News
WhatsApp Image 2023-10-04 at 17.25.00
samparksetu

ବିୟର ଫ୍ୟାକ୍ଟ୍ରିରେ ଆୟକର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ରାୟନରସିଂହପୁର ପଞ୍ଚାୟତ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏବଂ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରିରେ ଆୟକର ଠକେଇ ଅଭିଯୋଗରେ ଆୟକର ବିଭାଗ ତରଫରୁ ଚଢାଉ ଚାଲଥିବାର ଜଣାପଡିଛି । ତୁମୁସିଙ୍ଗା ଥାନା ରାୟ

ଡାକସେବକ ସଂଘ ପକ୍ଷରୁ ଧର୍ମଘଟ ଜାରି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିଦୋଳ ରୋଡ ବଜାର ମଧ୍ୟରେ ଥିବା ପୋଷ୍ଟଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଗତ 12/12/23ରୁ ଆରମ୍ଭ ହୋଇଥିବା ଧର୍ମଘଟ ଜାରି ରହିଛି । ଫଳରେ ପୋଷ୍ଟଅଫିସରେ ଡାକସେବା ବାଧାପ୍ରାପ୍ତ ହୋଇଥିଵା

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ଅଶୁରବନ୍ଧ ଗ୍ରାମରେ ଗତ ବିଳମ୍ବିତ ରାତିରେ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ଭୋଗ ଲାଗି ପାଇଁ ରଖାଯାଇଥିବା ଛେନାକୁ ଖାଇବା ପରେ ଘରର ଆଲମାରୀ ଖୋଲି ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କାର ସୁନାଗହଣା ଏବଂ ମହିଳା ଗ୍ରୁପ ଆଣିଥିବା ଲୋନ୍

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ ଗିରଫ

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ କୁ ଧରିଲା କ୍ରାଇମ୍ ବ୍ରାଞ୍ଚ । ୨ଦିନ ଧରି କ୍ରାଇମ୍ ବ୍ରାଞ୍ଚ ପକ୍ଷ ରୁ ବିଭନ୍ନ ସ୍ଥାନ ରେ ଚଢାଉ କରାଯାଇଥିଲା । ପ୍ରକାଶ ଥାଉକି ,ଯାଜପୁର ଜିଲ୍ଲା ର ଜନୈକା ଯୁବତୀ ଭୁବନ ରେ ଏକ ମେସ ରେ ରହି ପାଠ ପଢୁଥିଲେ । ସେ ତାଙ୍କ ପୁରୁଷ ବନ୍ଧୁଙ୍କ

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ହିଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ପୋଡାପଡା ନିକଟସ୍ଥ ଏକ ବରଗଛ ରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ବିକାଶ ଚନ୍ଦ୍ର ବେହେରା ଉଦ୍ଧାର କରିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ରେ ଜଣେ ମୃତ

ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଉତ୍ତର ମଧୁବନ ଅଞ୍ଚଳରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଉତ୍ତର ମଧୁବନରେ ରହୁଥିବା ବିଶ୍ୱଜିତ ରାଉତରାୟଙ୍କ ଘରେ କାଶୀରାମ ରଥଙ୍କ ପୁଅ ଶମ୍ଭୁନାଥ ରଥ(୫୫) ଭଡା ନେଇ ରହୁଥିଲେ ।

ପୋର୍ଟାଲ ତ୍ରୁଟିରୁ ସ୍କଲାରସିପ ଆବେଦନ କରିନପାରି ଶହ ଶହ ଛାତ୍ରଛାତ୍ରୀ ହଟହଟା

ଢେଙ୍କାନାଳ ଜିଲ୍ଲାରେ ଶିକ୍ଷାଲାଭ କରୁଥିବା ହଜାର ହଜାର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଚଳିତ ବର୍ଷ ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପୋର୍ଟାଲରେକେବଳ ସରକାରୀ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ନାମ ଆସୁଥିବାରୁ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ

ଗ୍ରାମୀଣ ଡାକ ସେବକ ସଙ୍ଘର ଧର୍ମଘଟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଡାକ ସେବା ପକ୍ଷରୁ ୫ ଦଫା ଦାବି ନେଇ କର୍ମଚାରୀ ମାନେ ଧାରଣାରେ ବସିଲେ ।୫ ଦଫା ଦାବି ମଧ୍ୟରେ ୫ ଲକ୍ଷ ଟଙ୍କା ବୀମା ରାଶି ବୃଦ୍ଧି,ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବା, ୧୨ ବର୍ଷରେ ପଦୋର୍ଣ୍ଣତି ଲାଗୁକରିବା ଏବଂ ଲକ୍ଷ୍ୟ ପୂରଣ ନାମରେ ଅଧିକ ସମୟ ଖଟେଇବା ବନ୍ଦ

ଆଇଆଇଏମସି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ !

ଗତକାଲି ଜିଲ୍ଲା କୃଷି କାର୍ଯ୍ୟାଳୟ କୁ ଛାତ୍ର ମାନେ ଅଧିକାରୀ ଙ୍କୁ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତ ରେ ପଚାରିବାକୁ ଯାଇଥିବା ବେଳେ ସହକାରୀ କୃଷି ଅଧିକାରି ମାର୍କଣ୍ଡ ପ୍ରଧାନ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ରାସ୍ତା କଡର ସାମ୍ବାଦିକ କହି କାର୍ଯ୍ୟାଳୟ ରୁ ବାହାର କରିଦେଇଥିଲେ ।

ଭିନ୍ନକ୍ଷମ ବ୍ୟକ୍ତିଙ୍କ ପଞ୍ଜରାକୁ ପଥର ମାଡ !

ଦୃଷ୍ଟିହିନ ବ୍ୟକ୍ତିଙ୍କ ପଞ୍ଜରାରେ ପଥର କଚାଡି ଜୀବନରୁ ମାରିଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ହାଇସ୍କୁଲ୍ ତଳ ସାହି ଲକ୍ଷ୍ମଣ ବେହେରା ପେଶାରେ ସେ ଜଣେ ବୁଲା ପାଉଁରୁଟି ବେପାରୀ ଓ ନିରିହ ଗରିବ ମଣିଷ ଉପରେ କାପୁରୁଷ ପଣିଆ
error: Content is protected !!