News
WhatsApp Image 2023-10-04 at 17.25.00
samparksetu

ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ ,ଡ୍ରାଇଭର ଗରୁତର

ଏକ ଦଶଚକିଆ ଟ୍ରକ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଏହି ଦୁର୍ଘଟଣା ରେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ୫୩ ନ ଜାତୀୟ ରାଜପଥ ଗୋଡାଛକ ନିକଟରେ ଆଜି ଅପରାହ୍ନ ସମୟରେ ।ତେବେ ଗୁରୁତର ଡ୍ରାଇଭର ବିହାରର ସୈଲେସି ବାବନ (୪୯)

ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ

ଜିଲ୍ଲା ନିର୍ଵାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଆଜି ପରଜଙ୍ଗ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ସୂଚନା ଅନୁଯାୟୀ ୩୧/୦୩/୨୦୨୪ ରିଖରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମରୁଆବାଲି

ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ଖଟଖୁରା ଗାଁ ନିକଟରେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣିବା ସହିତ ବନ୍ଧୁକ ଦେଖାଇ ଲୁଟ୍।ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଆସି ଦୁଇ ଲୁଟେରା ଲୁଟି ନେଇଛନ୍ତି ବ୍ୟବସାୟୀଙ୍କ ପାଖରେ ଥିବା ୪ହଜାର ଟଙ୍କା। ଗୁରୁତର ଆହତ ବ୍ୟବସାୟୀ ଜଣଙ୍କ ବାଇସିଙ୍ଗା ଗାଁର ଶିଶିର କୁମାର ସାହୁ।

୧.୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ, ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ଗିରଫ

ବଣ୍ଟି ବବଲି ହୋଇ ଲୁଟୁଥିଲେ ଦୁହେଁ, ସାଥ ଦେଉଥିଲେ ସହଯୋଗୀ ଡେପୁଟି ମ୍ୟାନେଜର । ଘଟଣା ଟି ହେଉଛି ଢେଙ୍କାନାଳ ସହର ମଧ୍ୟରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ର । ସେସମୟରେ କାର୍ଯ୍ୟରତ ଥିବା ରିଲେସନସିପ୍ ମ୍ୟାନେଜର ଆଠଗଡ ଅଞ୍ଚଳର ସ୍ୱାଗତିକା ସ୍ୱାଇଁ ତାଙ୍କ ସ୍ବାମୀ ମନୋଜ କୁମାର ସାହୁ ଏବଂ

ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା ଅଭିଯୋଗ

୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅନିୟମିତତା କରୁଛି ଠିକାସଂସ୍ଥା l ଗ୍ରାମବାସୀ ଙ୍କ ଅଭିଯୋଗ କୁ ପ୍ରତ୍ୟାଖ୍ୟାନ କରି ଅସଦ ବ୍ୟବହାର କରୁଛନ୍ତି ଠିକାସଂସ୍ଥା ର ମ୍ୟାନେଜର l ଏହିପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ସହର ର ଆଳତୁମା ଗାଁ ରେ l କାମାକ୍ଷାନଗର ସହର ଦେଇ ଯାଇଥିବା ୫୩

ଝାଡା ବାନ୍ତିରେ ଗଲାଣି ତିନି ମୁଣ୍ଡ

ଗତ ୨୫ ତାରିଖ ରୁ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମ ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଆଦିବାସୀ ବସ୍ତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୮ ରୁ ୧୦ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଟକ କୁ ଓ ଦୁଇ ଜଣ ଢେଙ୍କାନାଳ

ମହିଳାଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅର୍ନ୍ତଗତ ସୋଲଗାଡିଆ ଗାଁରେ ପ୍ରିୟଦର୍ଶିନୀ ସାହୁଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କୁ ଶାଶୂ ଘର ଲୋକେ ମାରି ଦେଇଥିବା ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ମା' ଜ୍ୟୋତ୍ସ୍ନା ସାହୁ । ଜ୍ୟୋସ୍ନା ସାହୁ ଙ୍କ ଅଭିଯୋଗ

ଜଙ୍ଗଲରୁ ୪ ଅଭିଯୁକ୍ତ ଗିରଫ,ଜଣେ ଫେରାର

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ମାଟିଆ ମୁଣ୍ଡିଆ ଜଙ୍ଗଲରେ ଚଢାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର,ଟଙ୍କା,ଗାଡି ଜବତ କରିଛି । ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପାଟ୍ରୋଲିଂ ସମୟରେ ଭାପୁର

ଗାଡ଼ି ଉପରକୁ ବୋମା ମାଡ଼

ଜାତୀୟ ରାଜପଥ ୫୩ରେ ଶନିବାର ଅପରାହ୍ନ ୫ଟା ବେଳେ ହୋଇଛି ଡକାୟତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାମାକ୍ଷାନଗର ର ଏସ ଏନ୍ ଟ୍ରେଡର ଟ୍ରକ ସକାଳୁ ଵିରାଶାଳ ରାସ୍ତାରେ କାଳିଆପାଣି ଶନିବାର ହାଟ , କୁହିକା , ସୁକିନ୍ଦା , ଡ଼ୁବୁରୀ,ମଙ୍ଗଳପୁର ଅଞ୍ଚଳ ରେ ପାନ ମସଲା ବିକ୍ରି କରି ଭୁବନ ଥାନା

ଡକାୟତି ଯୋଜନା କରୁଥିବା ସମୟରେ ୫ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲାର ରାସୋଳ ପୋଲିସର ବଡ଼ ସଫଳତା I ଡକାୟତି ଯୋଜନା କରୁଥିବା ସମୟରେ ରାସୋଳ ପୋଲିସ ଦ୍ୱାରା ଗିରଫ ୫ଜଣ ସନ୍ଦିଗ୍ଧ ଅପରାଧୀ I ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବାରମ୍ବାର ଡକାୟତି ହୋଇ ରାସ୍ତାରୁ ବାଇକ, ସୁନାଗହଣା ଏବଂ ଲୋକଙ୍କ ଠାରୁ ଟଙ୍କା ଲୁଟ ହେଉଥିଲେ ମଧ୍ୟ ପୋଲିସ
error: Content is protected !!