News
WhatsApp Image 2023-10-04 at 17.25.00
samparksetu

ଦିଲ୍ଲୀ ଗଲା ସୁରେନ୍ଦ୍ର ; ଗିରଫ ଭୟରେ ବୋହୁ ଲୋକ ଛାଡିଲେ ବସ୍ତି

ଢେଙ୍କାନାଳ କଲୋନୀ ସାହିର ଶିଶୁ ପର୍ଣ୍ଣ ଭିଡିଓ ଘଟଣାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ସିବିଆଇ ଦଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଥିଲେ। ଏହା ପରେ କଲୋନୀ ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋlଲିସ ଭୟରେ ଅନେଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣା

ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ ହଜାର ଲୁଟ !

ଭୁବନ ଥାନା ଅଧୀନ ରେ ଚୋରୀ ବଢ଼ି ଚାଲିଛି । ଭୁବନ ବିଦ୍ୟୁତ ବିଭାଗ ର ଇଲେକ୍ଟ୍ରିସିଆନ ଙ୍କ ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ହଜାର ଲୁଟ ହୋଇଛି । ତାହା ପୁଣି ଦିନ ଦ୍ୱିପ୍ରହରରେ । ବିଦ୍ୟୁତ କାର୍ଯ୍ୟାଳୟ ରେ ଚାକିରୀ କରିଥିବା ମୁର୍ଦଙ୍ଗା ପଂଚାୟତ କୁଣ୍ଡା ଗ୍ରାମ ର ସୁଦାମ ନାୟକ

ବୟସାଧିକ ପରେ ଅନଲାଇନରେ ଆବେଦନ କଲା ପରେ ମଧ୍ୟ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଂଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ସୁରମୋହନ ବେହେରା ୬୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗତ ଜୁଲାଇ ୨୦୨୦ ମସିହାରେ ଅନଲାଇନରେ ଆବେଦନ କରିଥିଲେ l ସୁରମୋହନ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ l ବୟସାଧିକ ଯୋଗୁଁ ଆଉ କାମ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଗନ୍ଧାପାଳ ଚମ୍ପିୟାନ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ରେ ୧୬ଗୋଟି ଭାଗ ନେଇ ଥିବା ବେଳେ ୨ଗୋଟି ଟିମ୍ S.S.C.K ଗନ୍ଧାପାଳ ଓ M.B.C.Cବାମ୍ବିଲୋ ଫାଇନାଲକୁ ଉତିନ୍ନ ହୋଇଥିଲ । ପ୍ରଥମ ବ୍ୟାଟିଂ କରି ଗନ୍ଧାପାଳ ୧୪ ଓଭରରେ ୧୦୪ରନ୍ କରିଥିବା ବେଳେ

ବିିଷାକ୍ତ ବର୍ଜ୍ୟଜଳର ପରିଚାଳନା ପାଇଁ ୟୁଭି ଅକ୍ସିଡେସନ୍ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଟାଟା ଷ୍ଟିଲ୍…

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାରଖାନାକୁ ଏହାର କୋକ୍ ଓଭେନ୍‌ରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟଜଳ ପରିଚାଳନା କାର୍ଯ୍ୟକାରୀ କରାଯାଇଥିବା ଅଲଟ୍ରାଭାୟୋଲେଟ୍ (ୟୁଭି) ଅକ୍ସିଡେସନ୍ ପ୍ରକଳ୍ପ ପାଇଁ ଟାଟା ଗ୍ରୁପ୍ କଂପାନିର ପ୍ରମୁଖ ନବସୃଜନ

ଦୂଷିତ ଢେଙ୍କାନାଳ ର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ; ଭାସୁଛି ମେଞ୍ଚା ମେଞ୍ଚା ଫେଣ

ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ହେଉଛି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ । ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀରେମେଞ୍ଚା ମେଞ୍ଚା ଫେଣ ଭାସୁଥିବାର ଦେଖିବାକୁ ମିଳିଥିଲା । ନଦୀ କୂଳରେ ରହୁଥିବା ଶହ ଶହଗ୍ରାମ ବାସୀଙ୍କ ସହିତ ଗୃହପାଳିତ ପଶୁ ମାନେ ଏହି ଫେଣ ଯୁକ୍ତ ପାଣି ପିଇବା ଦ୍ୱାରା ରୋଗରେ

ବାଇକ ରୁ ପଡି ମହିଳା ଗୁରୁତର

ଭୁବନ ଥାନା ସମ୍ମୁଖରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇପଡିଛନ୍ତି । ବୁଧବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଜ କୈଣସି କାମରେ ଭୁବନ ଆଡୁ ଘର କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମକୁ ମୋଟର ସାଇକେଲ ରେ ଫେରୁଥିଲେ ।ଜାତୀୟ ରାଜପଥ ୫୩ ଭୁବନ ଥାନା ଭୂଷଳ ଛକ ନିକଟରେ ମହିଳା ବାଇକରୁ ଖସି

ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଙ୍କ ଢେଙ୍କାନାଳ ଗସ୍ତ

ମୃତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସଦର ବ୍ଳକ୍ କାକୁଡିଭାଗ ପଞ୍ଚାୟତ ପର୍ଶୁପାଳ ଗ୍ରାମକୁ ଯାଇ କ୍ଷେତ୍ର ପୋଖରୀ ପରିଦର୍ଶନ କରିଥିଲେ । ଗ୍ରାମର ହିତାଧିକାରୀ ଗୋକୁଳାନନ୍ଦ ନାୟକ, ପାତୁ ନାୟକ ବ୍ରହ୍ମାନନ୍ଦ ନାୟକ ,

ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁନେଇବିଲରେ ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ରାଉତ ଅଧ୍ୟକ୍ଷତା କରିବା ସହ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି

ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର ୧୬ ଟି ମନ୍ଦିରରେ ୧୪୪ ଧାରା ଜାରି

ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବାପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । କରୋନା ସଂକ୍ରମଣ ଆଶଙ୍କା କରି ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିରକୁ
error: Content is protected !!