ତରଭା ସମବାୟ ସମିତି ନିର୍ବାଚନ ରଦ୍ଦ ପାଇଁ ଦାବି
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତରଭା ସମବାୟ ସମିତି ନିର୍ବାଚନକୁ ରଦ୍ଧ କରିବା ସହିତ ପ୍ରକୃତ ଚାଷୀକୁ ଚିହ୍ନଟ କରି ଭୋଟ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ତରଭା ଏବଂ ନୂଆଗାଁ ପଞ୍ଚାୟତର ଚାଷୀମାନେ ଏକତ୍ରୀତ ହୋଇ ତରଭା ସମବାୟ ନିର୍ବାଚନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।
ଏ!-->!-->!-->…
ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ବୈଠକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଅବସର ପ୍ରାପ୍ତ ଉଠା ଜଳସେଚନ ବିଭାଗ କର୍ମଚାରୀଙ୍କ ସଙ୍ଘର ସଭାପତି ମଦନ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଣି ପଞ୍ଚାୟତ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ କାମାକ୍ଷାନଗର ଉପଖଣ୍ଡର ସମ୍ପାଦକ ଶରତ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ!-->!-->!-->…
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ
ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ!-->…
ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କା ସହତି ସୁନା ଗହଣା ଚୋରି
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଜାମୁସରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି ।
ଜାମୁସରା ଗ୍ରାମର ଉପେନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ!-->!-->!-->…
ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଲାପଟପ ପ୍ରଦାନ
ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଦ୍ୱାରା ମହାବିଦ୍ୟାଳୟ ସ୍ତରରେ ଅଧୟନ କରୁଥିବା ୩ ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଯଥା -ଇନ୍ଦିରା ଗାନ୍ଧୀ ନେସନାଲ ଓପେନ ୟୁନିଭେର୍ସିଟି ର ଛାତ୍ର ଶୁଭେନ୍ଦୁ ଜେନା ,ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ!-->…
ତୁମେ ଗଲା ପରେ
ଜାଣି ଶୁଣି ସାଜିଛ ତୁମେ ଅଜଣା ମୁଁ ପାଗଳ କରିଛି ପ୍ରତୀକ୍ଷାତୁମ ଅଫେରନ୍ତା ବାଟ କେତେ ଦିନୁ ପ୍ରଲୋଭିତ ତୁମକୁ ଅପେକ୍ଷା ll
ତୁମ କଥା ଯେବେ ମନେ ପଡେ ଭାରି ମନ ଯାଏ ମୋ ଖୁସିରେ!-->!-->!-->…
ପ୍ରିୟତମା
ଆଶା କରିଥିଲି ତl ସାଥେ ଲlଗିଥାଉ ମୋ ସମ୍ପର୍କର ଡୋରି,,କିନ୍ତୁ ସେ ଆଶା ଲାଗିଲା!-->…
କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ଆଶ୍ରମ ଛକ ନିକଟରେ ଥିବା ଏକ ଖୋଲା କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ ତାଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ।
!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ତମାଖୁ ସେବନର ହାନିକାରକ ପ୍ରଭାବ ସମ୍ପର୍କରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କମ୍ପାନୀର ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନାରେ ମେ ୩୧ ତାରିଖ ଦିନ “ବିଶ୍ୱ ତମାଖୁ ବର୍ଜନ” ଦିବସ ପାଳିତ ହୋଇଯାଇଛି ।!-->…
ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ଆମ୍ବୁଲାନ୍ସ ସେବା ପାଇଁ ସାମ୍ବାଦିକ ସଙ୍ଘର ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ସମାଧାନ ପାଇଁ ଆଗେଇ ଆସିଛନ୍ତି କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଙ୍ଘ l ଏହି ପରିପ୍ରେକ୍ଷୀରେ ସଙ୍ଘ ସଭାପତି ଇ ରାଜେଶ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ସମ୍ପାଦକ ଟୁକୁନୁ ବିଶ୍ୱାଳ,!-->…