News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଜଣେ ଆହତ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧିନ କୋତମ ଗ୍ରାମ ପଞ୍ଚାୟତର କୋଟବେରେଣା ଗ୍ରାମର ନାକଫୁଡି ଦେହୁରୀ (୫୯) ଙ୍କୁ ହାତୀ ଆଜି ଦିନ ୧୨.୩୦ମିନିଟରେ କଚାଡି ଦେଇଥିଲା। ସୂଚନା ଅନୁଯାୟୀ , ନାକଫୁଡି ଛେଳି ଚରାଇବାକୁ କୋଟବେରେଣା ଗ୍ରାମର କିଆପତିନି ରାସ୍ତାରେ ଯାଉଥିବା ସମୟରେ

ବାଜି ଲାଗୁଛି ପ୍ରସୂତୀଙ୍କ ଜୀବନ , ମନଇଚ୍ଛା ଅସ୍ତ୍ରୋପଚାର କରି ଲୁଟୁଥିବା ଅଭିଯୋଗ

ଘରୋଇ ଡାକ୍ତରଖାନା ମନଇଚ୍ଛା ଅସ୍ତ୍ରୋପଚାର ପ୍ରସବ କରାଇ ପ୍ରସୂତି ଓ ତାଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ହେଲେ ସରକାରଙ୍କ ନିୟମ ମାନି ଅଡିଟ୍‌‌ ରିପୋର୍ଟ ଦେବାକୁ ନାରାଜ। ତେବେ ନିୟମ ଉଲ୍ଲଂଘନ କରୁଥିବା ଏପରି ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ

ଧାନ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା !

ଋଣ ପରିଷୋଧ ନକରିପାରିବା ଚିନ୍ତାରେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର କେଶବ ମଲିକ। ସୁଚନା ମୁତାବକ ,ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଜି ଅପରାହ୍ନ ରେ ୫୫ ନଂ ଜାତୀୟ ରାଜପଥ ବୁଧବାର ହାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଵରଣ କରିଥିବା ବ୍ୟକ୍ତି ଖଡଗପ୍ରସାଦ ଗ୍ରାମ ର ବ୍ରଜବନ୍ଧୁ ପୃଷ୍ଟି ଙ୍କ ପୁତ୍ର ଶାନ୍ତନୁ ପୃଷ୍ଟି, (୨୭ )

କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ,ପ୍ଲାଷ୍ଟିକ ରଶିରେ ତଣ୍ଟି ଚିପି ମାରିଥିଲା ପ୍ରେମିକ

ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଆସାମୀ ( ମୃତା ଛାତ୍ରୀ ଙ୍କ ପ୍ରେମିକ) କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ ରେ ଏହି

ପଥର ଖଣି ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଜାମୁଚକଟା ଗ୍ରାମ ନିକଟସ୍ଥ ଏକ ପୁରୁଣା ପଥର ଖଣି ପାଣିରୁ ଜଣେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଗତ ୧୬ ତାରିଖ ଦିନ ଜାମୁଚକଟା ଗ୍ରାମର ଅଗାଧୁ ମହାରଣା ୬୫ ବର୍ଷ ନାମକ ଵୃଦ୍ଧ

ପଂଚାୟତ କାର୍ଯ୍ୟାଳୟରେ ଭତା ଟଙ୍କା ବଣ୍ଟନ ବେଳେ ଟଙ୍କା ଚୋରି

ଗତକାଲି ଗଁଦିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ବ୍ଲକ ଅଧୀନ ପୋରୁହଖୋଜ ଗ୍ରାମ ପଂଚାୟତରେ ମାସିକ ଭତା ଟଙ୍କା ବଣ୍ଟନ ବେଳେ ଉକ୍ତ ସ୍ଥାନରୁ ଟଙ୍କା ଚୋରି ହୋଇଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ସୁଦନ କର ଓ ଗ୍ରାମ ରୋଜଗାର ସେବିକା ଝୁନୁ ବାଳା ବାରିକ ଭତା ଟଙ୍କା ବଣ୍ଟନ

ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ଜଣେ ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଆରଏସ ଟ୍ରେଡ଼ର୍ସର ସେଲ୍ସମ୍ୟାନ ପ୍ରକାଶ ଚନ୍ଦ୍ର ବେହେରା। ପ୍ରକାଶ ଷ୍ଟକିଷ୍ଟରୁ

ନାବାଳକ ମୃତ୍ୟୁକୁ ବର୍ଷେ ପୁରିଲା ,ଅଭିଯୁକ୍ତକୁ ଗିରଫ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଜନୈକ ନାବାଳକକୁ ପିଟି ପିଟି ମାରିଦେବା ଘଟଣାରେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି । ସଦର ଥାନା କାଣ୍ଡବିନ୍ଧା ଗ୍ରାମର ଶ୍ରୀନାଦ ପାତ୍ରଙ୍କ ଅଭିଯୋଗ ଅନୁସାରେ ଗତ

ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର, ଢେଙ୍କାନାଳ ଜିଲ୍ଲାର ଦୁଇ ପଡୋଶୀ ଜିଲ୍ଲା ସାମିଲ

ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ରହିଛି । ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା
error: Content is protected !!