News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ସହର ମଧ୍ଯ ରେ ୧୧ ଟିକିଆ ହାତୀ ପଲ

ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟ ରେ ଆଜି ସକାଳୁ ୧୧ ଟିକିଆ ହାତୀ ପଲ ଦେଖିବାକୁ ମିଳିଥିଲା।ସୂଚନା ଅନୁସାରେ ଆଜି ସକାଳୁ କାମାକ୍ଷାନଗର ଇନ୍ଦିପୁର ରାସ୍ତା ରେ ୧୧ ଟିକିଆ ହାତୀ ପଲ ବିଲ ରୁ ଧାନ ଖାଉଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେବାରୁ

୩୩କେଭି ବିଦ୍ୟୁତ ଟାଓ୍ବାର ରୁ ଲୁଟୁଛନ୍ତି ଲୁହାଆଙ୍ଗେଲ

ଚୋରଙ୍କ ଟାର୍ଗେଟରେ ୩୩କେଭି ବିଦ୍ୟୁତ ଟାଓ୍ବାର । ପୋଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ୩୩ କେଭି ବିଦ୍ୟୁତ ଟାଓ୍ବାରର ଲୁହାଆଙ୍ଗେଲ ଜବତ l ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ଗଡନୃଷିହଁପ୍ରସାଦ ଖୁଣ୍ଟାପସି ମଉଜାରୁ। ବିଳମ୍ବିତ ରାତିରେ ଚୋରମାନେ ରେଞ୍ଚି ସାହାଯ୍ୟରେ ବିଭିର୍ଣ୍ଣ ୩୩ କେଭି

ଆକ୍ରମଣର ଶିକାର ହେଲେ ବନଖଣ୍ଡ ଅଧିକାରୀ , ଥାନାରେ ଏତଲା

ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କୁ ଗତ ରାତିରେ ପଥର ମାଫିଆ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ରାତିରେ ବନଖଣ୍ଡ ଅଧିକାରୀ ହାତୀ ମାନଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ଓ ବନ କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରଣାଳୀ ଦେଖିବାକୁ ସଦର ରେଞ୍ଜ ଅନ୍ତର୍ଗତ

ଶସ୍ତାରେ ଛଡ ଯୋଗାଇ ଦେବା ନାମରେ ୧୨ଲକ୍ଷ ହଡପ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ତେଲିଭୁଇଁରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କୁ ଛଡ ଯୋଗାଇ ଦେବା ନାମରେ ନିଜକୁ ଜେଏସଡବ୍ଲୁଆର କମ୍ପାନୀର ମାଲିକ ପରିଚୟ ଦେଇ ୧୨ଲକ୍ଷ ଟଙ୍କା ହଡପ ଘଟଣାରେ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାରଜଣାପଡିଛି । ରାସୋଳ ତେଲିଭୁଇଁରେ

ନାଳରେ ପଡିଲା ଜେସିବି ମେସିନ , ଡ୍ରାଇଭର ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡକମର ପଙ୍ଗlତିରା ପୂର୍ତ୍ତ ବିଭାଗ ରାସ୍ତାର କନ୍ତୋର ଗ୍ରାମ ନିକଟରେ ରହିଥିବା ଜୋର ନାଳ ପୋଲ ପାଖରେ ଆଜି ଭୋର୍ ସମୟରେ ଏକ ଜେସିବି ଗାଡ଼ି ରାସ୍ତା ତଳକୁ ଓଲଟି ପଡ଼ିଥିଲା ,ଗାଡ଼ିଟି ମହାବିରୋଡ ଅଞ୍ଚଳରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏହି ଦୁର୍ଘଟଣା ଘଟିଥିବା

ମା ର ପୁରୁଣା ଲୁଗା

ମା ର ସେଇ ପୁରୁଣା ଲୁଗା ଖଣ୍ଡିଏସିନ୍ଧୁକରେ ସାଇତା ଅଛି,ଲୁଗା ନୁହେଁ ସେ ତ ସ୍ମୃତିର ପରଦାମୋ ବାଳୁତ ଛବିଟି ଦିଶୁଛି। ଖାଇସାରି ସେଇ ଲୁଗା ପଣତରେହାତକୁ ପୋଛିଚି ମୋର,ମୁହଁକୁ ପୋଛିଚି ଖେଳକୁଦ ସାରିହୋଇ ଝାଳ ସରସର। ଲୁଚି ଯାଇଛି ଲୁଗା ପଣତରେବାପାଙ୍କ ଗାଳିକୁ ଡରି,ଶୀତୁଆ ସଞ୍ଜରେ ଉଷୁମ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବିରାଡ଼ିଆ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିରାଡ଼ିଆ ହରିଜନ ସାହିର ଝୁନୁ ନାଏକ । ଦନ୍ତା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁବରଣ କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ , ଆଜି ସକାଳେ ସେ ଛେଳି ଚରାଇବାକୁ ପାଖ ଜଙ୍ଗଲକୁ

ମଶା ଦୌରାତ୍ମ୍ୟରେ ସହରବାସୀ ଅତିଷ୍ଠ ;ଧୂଆଁ ନାହିଁ କି ତେଲ ନାହିଁ, ଖର୍ଚ୍ଚ କିନ୍ତୁ ଲକ୍ଷାଧିକ

ଢେଙ୍କାନାଳ ସହରରେ ଏମେ ମଶା ଭଣଭଣ। ରାସ୍ତାରେ ଚାଲିଲେ ବି ମଶା ଗୋଡ଼ାଇଲା ଭଳି ସ୍ଥିତି। ମଶା ନିପାତ ପାଇଁ ପୋୖରପାଳିକା ପକ୍ଷରୁ ପ୍ରତି ସଂଧ୍ୟାରେ ଧୂଆଁ ଦେବାର ବ୍ୟବସ୍ଥା କରାଯାଇଥିବା ଦାବି କରାଯାଉଛି। ମାତ୍ର ସହରରେ ମଶାଙ୍କ ସଂଖ୍ୟା ଦେଖିଲେ ମଶା ଧୂଆଁ‌ ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି

ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ , ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ

ଗତକାଲି ବିଳମ୍ବିତ ରାତିରେ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟେରା ମାନେ କବାଟ ଭାଙ୍ଗି ଗୋଟିଏ ଫ୍ରିଜ ଗୋଟିଏ ଫ୍ରିଜ଼ର ଗୋଟିଏ ଇନଭଟର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ଗୋଟିଏ ଗାଡ଼ିରେ ନେଇ ଯାଇଥିବାର ଅଭିଯୋଗ ହୋଇଛି । ଆଜି ସକାଳୁ ସ୍ୱସ୍ଥ୍ୟକେନ୍ଦ୍ର

ଜେସିବି ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ , କମ୍ପାନୀ ଆଗରେ ଶବ ରଖି ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଛକ ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବ୍ରାହ୍ମଣୀ ନଦୀ ପୋଲ ଓ ଉକ୍ତ ପୋଲ ଠାରୁ ସରାଙ୍ଗ , ପିତିରି,ପରଜଙ୍ଗ ଅଞ୍ଚଳ ଦେଇ ନୂତନ ଭାବେ ୪ଲେନ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ କମ୍ପାନୀ ଦ୍ଵାରା ନିର୍ମାଣା ଚାଲିଛି । ଏହି କମ୍ପାନୀରେ
error: Content is protected !!