News
WhatsApp Image 2023-10-04 at 17.25.00
samparksetu

ସହିଦ ଗୁଳିକାଣ୍ଡ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ପାଲାମଣ୍ଡପ ଠାରେ ବାଜିସେନା ଆନୁକୂଲ୍ୟରେ ରେ ଭୁବନ ର ସହିଦ ରଘୁ ନାୟକ ,ଗୁରି ନାୟକ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ୧୯୩୮ ମସିହା ଅକ୍ଟୋବର ଦଶ ତାରିଖ ବିଳମ୍ବିତ ରାତିରେ ଗୋରା ଫଉଜ ଗୁଳି ରେ ସହିଦ ହୋଇଥିଲେ ଭୁବନ ଏନଏସି ର ୨ ବୀର ତାଙ୍କ

‘ଶବରୀ’ର ରଚୟିତା

ଏହା ଅଚାନକ ତ ନୁହେଁ !କେତେ କେତେ ଜନ୍ମରପୂଣ୍ୟକୁ ତୁମେ ସାଉଁଟିଛଶବରୀଟିଏ ତିଆରିବାକୁ ? ଯୁଗ ଯୁଗର ଅପେକ୍ଷାରତତୁମେ ମଧ୍ୟ ଥିଲ ,କୁହନ୍ତୁ ତ…ତୁମେ କ'ଣନିଜ ଚେହେରାକୁଅସ୍ଥିର ଜଳରେ ଦେଖିଶବରୀ ବୋଲି ଚମକି ନଥିଲ ? ଦେଖ ,କେତେଥର ରାମଚନ୍ଦ୍ରତୁମହାତେ ଜନ୍ମିଛନ୍ତି !ଶବ୍ଦେ ଶବ୍ଦେ

ଛାତରୁ ପଡି ଚାଲିଗଲା ଯୁବକ ଙ୍କ ଜୀଵନ

ଅସାବଧାନତା କାରଣରୁ ଛାତରୁ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭୁବନ ଥାନା ବଡମୁକ୍ତାପଶି ଗ୍ରାମର ବିଭୁତି ପାତ୍ର। ସୂଚନା ଅନୁଯାୟୀ , ଗତ ରାତିରେ ବିଭୁତି ନିଜ ଛାତ ଉପରେ ଶୋଇଥିଲେ। ବିଳମ୍ବିତ ଉଠିଥିବା ବେଳେ ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସିପିଡିଥିଲେ। ତାଙ୍କୁ ଗୁରତର

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପରଜଙ୍ଗ ଥାନା କଲଦା ପଞ୍ଚାୟତ କୁଣ୍ଢେଇଖୋଲ ଗ୍ରାମର ପାନ ମସଲା ବ୍ୟବସାୟୀ ସର୍ବେଶ୍ଵର ସ୍ୱାଇଁ ଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୫୦ ରୁ ୬୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ କଣ୍ଢେଇଖୋଲ ଗ୍ରାମ ର ସର୍ବେଶ୍ଵର ସ୍ୱାଇଁ

ବଜ୍ରପାତ ରେ ଚାରିଜଣ ଗୁରୁତର ଆହତ !

ଧାନବିଲରେ ଧାନ କାଟୁଥିବା ସମୟରେ ଆଜି ଦିନ ୧୧ ଟାରେ ବଜ୍ରପାତ ଘଟି ଚାରିଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ଢେଙ୍କାନାଳ ଜିଲ୍ଲା ଏକତାଳୀ ଗ୍ରାମର ମୂଷା ରାଉତ,ହରିହର ମାଝୀ,ବିପିନ ପଣ୍ଡା ଓ ପବିତ୍ର ସୁତାର। ଏମାନେ ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ମଉଜା

ଆମର ଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ପରିବାର ରେ ଖୁସି ସାଉଁଟିବା ବେଳକୁ ଭାଗ୍ୟରେ ଏତେ ସବୁ କଷ୍ଟ ସହିବାକୁ ପଡିବ ବୋଲି ବିଧବା ବୃଦ୍ଧା ମା କେବେ କଳ୍ପନା କରିନଥିଲେ । କାହାକୁ କିଛି ନକହି ମୁହଁରେ ଲୁଗା ଦେଇ କାନ୍ଦିବା ଛଡା କିଛି ନାହିଁ ବୃଦ୍ଧା ମାଆ ଙ୍କର, କିଏ ଦେଖିବ ତାଙ୍କ ଲୁହ, କିଏ ବୁଝିବ ତାଙ୍କ କଷ୍ଟ ! ଯେଉଁ ପୁଅକୁ

ଗୋପବନ୍ଧୁ ଜୟନ୍ତୀ

ସୁଆଣ୍ଡୋ ଗ୍ରାମର, ଗୋପବନ୍ଧୁ ପରା,କେବେଠୁ ହଜି ଗଲେଣି,ମନେ ପକାଉଛୁ, ଆଜିର ତିଥିରେ,ତାଙ୍କ ଜୟନ୍ତୀ କୁ ପାଳି।ସେ କାଳର ସେହି, ଉତ୍କଳର ମଣି,କୋଟିରେ ଗୋଟିଏ ଥିଲେ,ଆଜି ଦୁନିଆରେ, ଗାଆଁ ସହରରେ,ଗୋପବନ୍ଧୁ ପଲେ ପଲେ। ଦୁଃଖୀ ରଙ୍କିଙ୍କର, ଉତ୍କଳର ମଣି,ପର ଦୁଃଖେ କାନ୍ଦୁଥିଲେ,ଆଜି

କୁକୁଡା ଫାର୍ମରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ସଦର ଥାନା ନାଠୁଆ ଗାଁରେ ଥିବା କୁକୁଡା ଫାର୍ମରେ ନରେନ୍ଦ୍ର ନାୟକ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ ଫାର୍ମ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପରେ କ୍ଷତିପୂରଣ ମିଳିବାପରେ ଆନ୍ଦୋଳନ ହଟିଥିବା ଜଣାଯାଇଛି । ସୂଚନା ଅନୁସାରେ,

ଭୁବନ ଦଶହରା ଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ

ଶାରଦୀୟ ଦୁର୍ଗାପୂଜା ବା ଦଶହରା ପର୍ବ ରେ ବତିଶଟି ବଳଦ ଯାତ୍ରା ଓ ତେରଟି ଦୁର୍ଗା ମେଢ଼ର ଭସାଣି ଶୋଭାଯାତ୍ରାରେ କୋଟିଏ ଟଙ୍କାର ଖର୍ଚ୍ଚ ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି l.ମାଆଙ୍କ ଆଗମନ ପୂର୍ବରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଉତ୍ସ।ହ ଭରିଯାଇଥିଲା । ଥୋରିଆ ସମାଜ ତରଫରୁ ବ୍ୟବସାୟିକ

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମପଂଚାୟତ ଅନ୍ତର୍ଗତ ମୁଣ୍ଡିଆ ସାହିର ରଘୁ ବେହେରା ଙ୍କ ପୁଅ ଫଗୁଆ ବେହେରା (୨୨) କୌଣସି କାରଣରୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଦ୍ବିପ୍ରହର ସମୟରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ I ଏନେଇ ପରିବାର
error: Content is protected !!