News
WhatsApp Image 2023-10-04 at 17.25.00
samparksetu

ସମ୍ପତି ଲୋଭରେ ଜଘନ୍ୟ ଷଡଯନ୍ତ୍ର ; ଆଧାର କାର୍ଡରେ ବଦଳିଗଲେ ମୃତ ବାପା

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତଗର୍ତ ବୋରାପଦା ଗ୍ରାମରେ ସମ୍ପତି ଲୋଭରେ ଜଘନ୍ୟ ଷଡଯନ୍ତ୍ର ଦେଖିବାକୁ ମିଳିଛି । ସମ୍ପତ୍ତି ଲୋଭରେ ମୃତ ଭାଇର ନାମକୁ ନିଜ ପିଲାଙ୍କ ବାପାର ପରିଚୟ ଦେଇ ଅଧାର କାର୍ଡରେ ପରିବର୍ତ୍ତନ କରି ଭାଈର ସମ୍ପତି ହଡପ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ

ମଙ୍ଗଳପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ରରେ ଅବ୍ୟବସ୍ଥା ; ଦୁଇ ବର୍ଷ ହେଲା ନାହାନ୍ତି ଚିକିତ୍ସକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ମଙ୍ଗଳପୁର ପ୍ରାଣୀଧନ ଚିକିତ୍ସ। କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥ। ଦେଖିବାକୁ ମିଳିଛି ।ଗତ ଦୁଇ ବର୍ଷରୁ ଅଧିକ ଦିନ ହେବ ଡାକ୍ତର ନଥିବା ବେଳେ ଚିକିତ୍ସା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଦୁଇ ବର୍ଷ ପୂର୍ବରୁ ଜଣେ

ଭୁବନରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉତ୍ସବ

ଭୁବନ ବିଜ୍ଞପିତ ଅଂଚଳ ପରିଷଦ ର ବାଜିରାଉତ କଲ୍ୟାଣ ଠାରେ ବିଜୁଜନତା ଦଳ ତରଫରୁ ମୂଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କୁ ଧନ୍ୟବାଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ଯୁବ କ୍ରୀଡାବିତ୍ ମାନଙ୍କୁ ଅପରାହ୍ନ ରେ ସହର

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସୁରେନ୍ଦ୍ର

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଶୁବ୍ରତ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳୀନ ଭାବେ ୫ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ସ୍କାନରରେ ପଞ୍ଚାୟତ ପିଇଓ, ଏକକାଳିନ ଭାବେ ୫ ଟି ସ୍ଥାନରେ ଚଢ଼ାଉ । ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଚଳାଇଛନ୍ତି ରେଡ଼୍ । ସୂଚନା ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘୀ ଓ ମଠକରଗୋଳା

ଥାନାଧିକାରିଣୀ-ଓକିଲ ସଙ୍ଘ ମୁହାଁମୁହିଁ ; କୋର୍ଟ ବର୍ଜନ କଲେ ଆଇନଜିବୀ,ଥାନାଧିକାରିଣୀଙ୍କୁ ବଦଳି ଦାବୀ

ଢେଙ୍କାନାଳ ଟାଉନ ଥାନାଧିକାରିଣୀ ଓ ଓକିଲ ସଙ୍ଘ ବିବାଦ ଏବେ ମୁହଁ।ମୁହିଁ ପରିସ୍ଥିତି ରେ ପହଞ୍ଚିଛି । ଓକିଲ ସଂଘକୁବଦନାମ କରିବ। ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଓକିଲ ସଙ୍ଘ ପ୍ରକାଶ କରିବା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର,ନଚେତ କ୍ଷମା ପ୍ରାର୍ଥନା ଓ ଥାନାଧିକାରିଣୀ ଙ୍କୁ ବଦଳି

ଚିକିତ୍ସା ଅପେକ୍ଷାରେ ଅସୁସ୍ଥ ଦନ୍ତା ହାତୀ ଛୁଆ

ବିଗୁଡୁଛି ହାତୀ ଛୁଆ ର ସ୍ୱାସ୍ଥ୍ୟବସ୍ଥା । ଏଣେତେଣେ ଘୁରିବୁଲୁଥିବା ଅସୁସ୍ଥ ହାତୀଛୁଆ । ଗତ କିଛି ଦିନ ଧରି ହିନ୍ଦୋଳ ବାଉଁଶ ପୋଖରୀ ଏବଂ କନ୍ତାମିଲା ପଞ୍ଚାୟତ ପାଖା ପାଖି ଦେଖା ଯାଉଥିବା , ଏହି ଅସୁସ୍ଥ ହାତୀ ଛୁଆ ଆଜି ସକାଳୁ ବାଉଁଶ ପୋଖରୀ-ନୂଆକୋଟ ରାସ୍ତା ପାର୍ଶ୍ବରେ ଥିବା
error: Content is protected !!