News
WhatsApp Image 2023-10-04 at 17.25.00
samparksetu

ଜଳମଗ୍ନ ରେ କାମାକ୍ଷାନଗର ବ୍ଳକ୍ ର ଅନେକ ଗାଁ ,ଶହ ଶହ ଏକର ଧାନ ଚାଷ ପ୍ରଭାବିତ

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅନେକ ତଳି ଅଞ୍ଚଳ, ନଦୀ କୂଳବର୍ତ୍ତି ସ୍ଥାନ ଜଳମଗ୍ନ ହୋଇପଡିଛି। କାମାକ୍ଷାନଗର ବ୍ଲକର ରାମିଆଳ ନଦୀ ର ତଟବର୍ତ୍ତୀ ଅଞ୍ଚଳ ଓ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ବରେ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଯଦିଓ ବର୍ଷା ଛାଡି ଯାଇଛି

ଲଗାଣ ବର୍ଷାରେ ଭୁବନର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ ଥିବାବେଳେ ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଛି । ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ତିରିଶ ପରିବିର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ଚାରିଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଅଦ୍ୟାବଧି

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ହେଲା କଙ୍କ। , ଅନ୍ୟପଟେ ଜୋରନ୍ଦା ନୂଆ ସାହିର ୧୦ ପରିବାର ଜଳବନ୍ଦୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କଙ୍କା ଗ୍ରାମକୁ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଯୋରନ୍ଦା ଅଞ୍ଚଳରେ ଥିବା ଡଉଁରୀ ନାଳ ବ୍ରାହ୍ମଣୀ ନଦୀ ରେ ମିଶିଥିବାରୁ ବ୍ୟାପକ କ୍ଷୟକ୍ଷତି କରିଛି l ଯୋରନ୍ଦା,

ବଜ୍ରାଘାତ ରେ ନାବାଳିକା ଙ୍କ ମୃତ୍ୟୁ

ପରଜଙ୍ଗ ଥାନା ବସୋଈ ଗ୍ରାମ ରେ ବଜ୍ରାଘାତ ରେ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସେହି ଗ୍ରାମ ର ସୁରେଶ ମହାଳିକ ଙ୍କ ନଅ ବର୍ଷ ର ଝିଅ ସ୍ମିତା ମହାଳିକ l ସୂଚନା ଅନୁସାରେ ସ୍ମିତା ଆଜି ଦ୍ବିପ୍ରହର ସମୟରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାର କୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-05Institutional Quarantine-NilHome Quarantine-04Local Contacts-NilIn Hospital-01 Block/ULB wise new Positive cases: Bhuban block-01(Kumursinga) Parjang block-01 (Sanda) Hindol block-01 (Banbandha)

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର ଘଟଣା ; ଅସହାୟ ଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ବେଛାସେବୀ

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ର ମାର୍ଥାପୁର ଗ୍ରାମ ର ବଳରାମ ସେଠିଙ୍କ ୩ ନାବାଳକ ସନ୍ତାନ ଙ୍କ ଅସହାୟତା ସମ୍ପର୍କ ରେ ଢେଙ୍କାନାଳ ଅପଡେଟ୍ ରେ ପ୍ରକାଶିତ ପରେ ସ୍ବେଛାସେବୀ ଅନୁଷ୍ଠାନ ତକ୍ଷଶିଳା, ଐରା, ତୃପ୍ତି ପାଠାଗାର, ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୦ ବ୍ୟାଚ ର ବିଦ୍ୟାର୍ଥୀ

ତେଲ ଟ୍ୟାଙ୍କର ଶହ ପାଉଁଶ ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା, ଟ୍ରକ୍ ଡ୍ରାଇଭର ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା ୫୫ ନମ୍ୱର ଜାତୀୟ ରାଜପଥର ହିନ୍ଦୋଳ ରୋଡ଼ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅନୁଗୋଳ ରୁ ଢେ଼ଙ୍କାନାଳ ଆଡେ ଯାଉଥିବା ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଛି ଢେଙ୍କାନାଳ ଆଡୁ ଆସୁଥିବା ଏକ ବାର ଚକିଆ ପାଉଁଶ ବୋଝେଇ ଟ୍ରକ । ମୁହାଁମୁହିଁ

ମନ ମହୁଛି କାଶତଣ୍ଡି ଫୁଲ ; ମହୀ ଦିଶଇ ଧବଳ

ପାର୍ବଣର ଆଗମନରେ ମହକି ଉଠେ କାଶ ତଣ୍ଡିର ସମ୍ଭାର । ରାସ୍ତା କଡ ନଇଁ ପଠା, ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶ ତଣ୍ଡି ଫୁଲ । ଲାଗେ ଯେମିତି କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଟକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲ

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର !

ଭଗବାନଙ୍କ ଗଢା ଏ ବିଚିତ୍ର ଦୁନିଆଁ । କେହି ରାଜଭୋଗ କରେ ତ କେହି ନିଜ ପେଟ ଚାଖଣ୍ଡେ ପାଇଁ ଭିକ୍ଷା ମାଗି ରାସ୍ତା କଡରେ ଶୋଇ ଜିବନ ବିତଉଥିବାର ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ଲେଖା ହୋଇଛି ଜନ ମଙ୍ଗଳ ରାଷ୍ଟ୍ର । ଯେଉଁ ହାତରେ ବସ୍ତାନି ଧରି ସ୍କୁଲ ଯିବା କଥା ଆଜି ସେହି ହାତରେ ଟ୍ରଲି
error: Content is protected !!