News
WhatsApp Image 2023-10-04 at 17.25.00
samparksetu

କରୋନା ପରେ ଚକ୍ଷୁ ସମସ୍ୟା

ଆମେ ସମସ୍ତେ  ଗତ ଦୁଈ ବର୍ଷ ଧରି କରୋନା ଭାଇରସ୍ ସହ ଲଢେଇ କରି ଆସୁଛନ୍ତି। ଏହି ଦୁଈ ବର୍ଷ ରେ ଅନେକ ଲୋକ ନିଜ ନିଜ ଘରେ ରହି କାମ କରୁଛନ୍ତି ,ଯାହାକୁ ଆମେ ୱାର୍କ ଫ୍ରମ୍ ହୋମ୍ ବୋଲି କହୁଛେ। ଏହା ଛଡା ସମସ୍ତ ଛାତ୍ରଛାତ୍ରି ମାନେ ଘରେ ବସି ଅନଲାଇନ୍ କ୍ଲାସ୍ କରୁଛନ୍ତିା ଏହା ଯୋଗୁ

କେନାଲ ବୁଡି ଶିଶୁ କନ୍ୟା ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଜିରିଡାମାଳି - ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରୁ ଶିଶୁ କନ୍ୟା ମୃତ ଦେହ ଉଦ୍ଧାର । କେନାଲ ବୁଡି ୩ବର୍ଷର ଶିଶୁ ମୃତ। ମୃତ ଶିଶୁ ହେଲା ବାପୁନ ଚାମ୍ପିଆ ଙ୍କର ୩ବର୍ଷର କନ୍ୟା ସିମେଲ ଚାମ୍ପିଆ । ସକାଳେ ଶିଶୁ କନ୍ୟା କେନାଲ ନିକଟରେ

୧୧ କେଭି ତାର ଛିଣ୍ଡି ୧୫ ପରିବାର ର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ,ଅନେକ ଗୁରତର

ଢେଙ୍କାନାଳ ସଦର ଥାନା ସାଇଁବିରି ଗ୍ରାମ ନୂଆସାହିରେ ଘଟିଛି ଅଘଟଣ । ୧୧ କେଭି ତାର ଛିଣ୍ଡି ୨ ପରିବାର ସାତ ଜଣ ଆହାତ ହୋଇଛନ୍ତି ଏବଂ ୧୫ ଗୋଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୁଚନା ମୁତାବକ ସାଇଁବିରି ନୁଆ ସାହିରେ ହଠାତ ୧୧ କେଭି ତାର ଛିଣ୍ଡି

ଭୁବନ ପ୍ରସିଦ୍ଧ ଦଶହରା ନିମନ୍ତେ ପ୍ରସ୍ତୁଟି ବୈଠକ

ଆରମ୍ଭ ହୋଇଛି ପାର୍ବଣ, ଅଳ୍ପଦିନରେ ଧରାପୃଷ୍ଟ କୁ ଆସିବେ ମା'ଦୁର୍ଗା । ଢେଙ୍କାନାଳ ଜିଲ୍ଲା ଭୁବନ ର ଐତିହ୍ଯ କହିଲେ ଦଶହରା ଯାତ୍ରା ଓ ବଳଦଯାତ୍ରା । ସଂସ୍କୃତି ଓ ଭାଇଚାରା ପର୍ବ କହିଲେ ଭୁବନ ର ଦଶହରା କୁ ବୁଝାଏ । ଥୋରିଆ ସମାଜ ତରଫରୁ ବ୍ୟବସାୟିକ ଐତିହ୍ଯ ଓ ବଳଦମାନଙ୍କ

ସଡକ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର

ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ - ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ଜିରାଳ ତାରିଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର I ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାତ ଟା ସମୟରେ କାମାକ୍ଷନଗର ଥାନା ଗୁନେଇବିଲି ପଞ୍ଚାୟତ ବାଲିପଡ଼ା ଡିମିରିଆ ଗ୍ରାମର ବିଦ୍ୟାଧର

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡଝରା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଉଦୟଗିରି ଗ୍ରାମର ଅନାମ ମୁଣ୍ଡାଙ୍କ ପୁଅ ରଞ୍ଜନ ମୁଣ୍ଡା(୨୧) ବୋଲି ଜଣାପଡିଛି

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ

ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ

ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ନିମଡିହି ସାହିର ଶରତ ନାଏକ ଙ୍କ ପୁଅ ପ୍ରମୋଦ ନାଏକ (୪୫) ଆଜି ବିଲ ରୁ କାମ ସାରି ମଧ୍ୟାହ୍ନରେ ସମୟରେ ରେଙ୍ଗାଲି ବାମ ପାର୍ଶ୍ୱ କେନାଲ କୁ ଗାଧୋଇବା ଯାଇଥିବା ବେଳେ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ଅଗ୍ନିଶମ

ନୋଟ ଲେଖି ଛାତ୍ର ନିଖୋଜ ; କଲେଜରେ ହଙ୍ଗମା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ର ଛାତ୍ର ସନ୍ଦୀପ କୁମାର ଜେନା ଏକ ନୋଟ ଲେଖି ନିଖୋଜ ହୋଇ ଯାଇଛନ୍ତି । ହଷ୍ଟେଲର ୱାଡେନ ରବୀନ୍ଦ୍ର ବେହେରା ମାନସିକ ଚାପ ଦେଇଥିବା ସେ ହାତ ନୋଟରେ ପ୍ରକାଶ କରିଛନ୍ତି । ଆଜି ସକାଳୁ ଠାରୁ ନିଖୋଜ ଅଛନ୍ତି ବି-ଟେକ ଶେଷ

ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପୁନଃ ଚାଞ୍ଚ କଲେ ଏନଜିଟି ଗଠିତ କମିଟି

ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପ୍ରଦୂଷଣ, ଜଙ୍ଗଲ ଓ ସରକାରୀ ଜମି ଜବରଦଖଲ କୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର କରିଆସିଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମାନ୍ତ ଜେନା
error: Content is protected !!