News
WhatsApp Image 2023-10-04 at 17.25.00
samparksetu

ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଙ୍କୁ ଖାତିର କରୁନାହାନ୍ତି ଏନଏଚଆଇ କର୍ତ୍ତୃପକ୍ଷ ! ବୈଠକ ପରେ ବସୁଛି ବୈଠକ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ଥରିୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ସରକାରୀ ଅଧିକାରୀ ଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଦେଇଯାଇଥିବା ୫୫ ନମ୍ବର

ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ

ପିକ୍ଅପ ଧକ୍କାରେ ଜଣେ ମୃତ ,୧ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଗୋବରୀ ଗାଁ ନିକଟରେ ପିକ୍ ଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ଜଣଙ୍କ ମହାବିରୋଡ଼ ଥାନା ଡୋଲିଆ ଗାଁର ମିଲୁ ସିଂହ । ଗୁରୁତର ଯୁବକ ଜଣକ

ନାବାଳକ କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୪ ନମ୍ବର ୱାର୍ଡରେ ଭଡାଘରେ ରହୁଥିବା କାର୍ଯ୍ୟରତ କିରାଣୀ ଏକ ନାବାଳକ କୁ ବାଡ଼ିରେ ମରଣାତ୍ମକ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ , ହିନ୍ଦୋଳ ଏନ୍ ଏ ସି ୩ ନମ୍ବର ୱାର୍ଡ଼ ର ଅଶୋକ ସାହୁ ଙ୍କ ସାନ ପୁଅ ସରୋଜ ସାହୁ (୧୪) ଘର

ଦୀପରୁ ଲାଗିଲା ନିଆଁ, ବୃଦ୍ଧା ଗୁରୁତର

ଦୀପରୁ ଲାଗିଲା ନିଆଁ, ଢେଙ୍କାନାଳ ସହର ସ୍ଥିତ ସିଦ୍ଧ ବଳଦେବ ଜୀଉ ଙ୍କ ମନ୍ଦିରରେ ଅଘଟଣ । ବୃଦ୍ଧା ଙ୍କ ଦେହରେ ନିଆଁ ଲାଗିବାରୁ ବୃଦ୍ଧା ଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।ବୃଦ୍ଧା ଜଣଙ୍କ ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କଡ଼ଲା ଗ୍ରାମପଞ୍ଚାୟତର କଂସରକୁଟୁ ସାହିର କସଟୁ ପ୍ରଧାନଙ୍କର ପୁତ୍ର ଶ୍ରୀନିବାସ ପ୍ରଧାନ ୪୫ ବର୍ଷ ବୟସ ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି l ୫ ଦିନ ପୂର୍ବରୁ ଘର ଭିତରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କମ୍ପାନୀରେ କାର୍ଯ୍ୟକରୁଥିବା ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଥାନା ଅଞ୍ଚଳର ଆନନ୍ଦ

ସହର ପାଇଁ ଲଜ୍ୟା ସାଉଁଟୁଛି ଢେଙ୍କାନାଳ ପୌରପାଳିକା , ବୋଇତ ବନ୍ଦାଣ ଉତ୍ସବରେ ମୁକସାକ୍ଷୀ ସାଯିବେ ଅଧିକାରୀ ଓ ଜନ…

ପରିତ୍ୟକ୍ତ ଅବସ୍ଥାରେ ଭାଗୀରଥୀ ସାଗର । ସହର ମଧ୍ୟରେ ରହିଛି ହାତ ଗଣତି ପୋଖରୀ ହେଲେ ତାକୁ ମଧ୍ୟ ସଫା ରଖିବାରେ ଅସମର୍ଥ ପୌରପାଳିକା । ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ରହିଛି । ପୂର୍ବରୁ ପୋଖରୀର ପାଣିକୁ ସହରବାସୀ ପିଇବା ପାଣି ରୂପେ

ବେପାରୀଙ୍କ ପୁଷ ମାସ, ଗ୍ରାହକଙ୍କ ପକେଟ ନାସ

ନିରାମିଷ ଖାଦ୍ୟର ଗୁରୁତ୍ୱ ପବିତ୍ର କାର୍ତ୍ତିକ ମାସରେ ଟିକିଏ ଅଧିକ ରହିଥାଏ । ଏପରିକି ପଞ୍ଚୁକ ଆରମ୍ଭ ଦିନରୁ ଆମିଷ ନିଷେଧ ସହ କିଛି ପରିବାରରେ ପିଆଜ ରସୁଣ ମଧ୍ୟ ରୋଷେଇ ରେ ବ୍ୟବହାର ହୋଇନଥାଏ । ଗ୍ରାମ ଗୁଡିକରେ କାର୍ତ୍ତିକେୟ ପୂଜା ସହ ରାସ ଆରମ୍ଭ ହୋଇଥାଏ ତେଣୁ ପ୍ରାୟ ମାସସାରା

ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଆକ୍ରମଣ କଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିରିଖୁଣ୍ଟି ଗାଁର ଛବି ଦେହୁରୀ (୫୫) ଗତକାଲି ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ , ଛବି ଗତକାଲି ସନ୍ଧ୍ୟାରେ ନିଜ ବିଲକୁ ଧାନ ଜଗିବାକୁ ଯାଇଥିବା ସମୟରେ ଏକ
error: Content is protected !!