News
WhatsApp Image 2023-10-04 at 17.25.00
samparksetu

ଏଟିଏମ ଲୁଟ ଘଟଣା ; ୩ ଅଭିଯୁକ୍ତ ଗିରଫ,୪ ଫେରାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀ ରାମଚନ୍ଦପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ନିକଟରେ ଠିଆବ ଏଟିଏମ ଲଟୁ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇଜଣକୁ ଗିରଫ କରିଛି । ଏହି ଘଟଣାରେ କାର ସହିତ ମୋଟରସାଇକେଲ ଏବଂ ନଗଦ ୨.୫୬ ହଜାର ଟଙ୍କା ଜବତ କରାଯାଇଥିବା ବେଳେ

ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ,ମୃତ୍ୟୁର କାରଣ ଅସ୍ପଷ୍ଟ !

ଭୁବନ ଥାନା ବାରୁଆଁ ପଞ୍ଚାୟତ ମେଡିକାଲ ପଛ ପଟ କାଜୁ ବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଚମ୍ପାନାଳୀଆ ଗ୍ରାମ ନାୟକ ସାହିର ବସନ୍ତ ନାୟକ (୪୮) ବୋଲି ଜଣାପଡିଛି । ସେ ପରଜଙ୍ଗ ଥାନା କନ୍ତୁର ଗାଁ ର ବାସିନ୍ଦା ହୋଇଥିବା ବେଳେ ଭୁବନ ରେ

ହିନ୍ଦୋଳ ଏନଏସି ରେ ମା’ ବାଙ୍କୀମୁଣ୍ଡି ଙ୍କ ନୂତନ ପିଢ଼ ପ୍ରତିଷ୍ଠା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ପ୍ରସିଦ୍ଧ ମା' ବାଙ୍କୀମୁଣ୍ଡିଙ୍କ ନୂତନ ପିଢ଼ ପ୍ରତିଷ୍ଠା ହୋଇଯାଇଛି । ହିନ୍ଦୋଳ ଏନଏସି ୱାର୍ଡ ନଂ -୧୫ ଅନ୍ତର୍ଗତ ସିଙ୍କୋଲ ଠାରେ ଥିବା ଚାରିପିଢା ମା' ବାଙ୍କୀମୁଣ୍ଡି, ମା' ପିତ୍ତାବଳି, ମା' ବ୍ରାହ୍ମଣି ଦେବୀ ଓ ମା' ରଣାମୁହଁ ଙ୍କ ନୂତନ

ପୁରୁଷୋତ୍ତମ ପୁରରେ ମା’ ଶ୍ୟାମା କାଳୀ ପୂଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳି ପଂଚାୟତ ର ପୁରୁଷୋତ୍ତମପୁର ଗ୍ରାମ ପୂଜା ମଣ୍ଡପରେ ବହୁ ଆଡମ୍ବରରେ ପୂଜା ପାଉଛନ୍ତି ମା' ଶ୍ୟାମା କାଳୀ । କରୋନା ପରେ ବଡ଼ ଧୂମଧାମ ରେ ପାଳନ କରିବା ପାଇଁ ଗ୍ରାମ କମିଟି ପକ୍ଷରୁ ପ୍ରେସିଡେଣ୍ଟ ଅସିତ ମିଶ୍ର ସେକ୍ରେଟାରୀ ରଞ୍ଜନ ମିଶ୍ର କୋଷାଧ୍ୟକ୍ଷ

ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’

ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୮ଟି ରାଜ୍ୟରୁ ୮ଟି ଫୁଟବଲ ଟିମ୍ ଅଂଶଗ୍ରହଣ କରିବେ ,ନଭେମ୍ବର ୩ରେ ଢେଙ୍କାନାଳ

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟା ଳୟରେ ୨୭ ଆଜି ଏକ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସୟଂଶୀସୀତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ରଞ୍ଜନ କୁମାର ପ୍ରଧାନ ସଭାପତିତ୍ବ କରି ଛାତ୍ର ଜୀବନରେ ସାଧନା, ସମୟବର୍ତୀତା ଓ ନିୟମୀତତା ଆଦି ସୁଗୁଣଗଗୁଡିକ ର

ପୁଣି ଦଳିଲା ହାତୀ , ତାତିଲେ ଲୋକେ !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ଆଜି ପୁଣି ଆଉ ଜଣଙ୍କୁ ଦଳି ମାରିଲା ଦନ୍ତା ହାତୀ । ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଶବ ରଖି କଲେ ରାସ୍ତା ଅବରୋଧ। ଆଜି ଭୋର୍ ସମୟରେ ରାସୋଳ ଥାନା କାରନ୍ଦା ସାନ ସାହି ର ଜଣେ ଚାଷୀ ମାହୁଳୀ ପ୍ରଧାନ ନିଜ ଚାଷ ଜମିକୁ ଯାଇଥିଲା ବେଳେ ତାଙ୍କୁ ଏକ ଦନ୍ତା ହାତୀ କଚାଡି

ଦନ୍ତା ନେଲା ଆଉ ଏକ ଜୀଵନ !

ହାତୀ ଆକ୍ରମଣରେ ଦୈନିକ ଜଣେ ମଣିଷ ମୃତ୍ୟୁବରଣ କରିବା ଏକ ଧାରାରେ ପରିଣତ ହୋଇଯାଇଛି ,ମାତ୍ର ଦିନେ ଦୁଇଦିନ ଭିତରେ ପୁଣି ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମରିଛନ୍ତି l ଖବରରୁ ପ୍ରକାଶ ଯେ ଆଜି ସକାଳ ୫ଟା ସମୟରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଉପଖଣ୍ଡ ବନାଞ୍ଚଳର ପଡା ଯତନନଗର

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଜେ ଅନୁଗୁଳ ଜିଲ୍ଲାର ଜରାସିଂ କଇଁଆପାଳ ଗ୍ରାମର ସ୍ବର୍ଗତ ବିଶ୍ୱଜିତ ବେହେରାଙ୍କ ପୁଅ ରୁଦ୍ର ବେହେରା (୨୩) ଏବଂ ସେହି ଗ୍ରାମର କାଳିଆ ମହାରଣା ଏକ ବାଇକ ଯୋଗେ
error: Content is protected !!