News
WhatsApp Image 2023-10-04 at 17.25.00
samparksetu

ଘୋଷଯାତ୍ରା

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ।ନନ୍ଦିର ଅର୍ଥ ହେଉଛି ଆନନ୍ଦ।ଆନନ୍ଦ ଜନକ ଘୋଷ ଯାହାର ସେ ହଉଛି ନନ୍ଦିଘୋଷ।ଘୋଷ ଯାତ୍ରାର ଅନ୍ୟନାମ ଶ୍ରୀଗୁଣ୍ଡିଚା ଯାତ୍ରା।ଶ୍ରୀ ଅର୍ଥ ଲଷ୍ମୀ ଓ ଗୁଣ୍ଡିଚା ଅର୍ଥ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପାଟରାଣୀ ଶ୍ରୀ ଜୀଉଙ୍କ ମାଉସୀ ଙ୍କ

ପଛକୁ ଫେରିଲା ଟ୍ରେନ,ଅଳ୍ପକେ ବର୍ତ୍ତିଲେ ଲୋକ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦାଣ୍ଡିମାଳ ପ୍ୟାସେଞ୍ଜର ହଲଟ ସଦାଶିବପୁର ରେଳ ବିଭାଗର ଗେଟ ଥରେ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଲୋକ।ସକାଳ ନଅଟା ପଚାଶ ମିନିଟ ସମୟରେ ତାଳଚେରରୁ କୋଇଲା ନେଇ ଏକ ମାଲବାହୀ ଟ୍ରେନ ଆସୁଥିଲା।ଦାଣ୍ଡିମାଳ ଷ୍ଟେସନ ନିକଟରେ ସିଗନାଲ ନଥିବାରୁ ଟ୍ରେନ ଟି

କର୍ଣ୍ଣପାତ କରୁନାହିଁ ପ୍ରଶାସନ ଠିକା କମ୍ପାନୀର ଦାଦାଗିରି, ଚାଷୀ ହତାଶ

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କଲେ କିନ୍ତୁ କେହି ବି କର୍ଣ୍ଣପାତ କଲେନାହିଁ। ଏହାର ସୁଯୋଗ ନେଇ ଠିକାଦାର ଦାଦାଗିରି କରି ପୋଲ ନିର୍ମାଣ କରିବାରେ ବ୍ୟସ୍ତ।ଏହି ପୋଲ ଯୋଗୁ ଏକର ଏକର ଧାନ ଚାଷ ନଷ୍ଟ। ଏମିତି ଏକ ଘଟଣା ଘଟିଛି ପରଜଙ୍ଗ ବ୍ଲକ ପିତିରୀ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଘରୋଇ ସଂଗରୋଧରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖନାରୁ ୩ ଜଣ ଚିହ୍ନଟ । ହିନ୍ଦୋଳ ବ୍ଳକ୍ ତରକାବେଡ଼ା ୧୦ , ମାଧପୁର ୧ , ଟାଙ୍ଗିଶାଳ ୧ , ଇଲିରସିଙ୍ଗା ୧ ଢେଙ୍କାନାଳ ମୁନିସିପାଲିଟି କାରିଗର ସାହି ୧ , ମହାବିର

ଆବାସ ଯୋଜନାରେ ଅନିୟମିତତା ନେଇ ନିଲମ୍ବିତ ହେଲେ ପିଇଓ !

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଭୁବନ ବ୍ଳକ୍ ସୁରପ୍ରତାପପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ୱନ୍ଦୀପ୍ତ ସାହୁ । ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ପିଇଓ ଲାଞ୍ଚ ନେଉଥିବା ଭଡ଼ିଓ ଭାଇରାଲ ହୋଇଥିଲା

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ସଂଗରୋଧ ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ଦକ୍ଷିଣକାଳୀ ୪ , କାଠଗଡ଼ା ୨ , ଚନ୍ଦନବଜାର୧ , ଷ୍ଟେସନ ବଜାର ୧ , ରଥଗଡା ୨ , ଜୁବୁଲି

ଉପାନ୍ତ ଅଞ୍ଚଳରେ ଆପ୍ ର ଗ୍ରାମ ସଭା

ଓଡାପଡା ବ୍ଲକ କୋତ୍ତମ ଗ୍ରାମ ପଞ୍ଚାୟତର ୫ନଂ ୱାର୍ଡ଼ ଖଇରା ସାହି ରେ ଆମ୍ ଆଦମୀ ପାର୍ଟି ର ଗ୍ରାମ ସଭା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫,ଜିଲ୍ଲା ସଦର ମହକୁମା ଠାରୁ ୩୦ ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ତାପସ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଆବାସ ଯୋଜନାରୁ ବାଦ ପଡ଼ିଥିବା ଅସହାୟ ନବଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଅଧିକାରୀ

ସରକାରୀ ଯୋଜନା ବା ସହାୟତା ରାଶି ସର୍ବଦା ଆର୍ଥିକ ସ୍ବଚ୍ଛଳ ପରିବାରକୁ ମିଳୁଛି ହେଲେ ପ୍ରକୃତ ଗରିବ ପାଉ ନାହିଁ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗାଁରେ ଦେଖିବାକୁ ମିଳିଥିଲା । ଏହି ଗାଁ ର ନବ କିଶୋର ଜେନା, ବୃତ୍ତିରେ ଜଣେ ଶ୍ରମିକ। ଘରେ

ରାସ୍ତା ଉପରେ ପାର୍କିଂ ଯୋଗୁଁ ସର୍ବ ସାଧାରଣ ଅସୁବିଧାର ସମ୍ମୁଖୀନ

ରାସ୍ତା ଉପରେ ବିଭିନ୍ନ ପ୍ରକାର ଗାଡ଼ି ପାର୍କିଂ, ଗ୍ୟାରେଜ ଏବଂ ବାଲି, ମାଟି, ଗୋଡ଼ି,ଇଟା ଇତ୍ୟାଦି ପଡ଼ିଥିବା ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହିପରି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ପୌରାଞ୍ଚଳର ପ୍ରାୟ ସମସ୍ତ ୱାର୍ଡରେ l ନିଜସ୍ୱ
error: Content is protected !!