ ।

ଥମୁନି ହାତୀ ଆତଙ୍କ ; ଭାଙ୍ଗିଲେ ଘର ,ନଷ୍ଟ କଲେ ଧାନ

ଥମୁନି ହାତୀ ଆତଙ୍କ ,ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳରେ ମାତିଛନ୍ତି ଏଗାର ଟିକିଆ ହାତୀପଲ । ଅମଳ ହେବା ପାଇଁ ଥିବା ଧାନକୁ ନଷ୍ଟ କରିବା ସହିତ ଭାଙ୍ଗିଲେ ଘର । ସୂଚନା ଅନୁଯାୟୀ , ଗତକାଲି ରାତିରେ ଏଗାର ଟିକିଆ ହାତୀ ପଲ ବାଲିଝାଟି ମୁରୁଗା ସଂରକ୍ଷିତ ଜଙ୍ଗଲରୁ ବାହାରି ବାରୁଆଁ

ନବ ବର୍ଷ ଆସି ପାଦ ଥାପିଲାଣି

ପୂରୁବ ଆକାଶେ ସୀମନ୍ତିନୀ ହସେନବ ଅରୁଣିମା ସାଥେସୁନେଲି ଚାଦର ଆହାକି ସୁନ୍ଦରଭବ୍ୟ ଉନ୍ମାଦନା ମର୍ତ୍ତ୍ୟେ ll ବିଦାୟ ନେଲାଣି ପୁରୁଣା ବରଷବହୁ ସ୍ମୃତି କୀର୍ତ୍ତି ଧରିନବ ବର୍ଷ ଆସି ପାଦ ଥାପିଲାଣିଧରଣୀର ବକ୍ଷ ଚିରି ll ଭୁଲି ଦୁଃଖ ଶୋକ ଯାତନା ଅନେକମନୁ ଫିଙ୍ଗି ଆବର୍ଜନାପ୍ରଶାନ୍ତ

ଦ୍ରୁତଗାମି ଗାଡ଼ି ନେଲା ଗୁଡୁର ଜୀଵନ

ଢେଙ୍କାନାଳ ସଦର ଥାନା ବେଲଟିକିରି କଲେଜ ଛକରେ ଦ୍ରୁତଗାମି କାର ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ବେଲଟିକିରି ଉପରସାହିର ସିନୁ ପଟ୍ଟନାୟକଙ୍କ ପୁଅ ଅଭିଜିତ ପଟ୍ଟନାୟକ(୮) ବା ଗୁଡୁ ବୋଲି ଜଣାଯାଇଛି । ସେ ବେଲଟିକିରି ସରସ୍ୱତୀ ଶିଶୁ ମନ୍ଦିରର ୨ୟ ଶ୍ରେଣୀର

ବାରି ଖଳାରୁ ଧାନ ବିଡା ଖାଇଗଲେ ହାତୀପଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବେଡିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘର ଖଳାରୁ ହାତୀପଲ୍ଲ ପଶି ରାସ ବିହାରି ସାହୁଙ୍କର ୪୦ରୁ ଉର୍ଦ୍ଧ୍ୱ ଧାନବିଡା ,ସନ୍ୟାସୀ ସାହୁଙ୍କର ୪୦ ବିଡା ,ପଙ୍କଜ ସାହୁଙ୍କ ୧୦ ବିଡା ଖାଇ ଦେଇଥିବା ବେଳେ ଏହି ଗାଁର

ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡ଼ାଡ଼ିଆଁ ନାଳ ପୋଲ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତୀଲୁଚାଣି ଛକ ନିକଟରେ ଆଜକୁ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ ଘୋଡ଼ାଡ଼ିଆଁ ନାଳ ପୋଲ ନିର୍ମାଣ କରାଯାଇ ସେଥିରେ ବିଭିନ୍ନ ଦିଗକୁ ଛୋଟ ବଡ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଗାଡ଼ି ଯାତାୟାତ କରିବାରେ ସହାୟକ ହୋଇଛି । ବର୍ତ୍ତମାନ
error: Content is protected !!