News
WhatsApp Image 2023-10-04 at 17.25.00
samparksetu

ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଟ୍ରକ୍ ରୁ ଲୁଟିଲେ ଲୁଟେରା !

ଗତକାଲି ବିଲମ୍ବିତ ରାତ୍ରିରେ ଲୁହପଥର ବୋଝେଇ ଏକ ଟ୍ରକ ଭୂଷଣ- ଟାଟା ଅଭିମୁଖେ ଯାଉଥିବା ବେଳେ ପରଜଙ୍ଗ ସ୍ଥିତ ଜଟିଆ ନଦୀ ବ୍ରିଜ଼ ନିକଟରୁ କିଛି ହାଇୱେ ଲୁଟେରା ଡ୍ରାଇଭର ଅଶୋକ କୁମାର ମଣ୍ଡଳ ଓ ହେଲ୍ପର ସିଫନ ଖାଁ ଙ୍କୁ ବନ୍ଧୁକ ମୁନ ଦେଖାଇ ତାଙ୍କୁ ବାନ୍ଧି ପକେଇ ଉକ୍ତ ଟ୍ରକ୍ ଟିକୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୫୦ ଆକ୍ରାନ୍ତ ଚିହ୍ନଟ ଏଥି ମଧ୍ୟରୁ ୧୩୩ ଜଣ ଘରୋଇ ସଂଗରୋଧ ଏବଂ ୧୭ ଜଣ ଡାକ୍ତରଖାନାରୁ ଚିକିତ୍ସିତ ହେଉଛନ୍ତି । ଓଡ଼।ପଡ଼ା ବ୍ଳକ ଚିନ୍ତାପୋଖରୀ ୧୩ , ବିଡୋ ୭ , ବାଛୁରିବାଙ୍କ ୫ , ମଲିବିଡୋ ୨ , ରାଣୀବଣିଆ ୧ , ହଳଦିବାହାଳି ୧ , କୁଳୁସାହି କାଟେଣି ୧ ,

ଢ଼ାବା ଭିତରୁ ବିପୁଳ ପରିମାଣର ମଦ ଜବତ

ଆକ୍ସନ ମୋଡ଼ରେ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ ।ଲକଡାଉନ୍ ରେ ଚାଲିଥିଲା ଚୋରା ମଦ ବ୍ୟାପାର, ହଠାତ ଚଢ଼ାଉ କରି ଜବତ କଲେ ଲକ୍ଷାଧିକ ଟଙ୍କାର ଚୋରା ମଦ । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାରଗାଡ଼ିଆ ଛକ ନିକଟରେ ଥିବା ଏକ ଢାବାରେ ବିଗତ ଦିନ ହେବ ଚୋରା

କିଏ ପୋଛିଦେଵ ଲୁହ

ଲକ୍ଷେ ଶିବ ପୁଜି ଘରଣୀ ଦେଇଛିସୁନାମୁଣ୍ଡା ଉପହାରଯତନେ ପାଳିଛି ଝାଳ ନିଗାଡିଛିରହି କେତେ ଅନାହାର । ଅଳି ଅରଦଳି ଅଝଟ ସହିଛିଦେଇଛି ଓଠରେ ହସନିଦ ଭୁଲି କେତେ ରାତି ଯେ ଅନିଦ୍ରାଭୁଲି ଅଛି ଭୋକ ଶୋଷ । ପୁତ୍ରସ୍ନେହ କେବେ କରିନି ସେ ଉଣାକରିଛି ଜଗତଜିତାଏ ସୁନ୍ଦର ପୃଥିବୀ ଉପହାର

ଅବ୍ୟବସ୍ଥାରେ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ; ଡାକ୍ତର ନ ଆସିବାରୁ ରୋଗୀ ଦେଖୁଛନ୍ତି ଏନଏମ ଦିଦି

ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଅନ୍ତର୍ଗତ ଖଙ୍କିରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସରକାର ପରିଚାଳନା ପାଇଁ ଢେ଼ଙ୍କାନାଳ ସ୍ଥିତ ନ୍ୟୂ ଇଣ୍ଡିଆ ଏକ ଏନଜିଓ କୁ ଦେଇଛନ୍ତି । ଏଠାରେ ଜଣେ ଏମବିବିଏସ ଓ ଆୟୁଷ ଡାକ୍ତର ନିଯୁକ୍ତ ଦେଇଛନ୍ତି । ଏମବିବିଏସ ଡାକ୍ତର ସପ୍ତାହ କୁ ତିନି ଦିନ ଆସିବା

ଖବର ପ୍ରସାରଣ ପରେ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଲାଗିଲା ସୁରକ୍ଷା ପ୍ରାଚୀର

ଅଧିକାଂଶ ସମୟରେ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ହେତୁ ଅନେକ ଧନ ଜୀବନ ହାନି ହେଉଛି । କେଉଁଠି ମୁକୁଳା ଟ୍ରାନ୍ସଫର୍ମର ତ କେଉଁଠି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହୁଛି । ଯାହା ଉପରେ ନଜର ଦେଉ ନାହିଁ ବିଦ୍ୟୁତ ବିଭାଗ । ଏହି ପରି ଏକ ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ

ଜିଲ୍ଲାରେ ନୂତନ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୭ , ଘରୋଇ ସଂଗରୋଧରୁ ୧୨୬ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଳକ୍ କଡ଼ଲା ୩୧ , କୋଥାଲୁ ୬ , ଗୋବିନ୍ଦପୁର ୬ , ଝାଡୁବେରଣୀ ୫ , ବେରୁଆଁପାଳ ୪ , କଙ୍କାଳୁ ୩ , ବଡ଼ ମୁଣ୍ଡା ୧ ,

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ ର ସାଇକେଲ ରାଲି

ବର୍ତ୍ତମାନ କରୋନା ର ୨ୟ ଲହରରେ ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ର ମୋଦି ସରକାର ଲଗାତାର ଭାବେ ତୈଳ ଦର ବୃଦ୍ଧି କରିବାରେ ଲାଗିଛି । ଦେଶରେ କେତେକ ସ୍ଥାନରେ ୧୦୦.୦୦ ଟଙ୍କା ପାର ହୋଇସାରିଛି ଯାହାଦ୍ୱାରା କି ନିତ୍ୟବ୍ୟବହାର ସାମଗ୍ରୀ ତଥା ପନିପରିବା ଆଦି ର ଦର ଆକାଶ ଛୁଆଁ ରେ

ଢେଙ୍କାନାଳ ରେ ଆରମ୍ଭ ହେବ ୟୁ-ଟ୍ୟୁବ୍‌ କ୍ଳାସ, ୟୁ-ଟ୍ୟୁବ ଲାଇଭ ରେ ପଢିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ହେତୁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ସମ୍ଭବ ହୋଇପାରି ନାହିଁ। ଯେତେବେଳେ କି ୯ମ ରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା ।

ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସଜାଗ ହେଲା ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ ରହିବେ…

ରାଜ୍ୟରେ ଆସନ୍ତା ୧୧ତାରିଖ ରୁ ୩ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହାକୁ ନେଇ ଭରଚୁଆଲ ମୋଡ଼ରେ ଆଜି ଏକ ଜରୁରୀ କାଳୀନ ଆଲୋଚନା କରିଥିଲେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା । ଏହି ଆଲୋଚନା ରେ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖି ସଜାଗ ରହିବା ପାଇଁ ଜଳସେଚନର
error: Content is protected !!