News
WhatsApp Image 2023-10-04 at 17.25.00
samparksetu

ପିକଅପ ଭ୍ୟାନ -ଟ୍ରକ ମୁହାଁ ମୁହିଁ ଧକ୍କା , ଓଲଟିଲା ଟ୍ରକ ; ଡ୍ରାଇଭର ସମେତ ୩ ଗୁରୁତର !

ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ନିକଟରେ ଏକ ପିକଅପ ଭ୍ୟାନ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଡ୍ରାଇଭର ସମେତ ୩ଜଣ ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ମହାରାଷ୍ଟ୍ର ର ଓଁ ପ୍ରକାଶ ଯାଦବ ଏବଂ ଅନ୍ୟ ୨ଜଣ ଙ୍କ ପରିଚୟ ମିଳି ପାରିନି । ସୂଚନା ଅନୁଯାୟୀ , ଟ୍ରକ ଟି କଟକ ରୁ

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ, ଶ୍ରେଣୀଗୃହରେ ପଢିଲେ ଛାତ୍ରଛାତ୍ରୀ

ଦୀର୍ଘଦିନ ପରେ ବାଜିଲା ଘଣ୍ଟି ଛାତ୍ରଛାତ୍ରୀ ଙ୍କ ପାଇଁ ଖୋଲିଲା ସ୍କୁଲ ।  କରୋନା କଟକଣା ଭିତରେ ଆଜିଠାରୁ ଖୋଲିଚି ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହରେ  ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ଏସଓପି

ଖାଁ ଖାଁ କପିଳାସ ସୁଭୁନି ବୋଲବମ୍‌ ସ୍ୱର 

ଶ୍ରାବଣ ମାସର ପ୍ରଥମ ସୋମବାର, ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡ଼ିଆଙ୍କ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥାଏ । ମନସ୍କାମନା ପୂରଣ ପାଇଁ କାନ୍ଧରେ ଜଳଭାର ନେଇ ଦେବଦେଵ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ । କିନ୍ତୁ ପୂର୍ବବର୍ଷ ପରି କରୋନା କଟକଣା ଯୋଗୁଁ କାଉଡ଼ିଆଙ୍କ ଉପରେ

ଆଧାର ନଥିବାରୁ ମିଳୁନି ରାଶନ ସାମଗ୍ରୀ ; ଅସହାୟ ରେ ୭ ଆଦିବାସୀ ପରିବାର

ପରିଚୟପତ୍ର କହିଲେ ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ଅଛି ହେଲେ ନା ତାଙ୍କର ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ମିଳୁଛି ସରକାରୀ ସହାୟତା! ଭୋଟ ହାତେଇବାକୁ କିଏ ଜଣେ ତାଙ୍କ ପରିବାରର ଭୋଟର ପରିଚୟପତ୍ର କରାଇ ଦେଇଛନ୍ତି ଆଉ ତା ସହ ପୁଳାଏ ମିଛ ପ୍ରତିଶ୍ରୁତି ଦେଇଥିଲେ। ଢେଙ୍କାନାଳ ଜିଲ୍ଲା

ଗାଈ ଗୁହାଳରେ ପାଞ୍ଚ ବର୍ଷ ଧରି ରହି ଆସୁଛନ୍ତି ବୃଦ୍ଧ ଦମ୍ପତ୍ତି!

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣାର ଗୁରୁବାରୀ ବେହେରା ଓ ତାଙ୍କ ପତ୍ନୀ। ୨୦୧୧ ମସିହାରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିଲେ। ଝିଅର ବିବାହରେ କରଜ ବାଡି ଯୋଗୁଁ ଘରଟିକୁ ବାଧ୍ୟ ହୋଇ ବିକ୍ରି କରିବାକୁ ପଡିଲା। ୧୦ କିଲୋ ରାସନ ଓ ଜଣେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି।

ନାଳରୁ ନିଖୋଜ ଵ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଥିବା ଏକ ନାଳରୁ ଏଜି ଜଣେ ବ୍ୟକ୍ତିଙ୍କ ମୃତଦେହ କୁ ଉଦ୍ଧାର କରିଛି ପରଜଙ୍ଗ ପୋଲିସ । ମୃତକ ଜଣଙ୍କ ଗଣ୍ଡତଇଳା ଗ୍ରାମର ଶ୍ରୀନିବାସ ଖଟୁଆ (୫୫) । ସୂଚନା ଅନୁଯାୟୀ , ଶ୍ରୀନିବାସ ଗତ ୩ ଦିନ ହେବ ଘରୁ ନିଖୋଜ

ହିନ୍ଦୋଳ ରେଞ୍ଜ କନ୍ତାମିଲାରେ ମାଈ ହାତୀର ମୃତ୍ୟୁ

ଥମୁନି ହାତୀ ମଣିଷ ବିବାଦ, କେତବଳେ ହାତୀ ଆଗକୁ ଆସି ଯାଉଛି ମଣିଷ ଜୀବନ ତ କେତେବଳେ ମଣିଷ ଜାଲରେ ଫସି ପ୍ରାଣ ହରାଉଛି ହାତୀ । ବିଗତ ଦିନରେ ଏଭଳି ଲଢେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଘଟି ଚାଲିଛି । ଏଭଳି ଏକ ଅଘଟଣ ଘଟିଛି କନ୍ତାମିଲା ଗ୍ରାମରେ । ସୂଚନା ଅନୁଯାୟୀ
error: Content is protected !!