News
WhatsApp Image 2023-10-04 at 17.25.00
samparksetu

ବିପଦ ସଂକୁଳ ଅବସ୍ଥାରେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଗ୍ରାମବାସୀ ଭୟଭୀତ

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ତା ଉପରେ ମାଡିଛି ଗଛ ଲତା l କେତେବେଳେ ଭୋଲ୍ଟେଜ କମ୍ ଆସୁଛି ତ କେତେବେଳେ ଅନେକ ବେଶୀ l ଫଳରେ ଗ୍ରାମବାସୀଙ୍କର ଟିଭି, ଫ୍ୟାନ ଓ ଅନ୍ୟ ଘର କରଣା ବୈଦ୍ୟୁତିକ ଉପକରଣ ଖରାପ ହେଉଛି l ଅନେକ ସମୟରେ ହାଇ ଭୋଲ୍ଟେଜ ଯୋଗୁଁ ଟ୍ରାନ୍ସଫର୍ମର ପାଖରେ ବାଣ

ଦୋକାନ ଲୁଟି ଦୋକାନ କୁ ଜାଳିଦେଲେ ଦୁର୍ବୃତ୍ତ !

କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାମ୍ମ ପଞ୍ଚାୟତ କିର୍ତ୍ତନପୁର ପରଂବ୍ରହ୍ମସାହି ଦୋକାନରୁ ଚୋରି କରିବା ସହ ଦୃର୍ବୁତ୍ତ ମାନେ ଦୋକାନକୁ ପୋଡି ଦେଇଥିବାର ଅଭିଯୋଗ ହୋଇଛି । କଙ୍କଡ଼ାହାଡ଼ରୁ ଡୋଲିଆ ଅଭିମୁଖେ ଯାତ୍ରା କଲେ କିର୍ତ୍ତନପୁର ମେନ୍ ରୋଡ କଡ଼ରେ ଶ୍ରୀ ପାତ୍ରଙ୍କ ଦୋକାନ ଟି

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଖୋଲିବ ସ୍କୁଲ, ଜାରିହେଲା ନୂଆ ଏସଓପି

କରୋନା ସଂକ୍ରମଣର ତୃତୀୟ ଲହର ପୂର୍ବରୁ ସ୍କୁଲ ଖୋଲିବା ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୨୬ ରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସ୍କୁଲର ସମୟ

ଭଗ୍ନ ଅବସ୍ଥାରେ ଶହୀଦ୍ ସ୍ମୃତି ସ୍ତମ୍ଭ, ସମ୍ମାନ ଖୋଜୁଛି ଶହୀଦ୍

ସଂଗ୍ରାମୀଙ୍କ ମାଟି ଢେଙ୍କାନାଳ ଜିଲ୍ଲା, ଜିଲ୍ଲା ର ବିଭିନ୍ନ ପ୍ରାନ୍ତର ଅନେକ ପୁଅ ଦେଶ ସୁରକ୍ଷାରେ ପ୍ରାଣବଳି ଦେଇଛନ୍ତି । ଏଠାରେ ଆରମ୍ଭ ହୋଇଥିବା ଗଡ଼ଜାତ ଆନ୍ଦୋଳନ ଆଜି ମଧ୍ୟ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏଭଳି ସଂଗ୍ରାମୀଙ୍କୁ ମନେପକାଇବା ଏବଂ ସେମାନଙ୍କ ବୀରତ୍ୱର

ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ; ୩ ଆହତ

ଢେଙ୍କ।ନାଳ ଜିଲ୍ଲାରେ ଆଜି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି । ଗଁଦିଆ ଥାନା ଢେଙ୍କାନାଳ-ଯୋରନ୍ଦା ରାସ୍ତାର ନେଉଳପୋଇ ଦଣ୍ଡାରଗଡି ଠାରେ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ କାର୍ ଓ ଟିଭିଏସ୍ ମୋପେଡ୍ ମଧ୍ୟରେ ମୁହଁ। ମୁହିଁ ଧକ୍କ। ହୋଇଥିଲା । ଫଳରେ ଟିଭି ଏସ୍‌ ମୋପଡ଼

ବିଦ୍ୟୁତ କର୍ମଚାରୀ – ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦ ଘଟଣା ;ବିଦ୍ୟୁତ କର୍ମଚାରୀ ଙ୍କୁ ମାଡ଼ ଅଭିଯୋଗରେ ୩ ଗିରଫ

ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଂଚାୟତ ଦଲାର ଗ୍ରାମରେ ଗତ ମାସ ୨୯ ତାରିଖ ରେ ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ଘଟଣାରେ ଗୁରୁବାର ରାତି ରେ କବାଟ ହାଣି କାଳିଆ ଦେହୁରୀ ଙ୍କ ସହ ଆଉ ୨ ଜଣ ଙ୍କୁ ଗିରଫ କରିଛି ଗଁଦିଆ ପୋଲିସ । ସୂଚନା ଯୋଗ୍ୟ କି , ବିଦ୍ୟୁତ ବିଭାଗ ର କନିଷ୍ଟ ଯନ୍ତ୍ରୀ

ଆପ୍ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡା ବ୍ଲକ ଘଟିପିର ଠାରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଓଡାପଡା ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା ସଦସ୍ୟ ମାନଙ୍କୁ

ପାଠ ଭୁଲିଗଲା ପରେ

ଆଖି ପଢୋଉଛି ବାକି କାହାଣୀକିଲେଉଟାଣି ଗୋଧୂଳିକିରାତି ଲେଖିଥିଲା ଯାହାକୁ କାଲିରଅନ୍ଧାରରେ ଲୁଚି ଲୁଚି ।। କୁହୁଡି ଭାଙ୍ଗିଲା ସପନ ଘରକୁବୁହେଇ କାକର ଝଡଅଣ ପାହାନ୍ତାରୁ ନିଦ ଭାଙ୍ଗିଦେଲାଲେଉଟା ଆଗରୁ କଡ ।। ରହିଗଲା କିଛି ଅଧା ଶୁଣା
error: Content is protected !!