ଜଙ୍ଗଲୀ ବାରହା ଆକ୍ରମଣ ରେ ୯ ଜଣ ଆହତ
ଜଙ୍ଗଲୀ ବାରହା ଆକ୍ରମଣ ରେ ୯ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ତିନି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ପରଜଙ୍ଗ ଥାନା ବାଘମୁଣ୍ଡା ଗ୍ରାମ ରେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି l
ଗ୍ରାମ ର କିଛି ଲୋକ ଗାଁ ଦାଣ୍ଡରେ ନିଆଁ ପୁହିଁ ହେଉଥିବା ବେଳେ!-->!-->!-->…
ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଠାବ
କାମାକ୍ଷାନଗର ଥାନା ବିଜାଡିହ ଗ୍ରାମ ନିକଟ ଜଙ୍ଗଲର ଏକ ଶାଳଗଛରୁ ଡ୍ରଇଭରଙ୍କ ଝୁ୍ଲନ୍ତା ମୃତଦେହ ଠାବ ହୋଇଛି। ମୃତ ଡ୍ରାଇଭର ହେଲେ ଉତରପ୍ରଦେଶ ପିଲଭିତ୍ ଜିଲ୍ଲାର ସରଦାହ ଗ୍ରାମର ସଞ୍ଜିବ କୁମାର ମୋହରିଆ।
ସେ କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନିରେ ଏକମାସ ହେବ ହାଇଓ୍ବା ଡ୍ରାଇଭର ଭାବେ!-->!-->!-->…
ଶିକାରୀ ତାର ରେ ଲାଗି ବନ କର୍ମଚାରୀ ଗୁରୁତର !
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଦୁଦୁରକୋଟ ନିକଟସ୍ଥ ବାରିହାରଗଡି ପାହାଡ଼ ନିକଟରେ ବୁଧବାରସନ୍ଧ୍ୟା ରେ ବନ ବିଭାଗର କର୍ମଚାରୀ ମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା ଖବର ପାଇ ଯାଉଥିବା ସମୟରେ ହଠାତ ଜଣେ କର୍ମଚାରୀ ତାର ରେ ଲାଗି ଯାଇଥିଲେ ।
!-->!-->…
୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିଅମ ରେ ୧୨ ତମ ବାର୍ଷିକ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେଇଯାଇଛି l ଆଜିର ଉଦଘାଟନ ମ୍ୟାଚରେ ମୁଖ୍ୟଅତିଥି ସମାଜସେବୀ ରାଧାରାଣୀ ବେହେରା ଓ ଅଭିରାମ ବେହେରା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ!-->…
ଅଙ୍ଗନବାଡ଼ି କେନ୍ଦ୍ର କୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; କାର୍ଯ୍ୟରେ ଅବହେଳା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି…
ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡିକେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଢେଙ୍କାନାଳ ଅପଡେଟ ରେ ପ୍ରକାଶ ପାଇବା ପରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିଥିଲେ । ଏନେଇ କାମାକ୍ଷାନଗର!-->…
ନିର୍ବାଚନ ଆର୍ଦଶ ଅଚରଣ ବିଧି ଉଲଂଘନ
ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ନିମନ୍ତେ ସରକାରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଘୋଷଣା ହୋଇଛି । ସରକାରୀ କାର୍ଯ୍ୟାଳୟ , ରାସ୍ତା ଘାଟରେ ନେତା,ମନ୍ତ୍ରୀ କିମ୍ବା ସରକାରୀ ବିଜ୍ଞାପନ ସରକାରଙ୍କ ପକ୍ଷରୁ ହଟାଯାଉଥିବା ବେଳେ କିଭଳି ସରକାରୀ ଅଧିକାରୀଙ୍କ ନଜରକୁ ଆସୁନାହିଁ ତାହା ଦେଖିବାକୁ!-->…
ତୃତୀୟ ଦିନରେ ୧ ହଜାର ୯୨୯ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ
ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ସର୍ବାଧିକ ୧ ହଜାର ୯୨୯ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ୨ଜଣ ଜିଲ୍ଲାପରିଷଦ,୫୩ଜଣ ସମିତି ସଭ୍ୟ,୬୪ଜଣ ସରପଞ୍ଚ ଏବଂ ୧୯୪ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୩୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
!-->!-->…
ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କ ଆତ୍ମହତ୍ୟା,ଘରୁ ମିଳିଲା ସୁଇସାଇଡ଼ ନୋଟ
ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ବାମ ଭୁଟଭୁଟି ଗ୍ରାମରୁ ମଙ୍ଗଳବାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରିଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଲେ ପରଜଙ୍ଗ ଥାନା ବାମ ଗ୍ରାମ ଭୁଟୁଭୁଟି ସାହିର ପ୍ରତାପ ରୁଦ୍ର ମହାନ୍ତଙ୍କ ଝିଅ ରିପ୍ତୀମୟୀ ମହାନ୍ତ। ସୂଚନା!-->…
୪ କେଜି ବାରହା ମାଂସ ଜବତ, ୩ ଗିରଫ
କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଚଢେଇରଗଡା ନିକଟରୁ -ବାରହାକୁ ଶିକାର କରାଯାଇ ମାଂସ ଭାଗ ବଣ୍ଟା ବେଳେ ମାଡିବସିଲା ବନବିଭାଗ। ତାଙ୍କ ନିକଟରୁ ୪ କେଜି ମାଂସ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ।
ସେମାନେ ହେଲେ କଙ୍କଡାହାଡ ଥାନା କାଠପାଳ ଅଞ୍ଚଳର ଲକ୍ଷ୍ମଣ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ପୁନଃଆରମ୍ଭ
ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ର ଖଡ଼ଗପ୍ରସାଦରେ ଥିବା ନବ ଭାରତ ଭେଞ୍ଚର୍ସର ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ କରାଯାଇଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଆଜିଠାରୁ ପୁନଃଆରମ୍ଭ କରାଯାଇଛି ।
ଢେଙ୍କାନାଳ!-->!-->!-->…