News
WhatsApp Image 2023-10-04 at 17.25.00
samparksetu

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳ। ଗ୍ରାମ ନୁଆସାହି ମାଛିଆନାଳୀ ପୋଖରୀ ନିକଟରେ ରାସ୍ତା

ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ମିଳୁଛି ପୋକ ସାଲୁବାଲୁ ବାଦାମ ଲଡୁ !

ସରକାର ଶିଶୁ, ଗର୍ଭବତୀ ମହିଳା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମ ରେ ପୃଷ୍ଟିକର ଖାଦ୍ୟ ଅଣ୍ଡା,ଚତୁଆ,ବାଦାମ ଲଡୁ ପ୍ରଭୃତି ଯୋଗାଇ ଦେଇଥାନ୍ତି ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ବିରିବୋଲେଇ ଗ୍ରାମ ପଞ୍ଚାୟତ ସୋଲ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ର ରେ ଯେଉଁ ବାଦାମ ଲଡୁ ଦିଆ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-44Institutional Quarantine-NilHome Quarantine- 40Local Contacts-NilIn Hospital-04 Block/ULB wise new Positive cases : Dhenkanal Municipality- 13(Meena Bazar-7, Jagannath Road-1, Station Bazar-1,

ପାରିବାରିକ କଳହ କୁ ନେଇ ଲହୁଲୁହାଣ ମହିଳା ; ଥାନାରେ ମାମଲା ରୁଜୁ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନିୟ ଘଟଣା । ଜମିବାଡ଼ି ଗଣ୍ଡଗୋଳକୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟି କୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଛଅ ବର୍ଷ ର ଶିଶୁ ପୁତ୍ର ଆହତ। ତେବେ ଏନେଇ ଥାନାରେ ଅଭିଯୋଗ

ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ୭୧ଟି ସ୍କୁଲ ର ମାଟ୍ରିକ ମେଧାବୀ ମାନଙ୍କୁ ତୃପ୍ତି ପାଠାଗାର ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ସାମ୍ବାଦିକ ସଂଘ ଗଁଦିଆ ଡିଜିଟାଲ ମିଡ଼ିଆ ସଙ୍ଘ ଶ୍ରୀ ବିନାୟକ ଶିକ୍ଷା କେନ୍ଦ୍ର ର ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବାଜିରାଉତ ସ୍ମୃତି ସଭାଘର ଠାରେ ଅନୁଷ୍ଠିତ

ଭାଗିରଥି ସାଗର ସୁରକ୍ଷା ପାଇଁ ପାଞ୍ଚ ଦଫା ଦାବିପତ୍ର

ଢେଙ୍କାନାଳ ପୌରାଞ୍ଚଳର କେନ୍ଦ୍ର ବିନ୍ଦୁରେ ଥିବା ଭାଗିରଥି ସାଗରର ସୁରକ୍ଷା ସମ୍ପର୍କରେ ସୁରକ୍ଷା ସମିତିର ପାଞ୍ଚ ଦଫା ସମ୍ବଳିତ ଏକ ଦାବି ପତ୍ର ସଦର ତହସିଲଦାର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ

ସମାଜ ଗଠନ ପାଇଁ

ଆଜିର ସମାଜ ବଦଳି ଯାଇଛିସ୍ୱାର୍ଥରେ ବନ୍ଧା ସଭିଏଁସୁରୁଯ ଯାଉଛି ଲୁଚିବ୍ୟସ୍ତ ମଣିଷ.....ପାଏ ନାହିଁ ରାହା ଖୋଜିତତ୍ତ୍ୱ ବୁଝୁଛି କିଏ.....? ସତ୍ୟ ବିରୁଦ୍ଧେ ସଫେଇ ଦେବାରେଚାତୁରୀ ପ୍ରକାଶ ପାଏରଙ୍ଗ ଦିଅନ୍ତି ବୋଳିଚିକ ଚିକ କଲେ ସବୁ ସୁନା ନୁହେଁଏ 'କଥା ଯାଆନ୍ତି

ଆସିଲା ନୂଆ ଗାଇଡଲାଇନ, ଢେଙ୍କାନାଳ ଜିଲ୍ଲାରେ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ଖୋଲିବ ଜିମ୍ ଓ ପାର୍ଲର

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ । କଟକଣା ଭିତରେ ସମଗ୍ର ରାଜ୍ୟରେ ପାର୍ଲର, ସେଲୁନ, ବିୟୁଟି ପାର୍ଲର କାଲିଠୁ ଖୋଲା, ସମସ୍ତ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । କାଟେଗୋରୀ ‘A’ରେ ଥିବା ୨୦ ଜିଲ୍ଲା :

ବକେୟା ଦରମା ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ମଜଦୂର ସଂଘ

ମହାମାରୀ ସମୟରେ ବିନା କୌଣସି କାରଣ ନାଦର୍ଶାଇ କମ୍ପାନୀ କରୁଛି ଛଟେଇ କାଟୁଛି ଦରମା । ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ାପଡା ବ୍ଲକ କୁସପଙ୍ଗା ସ୍ଥିତ ବିଆରଜି ଆଇରନ ଇ ଷ୍ଟିଲ ମଜଦୂର ସଙ୍ଘର କର୍ମକର୍ତା । ଅନ୍ୟପଟେ ବକେୟା ଟଙ୍କା ପ୍ରଦାନ ନକରି ବିନା ନୋଟିସ ରେ କର୍ତ୍ତୃପକ୍ଷ କମ୍ପାନୀକୁ

ଢେଙ୍କାନାଳ ଜିଲ୍ଲାରେ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-35Institutional Quarantine-NilHome Quarantine- 30Local Contacts-NilIn Hospital-5 Block/ULB wise new Positive cases : Hindol Block- 16(Khanditiri-2, Kumursinga-1, Sanjapada-1, Karanda-1, Nimabahali-3,
error: Content is protected !!