ଗ୍ୟାସଦର ବୃଦ୍ଧି ପ୍ରତିବାଦରେ ଭୁବନରେ ଧାରଣା
ଭୁବନ ବିଜେଡି ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରବା ସହ କାଲିବଜାର ଠାରେ ମୋଦୀ ସରକାରଙ୍କ ଦ୍ୱାରା ଗ୍ୟାସ ଦର କୁ ବିରୋଧ କରାଯାଇଥିଲା ।
ସାଂସଦ ମହେଶସାହୁ, ଏନ.ଏସି ସଭାପତି ନନ୍ଦକିଶୋର ସାହୁ, ବ୍ଲକ ସଭାପତି ରମେଶ ସାହୁ, ପୂର୍ବତନ ସଭାପତି ସୁଧାକର!-->!-->!-->…
ରୋଶନର ଶୋକ ସଭାରେ ଯୋଗଦେଲେ ସାଂସଦ
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଲତାବିଲ ଅଚଂଳର ନବମ କ୍ଲାସର ଛାତ୍ର ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୁଡି ମୃତ୍ୟୁ ବରଣ କରିଥିଲା ।
ଆଜି ଛାତା ମଠ ପରିସରରେ ଅଧ୍ୟାପକ ଦିଲିପ କୁମାର ଦାସଙ୍କ ଅଦକ୍ଷତାରେ ଏକ ଶୋକ ଶଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ!-->!-->!-->…
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନିଶୁଳ୍କ ଚିକିତ୍ସା
ଭୁବନ ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଟାଟାମେଡିକୋ ସହାୟତାରେ ଏକ ନିଶୁଳ୍କ ସେବା ଶିବିର ସ୍ଥାନୀୟ ଡାକ ବଙ୍ଗଳା ଛକରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସବାପତି ଶ୍ରୀଧର ବେହେରାଙ୍କ ଅଧକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଡାକ୍ତର ସୁଧାଶୁଁ ଶେଖର!-->…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲେ ସିଦ୍ଧାର୍ଥ
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ସାଇକୃପା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ପ୍ରସାଦ ଦାସ କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇଛନ୍ତି।
୧୮ ବର୍ଷିୟ ସିଦ୍ଧାର୍ଥ ଏକ ସାଧାରଣ ସାଇକେଲକୁ ବିଦ୍ୟୁତିକ ସାଇକେଲରେ ପରିଣତ କରି ଇଣ୍ଡିଆ ବୁକ୍ ଅଫ୍!-->!-->!-->…
ବାରହା ଆକ୍ରମଣ ରେ ଜୀବନ ଗଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଗ୍ରାମରେ ବାରହା ଆକ୍ରମଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର କଂଗ୍ରେସ ଗଡ଼ନାୟକ (୫୫) ।
ସୂଚନା ଅନୁଯାୟୀ , ଗତକାଲି କଂଗ୍ରେସ ନିଜ ବିଲକୁ ଧନ କାଟିବାକୁ ଜସିଥିଲେ । ସଠାରେ ଏକ ବାରହା ତାଙ୍କୁ ଅଚାନକ!-->!-->!-->…
ପାଣି ପାଇଁ ଗରା ବାଲଟି ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଲେ ମହିଳା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ମହୁଲା ସାହି ର ମହିଳା ଏହି ଭଳି ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ମହୁଲା ଛକ ନିକଟରେ ଗରା ବାଲାଟି ଧରି ରାସ୍ତାରୋକ କରିଛନ୍ତି। ଅଭିଯୋଗକ ମୁତାବକ ଦୀର୍ଘଦିନ ଧରି ସାହିରେ ପାନୀୟ ଜଳ ସମସ୍ଯା ଦେଖାଦେଇଥିବା!-->…
ହିନ୍ଦୋଳ ଏନ ଏ ସି ଏଗାର ନମ୍ବର ୱାର୍ଡ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ
ଗତକାଲି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୧ନୂତନପାଟଣା ଗ୍ରାମରେ ନୂତନ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ହୋଇଯାଇଛି।ୱାର୍ଡ କାଉନସିଲର ତଥା ଗ୍ରାମସଭାପତି ଶ୍ରୀ ଦିଲିପ କୁମାର ବେହେରା ଙ୍କ କାଉନସିଲର ଅନୁଦାନ ପାଣ୍ଠିରେ ନିର୍ମିତ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ!-->…
ସରକାରୀ ଆଲୁଅ ଅପେକ୍ଷାରେ ବାଲିଯୋରନ୍ଦା ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର ବାଲିଯୋରନ୍ଦା ଗ୍ରାମବାସୀମାନେ ଅନ୍ଧାର ରାସ୍ତାରେ ଯାତାୟାତ କରୁଛନ୍ତି l ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଆଲୋକୀକରଣ କରିବାପାଇଁ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
କିନ୍ତୁ ବିଡମ୍ବନାର!-->!-->!-->…
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱଚ୍ଛାସେବୀ ଙ୍କୁ ପ୍ରଶିକ୍ଷଣ
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱଚ୍ଛାସେବୀଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ରେଡ଼କ୍ରସ ପତାକା ଦେଖାଇ ଆରମ୍ଭ କରାଇଥିଲେ । ମୁଖ୍ୟ ଅତିଥି ରୁପେ!-->…
ରାଣୀ ଲକ୍ଷ୍ମିବାଇ ଏବଂ ମହାରାଣୀ ସୁକଦେଇଙ୍କର ଜୟନ୍ତୀ ପାଳନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ମହାରାଣୀ ସୁକଦେଇ ଏବଂ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଭାପତି ପ୍ରଭାତି ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ କରି କହିଲେ ମହାରାଣୀ ସୁକଦେଇ ଭାରତବର୍ଷର ଏକମାତ୍ର!-->…