News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-19Institutional Quarantine-NilHome Quarantine-18Local Contacts-NilIn Hospital-01 Block/ULB wise new Positive cases : Kamakhyanagar block-13(Kanapura HS-11, Kanapura-1, Kusumajodi-1) Dhenkanal

କଳା ପଲସର ଆତଙ୍କ , ଡିକି ଭାଙ୍ଗି ଏକ ଲକ୍ଷ ଚୋରୀ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଏକତାଳି ଗ୍ରାମର ନଣ୍ଡା ମଲ୍ଲିକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବାବେଳେ ରଗଡି ଛକରେ ଗାଡି ଓହ୍ଲାଇ ଏକ ଦୋକାନକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ କଳା ପଲସରରେ ଫଲୋ କରୁଥିବା ଦୁଇଜଣ ଯୁବକ ତାଙ୍କ ମଟରସାଇକେଲ ଓଡି ୦୬ ଏ ୦୮୨୫ ଡିକି

୪୦ ହଜାର ଟଙ୍କାର କାଠ ଜବତ , ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା କପିଲାସ ବନାଚଂଳ ଅଧିନସ୍ତ ବେଲଟିକିରୀ ଅଚଂଳରୁ ଶାଗୁଆନ ବୋଝେଇ ଗାଡି ସହ କାଠ ଜବତ କରାଯାଇଛି । କପିଳାସ ବନାଚଂଳ ଅଧିକାରୀ ଗୈାତମ ପ୍ରଧାନ କୈଣସି ସୂତ୍ରରୁ ଖବରପାଇ ବେଲଟିକିରୀ ଗ୍ରାମରେ ଚଢାଉ କରିଥିଲେ । ଚଢ଼ାଉ ପରେ ଗ୍ରାମର ଦୟାନିଧି ସାହୁଙ୍କ ପୁଅ ଶ୍ରୀନିବାସ

ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ୨ ଶିକାରୀ ଗିରଫ ;ବନ୍ଧୁକ ଜବତ

ଢେଙ୍କାନାଳ ବନଖଣ୍ଡ ଢେଙ୍କାନାଳ ରେଞ୍ଜ ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଶିକାରୀଙ୍କୁ ଗିରଫ କରାଯାଇଛି । ବେଲବନ୍ଧ ସଂରକ୍ଷତି ଜଙ୍ଗଲରେ ସଦର ଥାନା ଘଟିପିରି ଗ୍ରାମର ଗାଣ୍ଡୁ ସାହଙ୍କୁ ପଅୁ ମନୋଜ ସାହୁ( ୨୯) ଏବଂ

ସାଆନ୍ଦା ଫାଣ୍ଡି ଅଧିକାରୀ ଅଭିଯୁକ୍ତକୁ ଘଣ୍ଟଘୋଡେଇବା ପରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂହ ଗ୍ରାମର ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଆସାମୀ କୁ ସାଆନ୍ଦା ଫାଣ୍ଡି ଅଧିକାରୀ ଘଣ୍ଟ ଘୋଡାଉ ଥିବାର ଅଭିଯୋଗ ହୋଇଛି ।ଏହାକୁ ନେଇ ମହିଳା ଜଣକ ଏସପଙ୍କି ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମର

ବିଡୋ ପଞ୍ଚାୟତରେ ଆମ୍ ଆଦମୀ ପାର୍ଟି ର ଗ୍ରାମସଭା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବିଡୋ ପଞ୍ଚାୟତର ମାଳିବିଡୋ ମନ୍ଦିର ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଆପ୍ ର ସକ୍ରିୟ ସଦସ୍ୟ ତଥା ୱାର୍ଡ ସଭ୍ୟା

ଖବର ପ୍ରସାରଣ ପରେ ଦିବ୍ୟାଙ୍ଗଙ୍କୁ କର୍ତ୍ତୃପକ୍ଷ ପ୍ରଦାନ କଲେ ଟ୍ରାଇସାଇକେଲ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ । ଦୀର୍ଘ ଦଶ ବର୍ଷ ହେବ ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ ଥିବାବେଳେ ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି । ଘରେ ତିନି

।। ଜୀବନ ।।

ଏକ ଉତପ୍ତ ସଞ୍ଜରେତପ୍ତିତ ଲୁହର ପରିସୀମାକୁମାପିବା ଏତେ ସହଜ ନଥିଲାଖୋଜୁଥିଲି ନିରୋଳା ଆକାଶହେଲେ ମିଳିଥିଲାସଦ୍ୟ ଢାଙ୍କୁଣି ଘୋଡ଼ାଇହୋଇ ଆସୁଥିବାଧଳା ବଦଲର ଆସ୍ତରଣଚାହୁଥିଲି କିଚିରି ମିଚିରି କରିଗୀତ ଗାଉଥିବା ବିହଙ୍ଗ ସମୂହହେଲେ ଦିଶୁଥିଲା ଘର ବାହୁଡ଼ା ଚଢ଼େଇଓ ଏକ ଅନ୍ଧାରୁଆ

ଘର ପୋଡିର ପାଞ୍ଚ ବର୍ଷ ପରେ ମଧ୍ୟ ମିଳୁନାହିଁ ଆବାସ ଯୋଜନାର ଶେଷ କିସ୍ତି

ଗତ ୨୦୧୬ ମସିହାରେ ଓଡାପଡା ବ୍ଲକ କଳାଙ୍ଗ ଗ୍ରାମର ରୀନା ସାମଲ ଏବଂ ଶୈଳ ସାମଲଙ୍କର ଘର ପୋଡି ଯାଇଥିଲା l ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଇ ଜଣଙ୍କୁ ଆବାସ ଯୋଜନାରେ ସାମିଲ କରି ଘର କରିବାପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ସେତେବେଳେ ସତୁରି ହଜାର ଟଙ୍କା ହିତାଧିକାରୀଙ୍କ
error: Content is protected !!