News
WhatsApp Image 2023-10-04 at 17.25.00
samparksetu

ଉଦ୍‌ଘାଟନ ପରଠାରୁ ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଝୁଲୁଛି ତାଲା !

ଆମ୍ବବାହାଳୀ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଉଦ୍‌ଘାଟନ ହେବା ପରଠାରୁ ଝୁଲୁଛି ତାଲା ।ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଭତ ବାଇଁଶିଆ ଗ୍ରାମପଞ୍ଚାୟତର ଆମ୍ବବାହାଳୀ ଠାରେ ଲୋକଙ୍କ ଉଦ୍ୟମରେ ୧୯୯୦ ମସିହାରେ ସ୍ବାସ୍ଥ୍ୟକେନ୍ଦ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲୋକେ

ପହଞ୍ଚିଛି ଶୀତ

ଭଗ୍ନ ଅଥବା ଚାକଚକ୍ୟ ମନ୍ଦିରଆଉ ତା' ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକାଭୋକ ବିକଳରେ ଆମ ଗୁହାଳ ପାଖକଂକ୍ରିଟରେ ଶୋଇଥିବ ସେ ଗେମେଣା ଷଣ୍ଢ ।ଖବର ଆସିବ ଅମକ ବୁଢ଼ୀ ଚାଲିଗଲାଅମୁକ ଜଣକ

ମେରୁଦଣ୍ଡ ଭାଙ୍ଗି ଶଯ୍ୟାଶାୟୀ ପ୍ରତିମା !

କୂଅରେ ପଡ଼ି ମେରୁଦଣ୍ଡ ଭାଙ୍ଗି ଯୁବତୀ ଶଯ୍ୟାଶାୟୀ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗ୍ରାମରେ । ଗ୍ରାମର ଭରତ ଦେହୁରୀଙ୍କ ବଡ଼ ଝିଅ ପ୍ରତିମା ଦେହୁରୀ (୩୨) ।ଆଜକୁ ଷୋହଳ ବର୍ଷ ତଳେ ନିଜ

ଅବହେଳିତ ଜନ୍ତରୀ ବୋଲ ବୋଲ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାନପୁର। ପଞ୍ଚାୟତ ଜନ୍ତରୀ ବୋଲ ଠାରେ ୧୯୮୯ ମସିହା ଠାରୁ ଏକ ସୁନ୍ଦର ମନୋରମ ପରିବେଶ ଭିତରେ ଏକ ତାରିଣୀ ପୀଠଟିଏ ଅଛି । କାହିଁ କେତେ କାଳରୁ ବିରାଟ ବଡ଼ ବରଗଛ ମୂଳେ ହିଁ ମା' ଙ୍କ ସଂପୂର୍ଣ୍ଣ ପୀଠ। ଏଠି ମା' ଙ୍କ ର ଆବିର୍ଭାବ କାରଣ ରୁ ବହୁ

ଗୁପ୍ତ ସମ୍ପର୍କ

ବିଚିତ୍ରତା ପୂର୍ଣ୍ଣ ସାରା ମୁଲକ ତଭାବି ଘୁରି ବୁଲେ ମଥାବୋପା ଅଜା ଆମ ଚଉଦ ପୁରୁଷକାନେ ପଡିନାଇ କଥା ।ଉତ୍କଳ ପବିତ୍ର ମାଟିରେ ମ୍ଳେଛଙ୍କବଢ଼ିଲାଣି ଉତୁ ପାତଅଜବ ସମ୍ପର୍କ ବଢୁଛି ସମାଜେପାପୀ ହୋଇଲେଣି ଜାତ । ମାଉସୀ ଜଗୁଛି ପୁତୁରା ଆଶାରେଝିଅକୁ ଛାଡ଼ୁନି ବାପକଳା କଳଙ୍କର କାଳିମା

