News
WhatsApp Image 2023-10-04 at 17.25.00
samparksetu

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଆମ୍ବବାହାଳୀ ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ରାମଚନ୍ଦ୍ର(୨୩)ଙ୍କର ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ର କୈ।ଣସି କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ବହ୍ଲଭ ଗ୍ରାମ ଗଞ୍ଜା

ଡିଲରଙ୍କୁ ପିଡିଏସ ସାମଗ୍ରୀ ଦେବାରେ ବିଳମ୍ବ,ଉପଭୋକ୍ତାଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଗୁଣ୍ଡୁରାପଶି ପଞ୍ଚାୟତରେ ପିପିପି ମୋଡରେ ସ୍ଥାପିତ ହୋଇଥିବା ପିଡିଏସ ଗୋଦାମ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବାର ଅଭିଯୋଗ ହୋଇଛି । ଦଲାଲଙ୍କ ଯୋଗୁଁ ଗଁଦିଆ ଏବଂ ଭୁବନ ବ୍ଲକରେ ଥିବା ହଜାର ହଜାର ପିଡିଏସ ଉପଭୋକ୍ତା ପିଡିଏସ ସାମଗ୍ରୀ ପାଇବାରେ ବିଳମ୍ବ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ଜଣ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ନିକଟସ୍ଥ ଜାମୁନାଳି ଚକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଲିଜୁରୀ ସାହିର ଜମ୍ବୁରା ପୃଷ୍ଟି ଅନ୍ୟ ଜଣକ ହେଉଛନ୍ତି କମଳାଙ୍ଗ ଅଞ୍ଚଳର ସମ୍ରାଟ

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଚାଲାଣ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ କେତେକ ଦଲାଲ ବିବାହର ରତିଶୃତି ଦେଇ ମହିଳାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିଥିବାର ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ମହିଳା କଂଗ୍ରାସର ଏକ କମିଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଦର

“ନଦୀ”

କଳ କଳ ନାଦେ ସୁନ୍ଦର ସବଦେନାଚି ନାଚି ଚାଲେ ସିଏଅଙ୍କା ବଙ୍କା ତାର ଦେଖି କଳେବରମନଟି ଆନନ୍ଦ ଦିଏ lଶୁଭ୍ର ଜଳ ଧରା ବହି ଯାଏ ପରାସାଗରେ ମିଶିବା ପାଇଁନଦୀ ନାମ ତାର ସଭିଙ୍କ ଆଦରଅଟେ ସେ ମଙ୍ଗଳମଇ l ଚାଷ କାମ ହୁଏ ଜଳ ସେ ଯୋଗାଏବିଦ୍ୟୁତ ଉତ୍ପନ୍ନ କରେକଳ କାରଖାନା ଗଢି ଉଠେ ସିନାନଦୀ ଥିଲେ

ସୈନିକଙ୍କ ପରିଚୟ ଦେଇ ସାଇବର ଠକାମୀର ନୂଆ ତରିକା, ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ ହୋଟେଲ ମାଲିକ

ସୈନିକଙ୍କ ପରିଚୟ ଦେଇ ନୂଆ ତରିକା ଆପଣାଇଛନ୍ତି ସାଇବର ଠକ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମୀରୁ ବର୍ତ୍ତି ଯାଇଛନ୍ତି ହୋଟେଲ ମାଲିକ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ଭୁବନ କାଳୀବଜାର ସ୍ଥିତ ହୋଟେଲ ରୟାଲ ଗାଡେନକୁ ଗତକାଲି ମଧ୍ୟାର୍ନ୍ନରେ ଖାଦ୍ୟ ଅର୍ଡର

ଅଗ୍ନିକାଣ୍ଡ ରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ନଷ୍ଟ

କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ ପଞ୍ଚାୟତର ଖଟଖୁରା ଗାଁ କଟାତଇଲା ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୫ଟି ପରିବାରର ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି l ଏନେଇ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର ପଦ୍ମ ପୋଖରୀ ଗ୍ରାମ ର ରାଧା ଦେହୁରୀ (୫୫) ପୋଖରୀରେ ବୁଡି ମୃତ । ସୂଚନା ମୁତାବକ ରାଧା ନିଜ ଘର ପାଖ ବେଣାପାଟିଆ ପୋଖରୀ କୁ ଶନିବାର ଭୋର ୩.୩୦ ଘଟିକା ସମୟରେ ଶୈଚ ନିମନ୍ତେ ଯାଉଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ

ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଏକମାତ୍ର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ତୃତୀୟ ଦିବସ ରେ ପ୍ରାକୃତିକ ବିପର୍ଯ୍ୟୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ତୃତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ଉପନିର୍ଦ୍ଦେଶକ ଡା. ସରୋଜ କୁମାର

କ୍ରସର ବନ୍ଦ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କଷ୍ଟୀପାଳ ଏବଂ ବେଗା ପଞ୍ଚାୟତ ଶ୍ରୀ ମନ୍ତପରୁ ପଡା ଗ୍ରାମରେ ଚାଲିଥିବା ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡଛି । ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତ ନୂଆ କଷ୍ଟିପାଳ ଏବଂ ବେଗା ପଞ୍ଚାୟତ
error: Content is protected !!