ନିର୍ମାଣଧୀନ ବ୍ରିଜରୁ ଚୋରୀ ଅଭିଯୋଗ ; ସାମଗ୍ରୀ ଜବତ ସହ ୨ ଗିରଫ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁଥିବ। ବ୍ରିଜ କାର୍ଯ୍ୟ ସମୟରେ ଲୁହା ସହିତ ଅନ୍ୟ ସାମଗ୍ରୀ ଚୋରୀ କରି ଦୁଇଜଣ ଗିରଫ ହୋଇଥିବାର ଜଣାପଡିଛି ।
ସୂଚନା ଅନୁଯାୟୀ , ବ୍ରାହ୍ମଣୀ ନଦୀରେ ଏକ ପୋଲ ନିର୍ମାଣ କାର୍ଯ୍ୟ କାଲୁରିଆ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-32Institutional Quarantine-NilHome Quarantine-24Local Contacts-NilIn Hospital-08
Block/ULB wise new Positive cases :
Hindol Block-12(Gohirapasi-4, Bhagabanpur-1, Nuapatana-1, Asanabahali-1, Rajanga-1,!-->!-->!-->!-->!-->…
“ଭଗବାନ- ଆପଣ କେଉଁଠାରେ ଅଛନ୍ତି ?”
ପିଲାଦିନୁ "ଆହେ ଦୟାମୟ ବିଶ୍ବ ବିହାରୀ…." ଜଣାଣ ମାଧ୍ୟମ ରେ ଭଗବାନଙ୍କୁ ପ୍ରତ୍ଯହ ପ୍ରାର୍ଥନା କରି ଆସିଛେ। ଏଥିରେ ଭଗବାନଙ୍କୁ ଶୁଭ ବୁଦ୍ଧି,ଭଲ ରାସ୍ତା , ପ୍ରତ୍ଯେକ କର୍ମ କୁ ସରସ କରିବା, ଜୀବନ ରେ ଚିର ହରଷ ଆଣିଦେବା ପାଇଁ ଆମ୍ଭେମାନେ ନିବେଦନ କରିଥାଉ। ଭଗବାନ ମନୁଷ୍ଯ କୁ ସର୍ବଶ୍ରେଷ୍ଠ!-->…
ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ ପାଳିତ
ଶିକ୍ଷାନୁଷ୍ଠାନ ଏକ ଜୀବନ୍ତ ଅସ୍ତିତ୍ୱ । ଯଦି କୌଣସି ଶିକ୍ଷାନୁଷ୍ଠାନ ଅବିରତ ଭଲ ପ୍ରଦର୍ଶନ କରେ, ତେବେ ତାହା ଶ୍ରେଷ୍ଠ ଐତିହ୍ୟରେ ପରିଣତ ହୋଇଯାଏ । ଆଇଆଇଏମ୍ସି ଏହିପରି ଏକ ଐତିହ୍ୟ । ଯାହା ଦେଶ ବିଦେଶରେ ସାମ୍ବାଦିକତା ତାଲିମ୍ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଏହି!-->…
ବିଳମ୍ବିତ ରାତ୍ରିରେ ପମ୍ପ ହାଉସ ରୁ ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ
ସୋମବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ରେକୁଳା ପମ୍ପ ହାଉସରେ ପ୍ରାୟ ୨୦ରୁ ୩୫ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି ବୋଲି ଅଭିଯୋଗ ହୋଇଛି ।
କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା!-->!-->!-->…
ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା
ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁ ଜମୁନାଳୀ ସାହିର ପପୁ ମିର୍ଜା ଓ ସନ୍ତୋଷୀ ପିଙ୍ଗୁଆଙ୍କ ସମେତ କିଛି ଆଦିବାସୀଙ୍କୁ ଗତ ତା୧୨/୭/୨୦୨୧ ଦିନ ସେହି ଗାଁର ଅଣଆଦିବାସୀ ଉଠାଇ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏ ଘଟଣା ସମ୍ପର୍କରେ ପର୍ଜଙ୍ଗ ଥାନାରେ ଏତଲା ଦେବା ପାଇଁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-15Institutional Quarantine-NilHome Quarantine-11Local Contacts-NilIn Hospital-04
Block/ULB wise new Positive cases :
Dhenkanal Municipality-04 (Gudianali-2, RP Line-1, Meena bazar-1)
Parjang!-->!-->!-->!-->!-->!-->!-->…
ବର୍ତ୍ତମାନ ର ପରିଚୟ
ଆଧୁନିକତାର ନିଶାରେସଭିଏଁ ମସଗୁଲକଳା ନାମେ କଳା କାରବାରକଳା ଧନେ ବଢେ ଗନ୍ତାଘରଠିକାଦାର ର ରାସ୍ତା କାମ ପରିବଢେ ରାସ୍ତାର କଳେବରଲମ୍ବ ଓ ପ୍ରସ୍ଥରେରାଜକୋଷ ହରିଲୁଟ ହୁଏଗସ୍ତରେ ଗସ୍ତରେ....
ତୋଷିବାକୁ ଶାସକ ର ମନମିଳେ ଉପହାର ଲଞ୍ଚ ଵା ଡିନରପୁଣିଛନ ଛନ ଯଉବନ କେତେ ଅବଳାରଆସନର!-->!-->!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅନ୍ତର୍ଗତ ଜିଲ୍ଲାପରିଷଦ ଦୁଇ ନମ୍ବର ଜୋନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଛନ୍ତି ।
ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସିମିନଈ,ଗଦାଶିଳା,!-->!-->!-->…
ବାଲିଯୋରନ୍ଦା ମଣିଶ୍ୱର ମହାଦେବ ମନ୍ଦିରରେ ଅଷ୍ଟ ପ୍ରହର ନାମ ଯଜ୍ଞ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ସ୍ଥିତ ଶ୍ରୀ ଶ୍ରୀ ମଣୀଶ୍ବର ମହାଦେବ ମନ୍ଦିର ର ନବମ ବାର୍ଷିକ ଉତ୍ସବ ପାଳିତ। ଗତ ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଅଧିବାସ ହୋଇଛି ଏବଂ ଆସନ୍ତା କାଲି ସକାଳ ପ୍ରହରରେ ଏହି ନାମ ଯଜ୍ଞ ଉଦଯାପିତ ହେବ l
!-->!-->!-->…