News
WhatsApp Image 2023-10-04 at 17.25.00
samparksetu

ତୁମେ ଗଲା ପରେ

ଶାମୁକା ଦେହରେ ମୋତି ଖଞ୍ଜିଥିଲସାଜି ବୈଜ୍ଞାନିକ ତୁମେ !ନିହଣ ମୁନରେ ଖୋଦେଇ କରିଲଅର୍ଦ୍ଧ କୋଣାରକ ନାମେ !!କାଗଜ ଫୁଲରେ ବାସ୍ନା ଭରି ତୁମେମହାକାଇ ଦେଉଥିଲ !ମୋ ସଂସାର ରଥ ସାରଥୀ ଭାବରେଶିରୀକୃଷ୍ଣ ସାଜିଥିଲ !!ଭିନ୍ନ ପରିଚୟେ ଜୀଇଁବା ଶିଖାଇଅଙ୍କାବଙ୍କା ଝରଣାରେ !କୁଳୁକୁଳୁ ହୋଇ ବହିଲା

ଖବର ପ୍ରସାରଣ ପରେ ମନ୍ତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ, ଖୁବ ଶୀଘ୍ର ଖାଦ୍ୟ ଯୋଗାଣ ଯୋଜନାରେ ଲାଭପ୍ରଦ ହେବେ ପିତାମ୍ବର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିକାଶ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଜଣେ

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଅଚଳ ପଡିଥିବା ନଳକୂପ

ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଥିଲେ ଗ୍ରାମବାସୀ । ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିରହିଥିଲା

ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ଅନୁରୋଧ

ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ

୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ରେ କରୋନା ଗ୍ରାଫ ବଢୁ ଥିବାରୁ ଜିଲ୍ଳା ପ୍ରଶାସନ ଜିଲ୍ଲ।ର ୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମରେ ଗତ ୨୨ତାରିଖରେ ଶତାଧିକ ଲୋକଙ୍କର କୋଭିଡ଼ି ଟେଷ୍ଟ କରାଯାଇଥିଲା । ଯାହାକି ଗତକାଲି ୩୫ ଜଣଙ୍କ ଠାରେ କୋଭିଡ୍୧୯

୩୦୦ଲିଟର ମହୁଲି ସହ ଗାଡି ଜବତ,ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନ ରେଙ୍ଗାଳୀ ବାମ କେନାଲ ର କୁଳେଇ ଗ୍ରାମ ପାଖରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ବୋଝେଇ ଏକ ଟାଟା ମ୍ୟାଜିକ ସହ ଜଣେ ମଦ ମାଫିଆ ତାଳଚେର ଅଞ୍ଚଳର ଭ୍ରମର ସେଠ କୁ ଗିରଫ କରାଯାଇଛି। ସେ ଏହି ଚୋରା ଦେଶି ରନ୍ଧା ମଦ କୁ ପରଜଙ୍ଗ

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କଲଦା ଗାଁର ପଙ୍କଜ ମହାନ୍ତ(୪୫) ,ସ୍ତ୍ରୀ ଗୌରୀ

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା , ତଳି ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

ବର୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାଇଁ ଆଜି ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ବାତ୍ୟାରେ ପ୍ରଭାବିତ ହେବାରେ ଅନୁମାନ କରାଯାଉଥିବା ଗଁଦିଆ ବ୍ଲକ ର ବିଭିନ୍ନ ସ୍ଥାନ ବୁଲି ଥିଲେ ଉକ୍ତ ଟିମରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ ତହସିଲଦାର ଆଶିଷ ରଞ୍ଜନ ସାହୁ

ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ, ବାପକୁ ନିର୍ମମ ଭାବେ ହତ୍ୟାକରି ନିଜ ସାନ ଭଉଣୀକୁ ମଧ୍ୟ ଆକ୍ରମଣ କରିଥିବା ବେଳେ ଭଉଣୀ ମଧ୍ୟ ଗୁରୁତ୍ତର ଭାବେ ଆହତ ହୋଇଥିବାର
error: Content is protected !!