ଗୁରୁତର ଝିଙ୍କ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ଥ ଭୁଷଳ ଶାନ୍ତି ଆଶ୍ରମ ନିକଟ କେନାଲରୁ ବନବିଭାଗ ଦ୍ବାରା ଏକ ଆହତ ଝିଙ୍କ ଉଦ୍ଧାର ହୋଇଛି। ଭାରତୀ ପାହାଡ଼ରେ ଥିବା ଶହ ଶହ ବନ୍ୟପ୍ରାଣୀ ଜଙ୍ଗଲ ଛାଡି ଜନ ବସତି ମୁହଁ। ହେଉଥିବାରୁ ସମୟ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି l ତେବେ ଝିଙ୍କଟି

ଲକ୍ଷ୍ମୀପୂଜା ଭସାଣି ରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଂଟାନାଳୀ ଗ୍ରାମରେ ଗଜଲକ୍ଷ୍ମୀ ଭସାଣ ଉତ୍ସବରେ ଗଣ୍ଡଗୋଳ ଏବଂ ମହିଳାଙ୍କୁ ମରନ୍ତାକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।କଂଟାନାଳୀ ଗ୍ରାମର ଗନ୍ଧର୍ବ ଦେହୁରୀଙ୍କ ପତ୍ନୀ ତୁଳସୀ ଦେହୁରୀଙ୍କ ଅଭିଯୋଗ ଅନୁସାରେ ଭସାଣ ଉତ୍ସବରେ ତାଙ୍କ ସ୍ୱାମୀ ବନମାଳୀ

ଦି ଷ୍ଟୁଡେଣ୍ଟ ୟୁନିୟନ ପ୍ରତିଯୋଗିତାରେ ୨ ଶହ ବିଦ୍ୟାର୍ଥୀ

ଭୁବନ ବିଂଜ୍ଞାପିତ ଅଂଚଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଶ୍ରୀଅରବିନ୍ଦ ପୂର୍ଣ୍ଣି।ଙ୍ଗ ଶିକ୍ଷାକେନ୍ଦ୍ରରେ ଦି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଉତ୍ସାହୀ ଏବଂ ଆଗ୍ରହୀ

ସୁରକ୍ଷା କର୍ମଚାରୀଙ୍କୁ ମିଳୁନି ଦରମା; ଶୁଣିଲେନି ଜିଲ୍ଲା ଶ୍ରମ ଅଧିକାରୀ,ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ପେଟ ଚାଖଣ୍ଡକ ପାଇଁ ଗରିବ ନିରୀହ ଲୋକମାନେ କେଉଁଠି ସେକୁରିଟି ଗାର୍ଡ ତ କେଉଁଠି ଛୋଟ ମୋଟ କାମ କରୁଛନ୍ତି l କିନ୍ତୁ ସେମାନଙ୍କୁ କାମ ଦେଉଥିବା ଲୋକ କିମ୍ବା ସିକୁରିଟି ସଂସ୍ଥାର ମlଲିକମାନେ ଠିକ୍ ସମୟରେ ପାଉଣା ଦେଉନାହାନ୍ତି l ସେହିପରି ଭୁବନ ବ୍ଲକ ଦିଘୀ ଗ୍ରାମର ବାସୁଦେବ ରାଉତ ଗତ ୪ ମାସ

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ତୁମ ସ୍ମୃତି ମୋର ଜୀବନର ସାଥୀସଦା ରହିଅଛି ପାଖେ,ଜୀବନରେ ଯେତେ ବାଧାବିଘ୍ନ ଆସୁତୁମେ ରହିଥିବ ସାଥେ ।ସ୍ମୃତି ଯେବେ ତୁମ ମନେ ପଡ଼ି ଯାଏନିଆଁ ତ ଲାଗଇ ମନେ,ସେ ନିଆଁ ର ଜ୍ଵାଳା ଶାନ୍ତ ପଡ଼ିଯାଏତୁମକୁ ଦେଖି ସପନେ । ପାଉଁଶ ତଳ ତାତିଲା ନିଆଁ ତମେଲିଭିବନି ମୋ ଜୀବନେ,ସଦା ରହିଥିବ
error: Content is protected !!