ଗ୍ରାମ୍ୟ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସମ୍ପତି !
ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ରାସୋଳ ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଆପରାହ୍ନରେ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ହୋଇଛି ।
ଏପରିକି ଲୁଟେରାମାନେ ମାରଣାସ୍ତ୍ର!-->!-->!-->…
କୂଅ ଭିତରୁ ଜଙ୍ଗଲୀ ବାରହା ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ,ଷଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବାରହା ଆଜି ସକାଳୁ ପଡି ଯାଇଥିଲା l ବାରହା ଙ୍କ ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲ ରୁ ଅଧିକ ହେବ l
ଏ ବିଷୟରେ ସଙ୍ଗେ ସଙ୍ଗେ ଷଢଙ୍ଗୀ ବନଖଣ୍ଡ!-->!-->!-->…
ଗଁଦିଆ ଭାରତୀୟ କିଷାନ ସଙ୍ଘ ତରଫରୁ ୧୨ ଦଫା ନେଇ ଦାବି ପତ୍ର ପ୍ରଦାନ
ଗଁଦିଆ ବ୍ଲକ ଭାରତୀୟ କିଷାନ ସଙ୍ଘ ତରଫରୁ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ୧୨ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘର ସଭାପତି ବିପିନ ବିହାରୀ ସିଂହ ସମ୍ପାଦକ ଗଣେଶ୍ୱର ପ୍ରଧାନ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନକୁଳ ଚରଣ ରାଉତ ଓ ଢେଙ୍କାନାଳ!-->…
ହାତୀ ଆକ୍ରମଣରେ ଚାଷୀ ଗୁରୁତର !
ପରଜଙ୍ଗ ଥାନା ଜହ୍ନପଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଚାଷୀ ହେଉଛନ୍ତି ସେହି ଗ୍ରାମର ଉଦୟ ନାୟକ, ସେ ଗାଁ ନିକଟସ୍ଥ ବିଲକୁ ନଡ଼ା ଆଣିବାକୁ ଯିବାବେଳେ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।
!-->!-->…
ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ରୋଡ଼ ସୋ ଏବଂ ରାଲି ଉପରେ କଟକଣା
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଚଳିତ ପଞ୍ଚାୟତ ନିର୍ବାଚନରେ ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ, ୬୭୯୩!-->!-->!-->…
ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳୁନି ପୃଷ୍ଟିକର ଖାଦ୍ୟ ସିଡିପିଓ ଙ୍କୁ ଘେରିଲେ ଗାଁ ଲୋକ
ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡ଼ି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଖବର ନେବାରେ ଜଣାଯାଇଛି ଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗୋପାଳପୁର ପାଟଣାସାହିର ୩୪ ନଂ କେନ୍ଦ୍ରର କର୍ମୀ ସେବତୀ ମହାରଣା ସେହି!-->…
ସାଂସଦଙ୍କ ଦ୍ଵାରା ୮ ପ୍ରକଳ୍ପ ଉଦଘାଟନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଓ ଆଖୁଆପାଳ ପଞ୍ଚାୟତ ୨ଟିରେ ସୋମବାର ସାଂସଦଙ୍କ କରକମଳରେ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି ।ଏହି ଅବସରରେ ସରାଙ୍ଗ ପଞ୍ଚାୟତର ଜଟିଆ ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ସମେତ ପାଚେରୀ ,ସରାଙ୍ଗ ଅନନ୍ତ ଶୟନ ଉଚ୍ଚ ପ୍ରାଥମିକ!-->…
କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ କୁଣ୍ଢେଇ ଖୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଖେଳ ପଡ଼ିଆରେ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।
ଫାଇନାଲ ମ୍ୟାଚ ଆୟୋଜକ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟିମ୍ ଓ କୁଆଳୋ ଅଷ୍ଟଶମ୍ଭୁ କ୍ରିକେଟ ଟିମ୍!-->!-->!-->…
ଧାନ ବିକିବାକୁ ନାମ ପଞ୍ଜିକରଣ ସତ୍ତ୍ୱେ ତାଲିକାରେ ନାମ ନାହିଁ !
ସଦର ବ୍ଲକ ସ୍ଥିତ ମଧୁସାହୁ ପାଟଣା ଗ୍ରାମର ଶ୍ରନିବାସ ସାହୁ ମଣ୍ଡିରେ ତାଙ୍କ ଧାନ ଦେବାକୁ ନାମ ପଞ୍ଜିକରଣ କରିଥିଲେ l ମାତ୍ର ତାଙ୍କ ନାମ ପଞ୍ଜିକରଣ ତାଲିକାରେ ନାହିଁ l କାରଣ ଶ୍ରୀନିବାସ ସାହୁ ଦେଇଥିବା ଜମି ର ତଦନ୍ତ ଭାର ଚନ୍ଦ୍ରଶେଖର ପ୍ରସାଦ ସମବାୟ ସମିତିର ସମ୍ପାଦକ ସ୍ଥାନୀୟ!-->…
ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ ଦାବୀ
ଢେଙ୍କାନାଳ ଜିଲ୍ଲା ଓଡିଶା ଅମଲା ସଙ୍ଘ ଶାଖାର ଏକ ବୈଠକ କୁଞ୍ଜକାନ୍ତ ଠାରେ ଅନୁଷ୍ଠିତହେବା ସହିତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କନିକଟରେ ଦାବୀ କରାଯାଇଛି । ସଙ୍ଘର ସଭାପତି ଅରୁଣ କୁମାର ବଳିୟାରସିଂହ ଙ୍କ ସଭାପତିତ୍ୱରେ!-->!-->!-->!-->!-->!-->!-->…