News
WhatsApp Image 2023-10-04 at 17.25.00
samparksetu

ଅସରାଏ ବର୍ଷାରେ ଗୋଟିଏ ୱାର୍ଡର ଏକ କିଲୋମିଟର ରାସ୍ତା ପାଣିରେ ଉବୁଟୁବୁ

ଆଜି ସନ୍ଧ୍ୟାରେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳର ୧୩ ନଂ ୱାର୍ଡ଼ର ପ୍ରାୟ ଏକ କିଲୋମିଟର ରାସ୍ତା ଉପରେ କୁମ୍ଭାର ସାହି ଠାରୁ କଇଁଥ ପୋଲିଆ ପର୍ଯ୍ୟନ୍ତ ପାଣି ଘେରରେ ରହିଥିଲା । ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ସ୍ଥାନୀୟ ବାସିନ୍ଦା ମାନେ ଏଥିରୁ ବଞ୍ଚିବା ପାଇଁ ପ୍ରଶାସନକୁ ଗୁହାରି

ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ୯୭.୮୯ ପ୍ରତିଶତ ପିଲା କଲେ ପାସ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏଥର ୯୭.୮୯ ପ୍ରତିଶତ ପିଲା କଲେ ପାସ । ଛାତ୍ରଛାତ୍ରୀ ମାନେ www.bseodisha.ac.in କୁ ଯାଇ ରେଜଲ୍ଟ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କ ମଧ୍ୟରୁ ୩୪ ଜଣ ଘରୋଇ ସଙ୍ଗରୋଧରୁ ଏବଂ ୮ ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ୧୦ ଜଣ ଙ୍କ ମଧ୍ୟରୁ ରାଇଡ଼ିହି, ତରଭା, ଗୋହିରାଖାଲ, ଗୋବିନ୍ଦପୁର , ବାଲ୍ୟାମ୍ବା, ମଙ୍ଗଳପୁର, ବେଗୁଣିପାଳ, ମଙ୍ଗଳପୁର,

ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ ଦେଲେଣି ହେଲେ ମିଳୁନାହିଁ ଭତ୍ତା !

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମର ଭୋଳେଶ୍ୱର ପରିଡା, ବୟସ ପ୍ରାୟ ୬୭ବର୍ଷ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାଞ୍ଚ ପାଞ୍ଚ ଥର ଦରଖାସ୍ତ କରିଥିଲେ ମଧ୍ୟ ମିଳୁନାହିଁ ଭତ୍ତା । ଶେଷରେ ଅନଲାଇନ ଦରଖାସ୍ତ କରିବାକୁ କହିଲେ ପଞ୍ଚାୟତ ଅଧିକାରୀ ।

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ କଟକଣା ;ଜିଲ୍ଲାର ୧୧ ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଏପର୍ଯ୍ଯନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ। ପ୍ରତ୍ୟେକ ଦିନ ସହର ସମେତ ଗ୍ରାମାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।ଆଗକୁ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଥିବାରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଗହଳି ହେବା ତଜ୍ଜନିତ ସଂକ୍ରମଣ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ପିଜିଟିଭ ଚିହ୍ନଟ, ଚିହ୍ନଟ ଙ୍କ ମଧ୍ୟରୁ ୫୧ ଜଣ ଘରୋଇ ସଂଗରୋଧରୁ ଏବଂ ୬ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସିପାଲିଟି ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ୧୫ ଜଣଙ୍କ ମଧ୍ୟରେ

ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ! ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି

ବ୍ରାହ୍ମଣିଆ ଗ୍ରାମରେ ଅଘଟଣ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର, ଜଣେ ଆହତ ୨ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି । ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ଅନ୍ତର୍ଗତ ବ୍ରାହ୍ମଣିଆ ଗ୍ରାମର ୩ ଜଣ ବ୍ୟକ୍ତି ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଛତୁ

ଗରାଖ ସାଜିଲା ଦୁର୍ବୃତ୍ତ, ଟେଷ୍ଟ ରାଇଡ଼ ଆଳରେ ବାଇକ୍ ଚୋରି

ନିଜର ପୁରୁଣା ବାଇକ୍ ବିକ୍ରି ନିମନ୍ତେ ଓଏଲଏକ୍ସ ରେ ଦିଆଗଲା ଆଡ଼୍ , ଗାଡି ପସନ୍ଦ ଆସିବା ଜଣାଇ ଟ୍ରାଏଲ ରାଇଡ଼ ନିମନ୍ତେ କଲେ ଅନୁରୋଧ । ଗାଡି ମାଲିକ ମଧ୍ୟ ଜଣାଇଲେ ସହମତି ଗରାଖ ଆସିଲେ ଟ୍ରାଏଲ ରାଇଡ଼ କଲେ ହେଲେ ଆଉ ଫେରିଲେ ନାହିଁ ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା

କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗାଭ୍ୟାସ

ଏକ ଉନ୍ନତସମାଜ ର ପରିକଳ୍ପନା ଓ ବିକଶିତ ଢେଙ୍କାନାଳ ର ସ୍ବପ୍ନ ରେ ବିଭୋର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଠିତ "ପରିବର୍ତ୍ତନ - ଓଡିଶା", ଢେଙ୍କାନାଳ ଦ୍ୱାରା କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗା ଭ୍ୟାସ କରାଯାଇଥିଲା । ଢେଙ୍କାନାଳ ସହର ଉପକଣ୍ଠସ୍ଥ

ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପଛରୁ ଧକ୍କା ଦେଲା ଟ୍ରକ ; ବାଇକ ଚାଳକ ମୃତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗ୍ରାମର କାଜୁ ପଡିଆ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଘୋଷାଡି ନେବାରୁ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବାଙ୍ଗୁରା ଗ୍ରାମର ବିନୋଦ ସାମଲ (୪୮) । ସୂଚନା ଅନୁଯାୟୀ , ବିନୋଦ ତାଳଚେର କୋଇଲା ଖଣିରେ
error: Content is protected !!