ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ୧୮ ତାରିଖ ସୋମବାର ଦିନ ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଭାଗୀୟ ମୁଖ୍ୟ ସୁରେଶ ଚନ୍ଦ୍ର!-->…
ସୁରପ୍ରତାପପୁର ସମବାୟ ସମିତିରେ ନୋଟିସ ଲଗାଇବାକୁ ଯାଇ ଅଧିକାରୀ ହଟହଟା
ଧାନ କିଣା ଦୁର୍ନୀତିରେ ଲିପ୍ତ ଜଣେ ସମବାୟ କର୍ମଚାରୀଙ୍କ ନିଲମ୍ବନର ଏକ ବର୍ଷ ପରେ ପୁନଃ ନିଯୁକ୍ତିକୁ ନେଇ ତାତି ଉଠିଛନ୍ତି ସୁରପ୍ରତାପପୁର ସମବାୟ ସମିତି ଅର୍ନ୍ତଗତ ଚାଷି । ରବିବାର ପୂର୍ବାହ୍ନରେ ସମବାୟ ସମିତି ନିର୍ବାଚନ ସଂର୍ପକୀୟ ବିଜ୍ଞପ୍ତି ନୋଟିସ ନେଇ ଯାଇଥିବା ନିର୍ବାଚନ!-->…
କାମାକ୍ଷାନଗର ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବି
ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଆଜି କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।କିଭଳି ଭାବରେ ରକ୍ତ ଭଣ୍ଡାର ଚାଲୁ ହୋଇ ପାରିବ,ରୋଗି ମାନେ ଏହାର ଲାଭ ଉଠାଇ!-->…
ଖବର ପ୍ରକାଶନ ପରେ ରସିକ ମୁଣ୍ଡାଙ୍କ ଚିକିତ୍ସା କରିବା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କଲା ଜିଲ୍ଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ୬ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।ଜଣେ ଗରିବ ଆଦିବାସୀ ଯୁବକ ଦିନେ ଖଟିଲେ ପରିବାର ଚଳେ ତା ପକ୍ଷରେ ଉତ୍ତମ ଚିକିତ୍ସା ପାଲଟି ଥିଲା ସାତ ସପନ ।ସେ ଯେଉଁ ଘରେ!-->…
କପିଳାସ ଅଭୟାରଣ୍ୟରେ ହାତୀଙ୍କ ପାଇଁ ହେବ ରେଲୱେ ଓଭରପାସ ନିର୍ମାଣ
ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି ।ହାତୀ ଗୁଡକି ଖାଦ୍ୟ ପାଇଁ ଏବଂ ନିଜ ଶରୀର ଦୃଷ୍ଟିରୁ ଦୈନିକ ୫୬ କିଲୋମିଟର ଯାତାୟତ କରୁଥିବାବେଳେ ଦୈନିକ ରେଳ ଲାଇନ ଅତିକ୍ରମ କରିଥାନ୍ତି । ଢେଙ୍କାନାଳ-ଶାଳଗାଁ ସେକସନର ରାଜା ଆଠଗଡ ଏବଂ!-->…
ପିଇବା ପାଣି ପାଇଁ ହନ୍ତସନ୍ତ ,୧୫ ଦିନ ହେଲା ନାହିଁ ପାଇପ୍ ପାଣି
ଖରାର ପ୍ରକୋପ ଯେତିକି ବଢୁଛି ପାଣି ସଂକଟ ବୃଦ୍ଧି ପାଇଛି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ତୁମୁସିଙ୍ଗା ଗାଁ ର ପାଇପ୍ ପାଣି ଯୋଗାଣ ବନ୍ଦ ପଡ଼ିଛି। ସୂଚନା ଅନୁଯାୟୀ ପନ୍ଦର ଦିନ ହେଲା ପାଣି ପମ୍ପ ଖରାପ ହୋଇଛି। ତେଣୁ ପାଇପ୍ ଯୋଗେ ପାଣି ସପ୍ଲାଏ ବନ୍ଦ ଅଛି। ନଳକୂପ ଉପରେ ଲୋକ!-->…
ବାରିହାପୁର କେନ୍ଦୁପତ୍ର ଗୋଦାମ ଠାରେ ପରଜଙ୍ଗ ଓ କାମାକ୍ଷାନଗର କେନ୍ଦୁପତ୍ର ରେଞ୍ଜ ସ୍ତରୀୟ ବୈଠକ
ବାରିହାପୁର ଠାରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ପରଜଙ୍ଗ ଏବଂ କାମାକ୍ଷାନଗର ରେଞ୍ଜର ରେଞ୍ଜ ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଅଛି ।କେନ୍ଦୁଝର ଡିଭିଜନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ ଟି ରେଞ୍ଜର ସମସ୍ତ ସିଜିନାଲ କର୍ମଚାରୀ ଯଥା ମୁନୁସି,!-->…
ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକ ପାଳିତ
କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ କଳିଙ୍ଗ ର ବିର ପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ବରେ ସକାଳ ପ୍ରାୟ ୬.୩୦ରେ ପ୍ରଥମେ ଜଳାଶୟ ରେ ପହଞ୍ଚି ବ୍ରାହ୍ମଣ ମାନଙ୍କ!-->…
ବିଜୁବାବୁଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର ;୧୦୭ ୟୁନିଟ ରକ୍ତ ସଂଗ୍ରହ
ପ୍ରବାଦ ପୁରୁଷ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ପରଜଙ୍ଗ ବ୍ଲକ୍ ବିଜେଡି ଦଳ ପକ୍ଷରୁ ମହାବିଦ୍ୟାଳୟ ଠାରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।
ଖରାଦିନେ ରକ୍ତ ଅଭାବରେ କାହାରି ଜୀବନ ନଯାଉ ସେହି!-->!-->!-->…
ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗ୍ରାମରେ ଗୁଳିକାଣ୍ଡ, ଜଣେ ମୃତ
କଥା କଥାକେ ଫୁଟୁଛି ଗୁଳି, କେତେବଳେ କିଏ ଆହତ ତ କେତେ ବେଳେ ଗଡୁଛି ମୁଣ୍ଡ । ଏଭଳି ଘଟଣା ଏବେ ବାରମ୍ବାର ଘଟିବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ, ଠିକ ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା କନ୍ଧପାଳ ଗ୍ରାମରେ । ଗୁଳିକାଣ୍ଡରେ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ନୃପତୀ!-->!-->!-->…