News
WhatsApp Image 2023-10-04 at 17.25.00
samparksetu

ପିତାମାତା ଙ୍କର ସ୍ନେହ

ନୂଆ ସଂସାର ରେ ନୂଆ ଜୀବନ ଇଶ୍ୱର ଙ୍କର ଦାନସବୁଜ ସ୍ବପ୍ନ ସୁନେଲି କିରଣ ଆମ ପାଇଁ ସେ ମହାନତାଙ୍କ ଠାରୁ ସ୍ନେହ ମମତା ପଈଯେ କହୁଅଛୁ ତାଙ୍କ କାନେସବୁ ଭୁଲି ଯିବୁ ତାଙ୍କୁ ନ ଭୁଲିବୁ ଫୁଲ ଭରା ଜୀବନରେସବୁଠୁ ସୁନ୍ଦର ଅଟେ ମନୋହର ତାଙ୍କର ସେ ମିଠା କଥା l ସବୁ ସ୍ବପ୍ନ ତାଙ୍କ ସାକାର

କାଳିପୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବି, ଆମରଣ ଅନଶନରେ ବସିଲେ କୁନି କୁନି ଛାତ୍ରଛାତ୍ରୀ

ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକ ନବକିଶୋର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୧ ମସିହାରୁ ବନ୍ଦ କରିଦିଆଯିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠ ପଢିବାରୁ ବିରତ ହେଉଛନ୍ତି । ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ବାରମ୍ବାର ଦାବି ସତ୍ୱେ କୌଣସି ଫଳ ନମଳିବାରୁ ଗ୍ରାମବାସୀ ମାନେ

ହାତୀ ଆକ୍ରମଣ ରେ ମହିଳା ଗୁରୁତର !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ମାଧପୁର ଗାଁରେ ଆଜି ସକାଳୁ ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇଥିବାର ଖବର ଆସିଛି। ସେହି ଗାଁ ର ଦୁଲଣା ବେହେରା ଘର ପଛ ପାଖ ଆମ୍ବ ବଗିଚା କୁ ଆମ୍ବ ପାଇଁ ଯାଇ ଥିବା ବେଳେ ତାଙ୍କୁ ଏକ ଜଂଗଲୀ ଦନ୍ତା ହାତୀ ତାଙ୍କୁ

ଦ୍ଵନ୍ଦ ରେ ଚାଷୀ ଭାଇ, କର୍ତ୍ତୃପକ୍ଷ ଙ୍କ ଅବହେଳା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଗତ ଖରିଫ ଋତୁରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଥିଲା । ଏହି ବ୍ଲକର ସିମିନଈ,ଗଦାଶିଳା ଏବଂ ଗୁଣ୍ଡିଚାପଡା ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରୁ ମୁଠାଏ ବି ଫସଲ ମିଳିନାହିଁ । କୃଷି ବିଭାଗ ଏବଂ ସରକାରଙ୍କ ଖାମଖିଆଲ ନିତୀ ଯୋଗୁଁ ବର୍ତ୍ତମାନ

ଭାରି ଭୟଲାଗେ

ଏ ଜୀବନର ରାସ୍ତା ତବହୁତ ଲମ୍ବା ପଡିଛିହେଲେ ଭାରି ଭୟଲାଗେକେତେବେଳେ କୋଉଠିବିଏ ରାସ୍ତାରେ ତୋତେ ଛାଡ଼ି ଏକା ଚାଲିବାକୁ ହେବନି ତ ? ଭାରି ଭୟଲାଗେ ଆମଏ ସୁନେଲି ଖୁସି ଭରା ଜୀବନରରାସ୍ତାରେ କେବେ କେହି ଆମଦୁହିଁଙ୍କ ରାସ୍ତାକୁ ଅଲଗା କରିଦେବେନି ତ। ଭାରି ଭୟଲାଗେ,କେବେ ଆମ ଭିତରେ

ମନରେଗା କାର୍ଯ୍ୟରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଏବେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ଏସଓଜି ଗ୍ରୁପ ସଦସ୍ୟା ମାନେ । ସରକାର ଖାସ୍ କରି ଏସଓଜି ଗ୍ରୁପ ସଦସ୍ୟା ମାନଙ୍କର ଉନ୍ନତି କରଣ ଦିଗରେ ମନରେଗା ଯୋଜନାରେ ମୋ ଉପକାରୀ ବଗିଚା ନିର୍ଦ୍ଧାରିତ କରିଛନ୍ତି । ଏହି ଯୋଜନା

ଗ୍ୟାସ ପାଇପ ଲାଇନ ଠିକାଦାରଙ୍କ ମନମାନୀ : ବିପଦସଙ୍କୁଳ ଗାତକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଚାଇଁପୁର ଠାରୁ ପଞ୍ଚପଟି ରାସ୍ତାଦେଇ ଗ୍ୟାସ ପାଇପ୍ ଲାଇନ ବିଛାଇବା କାର୍ଯ୍ୟ ଚାଲୁରହିଛି । କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଠିକାଦାର ରାସ୍ତା ପାଖରେ ବଡ ବଡ ଗାତ ଖୋଳି ଖୋଲା ଛାଡିଦେଇ ଦୀର୍ଘଦିନ ପକାଇ ରଖିବା ଯୋଗୁଁ ବ୍ୟବସାୟୀ ଏବଂ

ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହାକଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।" ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ମହିମାଗାଦି ସ୍ଥିତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ । ବୁଧବାର ଦିନ ଏନସିସି କଟକ ଗ୍ରୁପର ଗ୍ରୁପ କମାଣ୍ଡର କର୍ନେଲ ରଜନିଷ କପୁର ଓ ୧୨ ଓଡିଶା ଏନସିସି ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେପଟନାଣ୍ଟ କର୍ନେଲ ସିଦ୍ଧାର୍ଥ ଭସ୍ତାୟନ

ବହି

ଏକ ଖୁଦ୍ରଗଳ୍ପ ଏବେ ବହି ପଢାପଢି ଟିକେ କମିଗଲାଣି, ବସ୍ ରେ ପଢାପଢିତ ନାହିଁ କହିଲେ ଚଳେ । ଆଜି ସକାଳେ ଯେତେବେଳେ ବସ୍ ରେ ଉଠିଲି ଦେଖିଲି ବସ୍ ପୁରାପୁରି ଫାଙ୍କା । ଛାଡିବାକୁ ଆହୁରି କୋଡିଏ କି ପଚିଶ ମିନିଟ୍ ବାକିଥାଏ । ଅଗତ୍ୟା କାଲିରାତିରେ ଶେଷ କରିପାରିନଥିବା ବହିଟିକୁ
error: Content is protected !!