News
WhatsApp Image 2023-10-04 at 17.25.00
samparksetu

” ଥୁଣ୍ଟା ଗଛ “

ସନ୍ଧ୍ୟାର ଲାଲ ଗାରିମା ଦୃଶ୍ୟରେ ପ୍ରକୃତିର ସୁନ୍ଦରତାରେ କାନଭାସର ଅଙ୍କା ଛବିରେ ଅବା କେଉଁ ଏକ ହତାଶ ମନରେ ଥୁଣ୍ଟା ଗଛ ମୂଳ ପଥରରେ ...... ପତ୍ର ବିହୀନ ଶବ୍ଦ ବିହୀନ ଯୌବନ ବିହୀନ ରସ ବିହୀନ ବାସ୍ତବ ବିହୀନ ଥୁଣ୍ଟା ଗଛର ଜୀବନ .......

ଅସୁରକ୍ଷିତ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ମୁକ୍ତାପଶି-ବସୋଇ ରାସ୍ତା ର ରାହାବେରେଣୀ ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ

ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୯୮ ,ଏବଂ ଡାକ୍ତରଖାନାରୁ ୯ ଚିହ୍ନଟ । ସଦର ବ୍ଳକ୍ ନାରଣପୁର ୩ , କୁରୁମାଟାଙ୍ଗରା ୨ , ଗୋବିନ୍ଦପୁର ୨ , ନଡିଆଳି ୧ , ଦେରସିଂହ ୧ , ସୁଆଖାଇକାଟେଣି ୧ , ମହୁଲପାଳ ୧ , ମଙ୍ଗଳପୁର ୧ , ଭାପୁର ୧ , ନଛିପୁରା

‘ମହାପ୍ରୟାଣ’

ଘର ଠାରୁ ମଶାଣି ର ରାସ୍ତାଲମ୍ବିଯାଇଛି ଦୂରକୁ ଦୂରକୁଭୟ ର ଚଦର କୁ ଘୋଡେଇ ହୋଇଶୋଇଯାଇଛି ନିଶ୍ଚିନ୍ତ ନିଦରେ।ହଠାତ୍ ଭାଙ୍ଗିଗଲା ନିଦ ତାରଚେଇଁଉଠିଲା ଶୁଣି କିଛିପଦଚାଳନା ର ଶବ୍ଦ। ସହାୟତା ର ହାତ ଆଜି ବନ୍ଧାନାହିଁତ ଉତ୍ତରବାତାୟନ ଖୋଲା ଆଜିଉଙ୍କି ମାରୁଛି ସନ୍ଦିଗ୍ଧ ନୟନ ।

ଆଜି ରବିବାରରେ ଘରେ ବନାନ୍ତୁ ଷ୍ଟ୍ରିଟଫୁଡ଼ ଷ୍ଟାଇଲ ଚିକେନ୍ ଲଲିପପ

ଚିକେନ୍ ଲଲିପପ ପାଇଁ ଆବଶ୍ୟକ ସାମଗ୍ରୀ ୬ ପିସ୍‌ ଚିକେନ୍ ଖଣ୍ଡଗୋଟିଏ ଅଣ୍ଡା (ଫେଣ୍ଟା ହୋଇଥିବା)ଏକ କପ୍‌ କର୍ଣ୍ଣଫ୍ଲୋରଗୋଟେ ଚାମଚ ରସୁଣ ପେଷ୍ଟଏକ ଚାମଚ ଅଦା ପେଷ୍ଟ୧ ଚାମଚ ଲୁଣଡିପ୍‌ ଫ୍ରାଏ କରିବା ପାଇଁ ତେଲ ପ୍ରସ୍ତୁତି ପ୍ରଣାଳୀ ଚିକେନ ଲଲିପପ୍‌ ବନାଇବା ପାଇଁ ପ୍ରଥମେ

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସେହି ଗ୍ରାମର ଭ୍ରମର ସାହୁ ଙ୍କ ସାନପୁଅ ବେଣୁଧର ସାହୁ କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କୀଆ ଗ୍ରାମର ଦେବଜାନୀ ସାହୁଙ୍କୁ ୩

ବ୍ରଜପାତରେ ଗାଈ ସହ ଜଣେ ମୃତ ; ଜଣେ ଗୁରୁତର

ଆଜି ବ୍ରଜପାତରେ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତକ ଜଣକ ହେଲେ ମଠତେନ୍ତୁଳିଆ ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଙ୍କର ପୁଅ ଅଭୟ ବେହେରା (୨୭) ଆଜି ନିଜର ଗାଈ ଖୋଜିବା ନିମନ୍ତେ ବିଲକୁ ଯାଇଥିଲେ , ସେହି ସମୟରେ ହଠାତ ବ୍ରଜପାତ ହୋଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପ୍ରସାରଣ ପରେ ବି ଚେତା ପଶିଲା ନାହିଁ ;ଭାଙ୍ଗିଲା ପୋଲର କାନ୍ଥ !

ଜିଲ୍ଲା ପୂର୍ତ୍ତ ବିଭାଗ ଦୁର୍ନୀତିର ସୀମା ପାର ହୋଇଗଲାଣି! ନିମ୍ନ ମାନର ଗୋଟିଏ ପରେ ଗୋଟିଏ ରାସ୍ତାର ନିର୍ମାଣ କାର୍ଯ୍ଯ ସବୁ ଦୁର୍ନୀତିକୁ ପଦାରେ ପକାଇ ଦେଇଛି। କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା- ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାର ଗୁଡିଆନାଳି ନାଳ ଉପରେ କିଛି ଦିନ ତଳେ ପୋଲ

ଅନଲାଇନ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ

ମହିମା ମହାବିଦ୍ୟାଳୟ, ଯୋରନ୍ଦାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଆଲୋଚନାଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡ଼ଃ ନିବେଦିତା ମହାନ୍ତିଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଡ଼ଃ ସଦାନନ୍ଦ ମିଶ୍ର, ଡ଼ଃ

ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମ ଆୟୋଜିତ

ଆଜି ଅପରାହ୍ଣ ଘ୧୨.୧୫ ମିନିଟ ସମୟରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଭାତପଡା ଗ୍ରାମରେ ସ୍ଥାପିତ ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ
error: Content is protected !!