News
WhatsApp Image 2023-10-04 at 17.25.00
samparksetu

ବାଇକରୁ ପଡି ମହିଳା ଗୁରୁତର

କଙ୍କଡାହାଡ ବ୍ଲକ କୁଟୁରିଆ ଗାଁ ଛକ ନିକଟରେ ବାଇକରୁ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ମହାବିରରୋଡ ଗ୍ରାମର ଝିଲ୍ଲୀ ବେହେରା ଓ ତାଙ୍କ ସମ୍ପର୍କୀୟକଙ୍କ ସହିତ ପର୍ଜଙ୍ଗ ରୁ ଗାଁ କୁ ଫେରୁଥିବା ସମୟରେ କୁଟୁରୀଆ ଛକ ନିକଟରେ ଭାରସାମ୍ଯ ହରାଇ ବାଇକରୁ

ଓଡ଼ିଶାର ଗର୍ବ ଭୁବନର ଲିନାଶ୍ରୀ

ଦଶକୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ଵତରେ ସୌରପୋକ ଜାତୀୟ ଡାଇନାସୋର ପ୍ରଜାତିଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ୱବିତ । ଏହି ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଢେଙ୍କାନାଳ ଝିଅ ଲିନାଶ୍ରୀ ଦଳବେହେରା ।ସେ ୨୦୧୯ ରୁ ଏହି ବିଷୟରେ

ଢେଙ୍କାନାଳର କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ

ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଢେଙ୍କାନାଳର ହିମାଳୟ କିନ୍ନର ବସ୍ତି ରେ କିନ୍ନର ମାନଙ୍କ ଦ୍ୱାରା ସାବିତ୍ରୀ ବ୍ରତ ପାଳନ ହୋଇଥିଲା । ନାରୀମାନେ ଯେଭଳି ଭାବେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ସେହିପରି ଭାବେ କିନ୍ନର ମନେ ଆଜି ନିଜ ଗୁରୁଙ୍କୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନ ନଟାକଟା କଲୋନିସାହିର ଜଣେ ଯୁବକଙ୍କ ଗତକାଲି ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନୃସିଂହ ଦାସଙ୍କ ମଝିଆ ପୁଅ ବୋଲି ଜଣା ପଡ଼ିଛି । ତାଙ୍କୁ ଚିକିତ୍ସା ପାଇଁ ଗତକାଲି ରାତିରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସେ ୫୩ ନଂ ଜାତୀୟରାଜପଥ ରେ ନିର୍ମାଣ ହେଉଥିବା ଡ୍ରେନ

ଚଳିତ ବର୍ଷ ମଧ୍ୟ ରଥଗଡା ରେ ଗଡିବନି ରଥ ! କେବଳ ପୁରୀରେ ହେବ ରଥଯାତ୍ରା

କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୩ ଜଣ କରୋନା ଆକ୍ର।ନ୍ତ ଚିହ୍ନଟ ,ଏଥି ମଧ୍ୟରୁ ୫୭ ଜଣ ଆକ୍ରାନ୍ତ ଘରୋଇ ସଂଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଡାକ୍ତରଖାନାରୁ ଚିହ୍ନଟ । ହିନ୍ଦୋଳ ବ୍ଳକ୍ ମାଧପୁର ୧ , ବେଡାପଡା ୧ , କୁକୁଟା ୧ , ଚିଲତଇଲା ୧ ଜାରଦା ୪ , ବାଲିକିଆରୀ ୨ , ପଡ଼ା ୧ ,

ଭୁବନ ସଂସ୍କୃତି ଭବନ ନିର୍ମାଣ ପାଇଁ ଭୂମି ପୂଜନ

କଳା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଭୁବନ ମାଟିର ସ୍ବତନ୍ତ୍ର ପରିଚୟ। ଏହି ମାଟିରେ ଜନ୍ମହୋଇ ବହୁ କଳାକାର ପାଲା,ଯାତ୍ରା,ଟେଲିଭିଜନ ଓ ଚଳଚିତ୍ରରେ ଜଗତରେ କାର୍ଯ୍ୟକରି ଭୁବନ ସହରକୁ ଗୌରବାନ୍ବିତ କରିଛନ୍ତି । ତେବେ ଏହି ମାଟିରେ କଳାର ଉନ୍ନତି ଆଣିବା ଓ ନୂତନ କଳାକାର ସ୍ରୁଷ୍ଟି ପାଇଁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୨୭୫ ଏବଂ ଡାକ୍ତରଖାନାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଗଁଦିଆ ବ୍ଳକ ନିହଲପ୍ରସାଦ ୮ , ଷଡ଼ଙ୍ଗି ୮ , ବିଧାରପୁର ୬ , ସନ୍ଥସରା ୫ , ଏରନ୍ଦ। ୪ , ସନ୍ଥପୁର ୨ , ବରୋଦା ୨ , ଗୋପାଳ ପୁର ୨, ଇଲେଇଜଙ୍ଗ ୧ ,

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ମାସ୍କ ବଣ୍ଟନ

ସାରା ଦେଶରେ ତଥା ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ର ତାଣ୍ଡବଲୀଳା ରଚୁଥିବା ମହାମାରୀ କରୋନା ତାହାର କାୟା ବିସ୍ତାର କରିଚାଲି ଥିବା ବେଳେ ଆମ୍ଭ ରାଜ୍ୟରେ ଏହା ଉର୍ଦ୍ଧଗାମୀ ସ୍ତରରେ ଅଛି ।ଏହାକୁ ନେଇ ରାଜ୍ୟ ସରକାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ
error: Content is protected !!