News
WhatsApp Image 2023-10-04 at 17.25.00
samparksetu

ଜଣେ ଶିକ୍ଷକରେ ଚାଲିଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ

ଗଁଦିଆ ବ୍ଲକ୍ ଅନ୍ତର୍ଗତ କାଶୀପୁର ପଞ୍ଚାୟତର ଆଦିବାସୀ ଅଂଚଳ ଗହ୍ମାରିଆ । ଏହି ଗ୍ରାମରେ ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ଓ ସାମଗ୍ରିକ ଉନ୍ନତୀ ପାଇଁ ପ୍ରତିଷ୍ଠିତ ହୋଇଛି ଗହ୍ମାରିଆ ପ୍ରାଥମିକ ବିଦ୍ୟାଳୟ। ୧ମରୁ ୫ମ ଶ୍ରେଣୀ ରହିଥିବାବେଳେ ପିଲା ସଂଖ୍ୟା ୬୧ ଓ ଶିକ୍ଷକ ସଂଖ୍ୟା ଏକ I

ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭାପୁର ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ବ୍ଯାଙ୍କର ଶାଖା

ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ପ୍ରସିଦ୍ଧ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ ୮ ନଭେମ୍ବର ସକାଳ ୮.୩୦ ଘଟିକାରୁ ଆରମ୍ଭ ହେବ l ଏହି

ପାଇକ ବିଦ୍ରୋହର ୨୦୫ ବର୍ଷ ପୂର୍ତୀ ଅବସରରେ ଢେଙ୍କାନାଳରେ ଖଣ୍ଡାୟତ କ୍ଷେତ୍ରୀୟ ରାଜ୍ୟ ସମ୍ମିଳନୀ

ଗତକାଲି ଅପରାହ୍ନରେ ଢେଙ୍କାନାଳ ସହରସ୍ଥଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଖଣ୍ଡାୟତ ,କ୍ଷତ୍ରୀୟ ମହାସଭା ଦ୍ୱାରା ଆହୁତ ଏକ ମହାମିଳନ, ଆବାହକ ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏହି ପରାକ୍ରମୀ ବୀର ଜାତିର ପୂର୍ବସୂରୀମାନଙ୍କ

ଅପହରଣ ପରେ ହତ୍ୟା ସନ୍ଦେହ, ଏସପି ଙ୍କ ଦ୍ୱାରସ୍ତ ହେଲେ ପତ୍ନୀ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ଅଦେଇ ସାମଲ (୪୫) ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପତ୍ନୀ ସୋଭାଗିନି ସାମଲ ସୋମବାର ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ବେଳେ ଏସ ପି ଜ୍ଞାନରଞ୍ଜନ ମହାପାତ୍ର ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଘଟଣା ର ତଦନ୍ତ କରାଯାଇ

ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇଲା ପରିବାର

ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଯୁବକ ଖୁଣ୍ଟୁଣି ନିକଟରେ ଟ୍ରକ୍ ଦୁର୍ଘଟଣା ରେ ପ୍ରାଣ ହାନୀ ଘଟିଥିବା ଜଣାଯାଇଛି । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହାଆରଡମ୍ବରେ ଚାଲୁଥିବା ସମୟରେ ଦୁଇ ସାଙ୍ଗଙ୍କ ପାଇଁ ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି

ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ଦାଦନ ଖଟିବାକୁ ଯାଇ ମାସ ପରେ ଘରକୁ ଆସିବାର ଥିବାବେଳେ ହଠାତ ତାଙ୍କର ମୃତୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଘଟଣା ରୁ ପ୍ରକାଶ ଯେ, କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡାଗ୍ରାମର

ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଦର ନିର୍ଦ୍ଧାରିତ

ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି । ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ ଇନସପେକ୍ଟର ମିଳିତ ଭାବେ

ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ଜାରି ହେଲା ରୁଟଚାର୍ଟ, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟାତ

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଯିଏ ଯେଉଁଠାରେ ଥାନ୍ତୁ ନା କାହିଁକି ପୂଜା ଆରମ୍ଭ ହେଲେ ଢେଙ୍କାନାଳ ବାସୀ ପୂଜା ବୁଲିବାକୁ ଢେଙ୍କାନାଳ ରେ ପହଁଚି ଥାଆନ୍ତି । କେବଳ ସେତିକି ନୁହେଁ ଢେଙ୍କାନାଳ ଉପକଣ୍ଠ ଜିଲ୍ଲା କଟକ, ଅନୁଗୁଳ , ଯାଜପୁର ଭଳି ଅନ୍ୟ କିଛି

ଆପ୍ ର ଜିଲ୍ଲା ସମୀକ୍ଷା ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ

ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭା ଗୃହରେ ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ ଏବଂ ରାଜ୍ୟ ସଭାପତି ଶ୍ରୀ
error: Content is protected !!