News
WhatsApp Image 2023-10-04 at 17.25.00
samparksetu

ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ !

ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ l ସୂଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାପୀଠର ସଂସ୍କୃତ ଶିକ୍ଷୟିତ୍ରୀ ଲିଲି ସେନାପତି ନିଜ ବାପଘର ଭାପୁର ଗାଁରୁ ବିଦ୍ୟାଳୟକୁ ସ୍କୁଟିରେ ଆସୁଥିବା ବେଳେ କମଗରl ସେତୁ ଉପରେ ଅନ୍ୟ

ପିତାମାତା ଏଠି ସାର

ଛୋଟ ପକ୍ଷୀ ଟିଏ ଯେବେ ଇଚ୍ଛା କରେ ଉପରକୁ ଉଡିବାକୁଏ ଦୁନିଆ କିପରି ଗଢା ହୋଇଛିଯେ ଜଣା ନଥାଏ ତାକୁ।ମାୟା ଦୁନିଆରେ ଯେବେ ଭୁଲେ ବାଟ ହୋଇଯାଏ ବାଟବଣାସବୁ ବାଟ ତାକୁ ଭଲ ଲାଗେ ଭାରି ଲାଗେ ଭାରି ମନ କିଣା। ଅଜଣା ଦୁନିଆ ମଜା ଲାଗେ ଭାରି ଲାଗେ ତାକୁ କି ସୁନ୍ଦରସେହି ଦୁନିଆରେ ଜାଣେ ନାହିଁ

କପିଳାସ ରେଞ୍ଜ ରେ ହାତୀ ଆତଙ୍କ !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୋପାଳପୁର ଓ ମହୁଲଖୋଳି ଅଞ୍ଚଳରେ ରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । କିଛିଦିନ ହେବ ଏକ ଦନ୍ତା ହାତୀ ଗୋପାଳପୁର ଗ୍ରାମ ରୁ ବୃଦ୍ଧ ଫକୀର ନାୟକ ଘର ମୁହଁ ର କଚାଡି ମାରିଥିଲା ଏବେ ଲଗାତର ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହିତ ଧାନ

ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ,ଅଭିଯୋଗ ଆସିଲେ ତଦନ୍ତ କରି ଆକ୍ସନ ନେବାକୁ ଅଧିକାରୀ ମାନଙ୍କୁ ଦେଲେ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ବିଭିନ୍ନ ପ୍ରକାରର ସମସ୍ୟା ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଭତ୍ତା ,ମେଡିକାଲ ସମସ୍ୟା, ଜଳ ଯୋଗାଣ, ଜଙ୍ଗଲ ବିଭାଗର

ପ୍ରିୟା ମୋର

ରୂପ ରାଇଜ ର ରୂପ କୁମାରୀ ତୁସୋନ୍ଦର୍ଯ୍ୟ ର ଗନ୍ତାଘର,ନୀଳ ନୟନା କୁ ହରିଣୀ ଚାହାଣିଚୋରି କଲା ମନ ମୋର ।କୋଇଲି ବର୍ଣ୍ଣ ର ଗହଳିଆ କେଶଛାଟି ଦୋଉ ପ୍ରିୟା ଯେବେ,ହୃଦୟ କି ଆଉ ଛାତି ରେ ରହିବତରଳି ଯାଉଛି ସେବେ । ଓଠ ତୋର ପ୍ରିୟା ଗୋଲାପ ପାଖୁଡାଟୁକୁ ଟୁକୁ ନାଲି ଦିଶେ,ଘାଇଲା ହେଉଛି

ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସୂଚନା

ଥମୁନି ମଣିଷ ହାତୀ ଲଢେଇ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଜୀବନ । ଏଭଳି ଘଟଣା ବିଭିନ୍ନ ଅଂଚଳରୁ ପ୍ରାୟ ପତ୍ୟେକ ସାମ୍ନା କୁ ଆସିବାରେ ଲାଗିଛି । ଏଭଳି ଏକ ଅଘଟଣ ଘଟିଛି ହିନ୍ଦୋଳ ଅଞ୍ଚଳର ଆଳୁସିଂହ ଅଞ୍ଚଳରେ । ଗତକାଲି ସେହି ଗ୍ରାମର ଅଚ୍ୟୁତ ସାହୁ ନିକଟସ୍ଥ ଜଙ୍ଗଲ କୁ ଯାଇ

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ବାଇକ ,ଏଟିଏମ ,ମୋବାଇଲ ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ଜିଏମ(GM) ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କ ଠାରୁ ଏକ ୟୁନିକର୍ଣ୍ଣ ବାଇକ ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଭାବେ

ବ୍ରାହ୍ମଣୀ ରେ ବୁଡି ଛାତ୍ର ନିଖୋଜ ଘଟଣା ; ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଉର୍ଣ୍ଣକୋଟେଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବା ବେଳେ ପାଣିର ସୁଅ ମୁହଁରେ ପଡି ଭାସି ଯାଇଥିଲେ । ସେମାନେ ଭାସି ଯାଉଥିବା ବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର

ବିଶ୍ୱ ରେଡକ୍ରସ ଦିବସ ପାଳିତ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି

ବିଶ୍ୱ ମାତୃ ଦିବସ

ସବୁ ଦିବସ ଅଟେ ମୋ ମାତୃ ଦିବସ ତାଙ୍କ ପାଦେ ମୋ ପ୍ରଣତିତାଙ୍କ ପାଦତଳେ ଏ ଭକ୍ତି ମୋର ଥାଉ ମିଳୁ ମୋତେ ଏ ଶକତି ll ଶାସନ ତାଙ୍କ ଅଟେ ଶୃଙ୍ଖଳାର ଜ୍ଞାନ
error: Content is protected !!