News
WhatsApp Image 2023-10-04 at 17.25.00
samparksetu

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ସନ୍ଦେହ ଜନକ ଭାବରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ହରିହରପୁର ଗାଁର ମଙ୍ଗୁଳୁ ସାମଲଙ୍କ ପୁଅ ମହେଶ୍ବର ସାମଲ ( ୨୮) କୌଣସି କରଣରୁ ଘରୁ ରାଗି କେଉଁଆଡେ ଚାଲିଯାଇଥିଲେ ।ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ

ଶୌଚ ହେବାକୁ ଯାଇଥିଲେ ,ଦଳିଦେଲା ଦନ୍ତା !

ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ମଣିଷ ମରିବା ଦୈନନ୍ଦିନ ଘଟଣା ପାଲଟିଛି l ଆଜି ସନ୍ଧ୍ୟା ୫ ଘଟିକା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ - ୯ ପୁରୁଷଶୋତମପୁର ଗ୍ରାମର ନାରାୟଣ ନାଏକ(୫୮) ଶୌଚ ହେବାକୁ ନିଜ ବାଡ଼ିକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିବାର ଜଣା ପଡ଼ିଛି ।

ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ

ଗତକାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ସହରସ୍ଥ ବାଣିଜ୍ୟ ଭବନ ଠାରେ ଢେଙ୍କାନାଳ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଭା ଦ୍ୱାରା ଆହୁତ ଏକ ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ଏହି ପରାକ୍ରମୀ ଓ ସ୍ୱାଭିମାନୀ ଜାତିର ଦିବଂଗତ

ପଶ୍ଚିମେଶ୍ଵର ମନ୍ଦିର ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ

ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠାନ ପକ୍ଷରୁ ଆଜି ତାର ଅଷ୍ଟମ ସଂସ୍କରଣରେ ଢେଙ୍କାନାଳର ପ୍ରାଚୀନ ଶୈବପୀଠ ପଶ୍ଚିମେଶ୍ଵର ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୮ଟା ସମୟରେ ଢେଙ୍କାନାଳ ସଦର ମହକୁମାଠାରୁ ୨୦ କି ମି

ଗୁମୁରି କାନ୍ଦୁଛି ବାନା ପାହାଡ଼

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଓଡାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଦକ୍ଷିଣ ପାର୍ଶ୍ୱରେ ଥିବା ବାନା ପାହାଡ଼ ଆଜି ଗୁମୁରି ଗୁମୁରି କାନ୍ଦୁଛି । ସୂଚନା ମୁତାବକ ଯେଉଁ ବାନା ପାହାଡ଼ ଦିନେ ସବୁଜିମାରେ ପରିପୂର୍ଣ୍ଣ ହୋଇ ପରିବେଶର ସୁରକ୍ଷା କବଚ ପାଲଟିଥିଲା । ସେ ଆଜି ତା ବକ୍ଷରୁ ହସି

ଗଛରେ ପିଟିହୋଇ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପଡା ଛକ ନିକଟରେ ଥିବା ଏକ ଗଛରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ନାଲଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମର ସୁଶାନ୍ତ

ଜିଲ୍ଲା ଇ.ପି.ଏଫ୍ ପେନସନ ସଂଘ ତରଫରୁ ପ୍ରଧାନ ମନ୍ତ୍ରୀଙ୍କୁ ଦାବିପାତ୍ର

ଇ.ପି.ଏଫ୍ ପେନସନ ଭୋଗି ରାଜ୍ୟ ସଂଘ ଆହ୍ବାନ କ୍ରମେ ଆଜି ଇ.ପି.ଏଫ୍ ଦିବସ କୁ ଦାବି ଦିବସ ରୂପେ ଢ଼େଙ୍କାନାଳ ଜିଲ୍ଲା ଶାଖା ପାଳନ କରିଛନ୍ତି । ୧୯୯୫ ମସିହା ନଭେମ୍ବର ୧୬ ତାରିଖ ଠାରୁ ଇ.ପି.ଏଫ୍ ପେନସନ ଭୋଗି ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଅତି ନଗନ୍ୟ ପେନସନ ମାସିକ ୩୦୦ ଟଙ୍କାରୁ

ଆୟୁଷ ଡାକ୍ତର ଙ୍କ ସନ୍ଦେହ ଜନକ ମୃତ୍ୟୁ

ଆଜି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅବନୀ କାନ୍ତ ସାହୁ ଙ୍କର ପରଲୋକ ଘଟିଥିଲା ଜଣାପଡିଛି । ଡାକ୍ତର ଅବନୀ କାନ୍ତ ସାହୁଙ୍କର କିଛିଦିନ ହେବ ଅସୁସ୍ଥ ଥିଲେ ମଧ୍ୟ ତାଙ୍କର ଦୈନଦିନ କାର୍ଯ୍ୟ କରୁଥିଲେ । ଆଜି ସକାଳୁ କୈାଣସି କାର୍ଯ୍ୟରେ ଯିବାକୁ ମେଡିକାଲ ଗାଡ଼ି ଚାଳକ

ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଯୁବକ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଜରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରଡ଼ା ଠାରେ ଘଟିଛି ଏକ ନାରକୀୟ କାଣ୍ଡ। ସୂଚନା ଅନୁଯାୟୀ , ଜରଡା ଗ୍ରାମର ସରୋଜ କୂମାର ପାଢ଼ୀ (୫୦) ଆଜି ଗ୍ରାମ ନିକଟସ୍ଥ ଆଶ୍ରମରେ ଫୁଲତୋଳୁଥିବା ସମୟରେ ଦୁଇ ଦୁର୍ବୃତ୍ତ ଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆହତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଟିଏସ୍‌ଏଫ୍ ପକ୍ଷରୁ ୨୦୨୩ ନଭେମ୍ବର ୧୪ରେ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍‌ର ମଙ୍ଗଳପୁର ଗ୍ରାମରେ ଏକ ମଲ୍‌ଟି ସ୍ପେସିଆଲିଟି (ବହୁମୁଖୀ) ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ
error: Content is protected !!