News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ନାମଲେଖା ଆରମ୍ଭ ପାଇଁ ଦାବି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଓ କାମାକ୍ଷାନଗର ବ୍ଲକର ଅନେକ ଯୁବକଯୁବତୀ ବୈଷୟିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ଦୁଇଟି ବ୍ଲକର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ କୃତ କାର୍ଯ୍ୟ ପରେ ଯୁକ୍ତ ଦୁଇ ରେ ଚିରାଚରିତ କଳା, ବାଣିଜ୍ୟ ବା ବିଜ୍ଞାନରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି।

ଗ୍ୟାସ ବୋଝେଇ ପିକଅପ ଭ୍ୟାନ କୁ ଧକ୍କା ଦେଲା ଟ୍ରକ ; ଜଣେ ମୃତ ଜଣେ ଆହତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଏକ ଗ୍ୟାସ ବୋଝେଇ ଏକ ପିକଅପ ଭ୍ୟାନ କୁ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଭୁବନ ଥାନା ଏକତାଳି ପଂଚାୟତ ର ଚନ୍ଦାର ଗ୍ରାମର

ଗଛରେ ଝୁଲୁଥିବା ଅଵସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା ବସୁଲେଇ ଗାଁ ରେ ଆଜି ଏକ ଗଛରୁ ଜବେ ମହିଳା ଙ୍କ ଝୁଲୁଥିବାର ମୃତଦେହ ଉଦ୍ଧାର ହୋଇଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଗ୍ରାମର ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ । ସୂଚନା ଅନୁଯାୟୀ , ଗତକାଲି

ଲକଡାଉନ୍ ରେ ମାତିଲେ ଲୁଟେରା, ମୁଖ୍ୟରାସ୍ତା କଡ଼ରେ ଥିବା ସରକାରି ଅଫିସରେ କଳାକାନା ବୁଲାଇଲା ଦୁର୍ବୃତ୍ତ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଢେଙ୍କାନାଳ ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କବାଟ ତାଲା ଭାଙ୍ଗି କଳାକନା ବୁଲାଇଛି ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଖରାଦିନେ ସକାଳୁଆ ଅଫିସ୍ ଆସିଥିବା ବେଳେ, ଅଫିସର ମୁଖ୍ୟ କବାଟ ତାଲା

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ !

ବାରାହ ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ଆଜି ସକାଳେ ବୃଦ୍ଧ ଜଣଙ୍କ ବିଲରେ ଘାସ କାଟିବାକୁ ଯାଇଥିବା ବେଳେ ବିଛାଯାଇଥିବା ବିଦ୍ୟୁତ୍ ତାର ବେକରେ ଲାଗି ଯାଇଥିଲା ଏବଂ ଘଟଣା ସ୍ଥଳରେ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୮ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ପାର ହୋଇଛି। ତିରିଶ ଜିଲ୍ଲାରୁ ପଚିଶ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ପୂର୍ବ ପରି ଗମ୍ଭୀର ଅଛି। ଏହି ଦୁଇ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ହଜାର ପାର। ବାକି ପାଞ୍ଚ

ଗେହ୍ଲି ଙ୍କ ପାଇଁ ଆବାସ ସାତ ସପନ

ଗରିବ ବାସ ହରାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚୁ ନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ କଇରାନାଳୀ ଗ୍ରାମର ଗେହ୍ଲି ମଳିକ ଙ୍କ କ୍ଷେତ୍ରରେ ।ବୟଷ ୭୦ ହେବ ସ୍ୱାମୀ ପରେ

ଢେଙ୍କାନାଳ ଜିଲ୍ଲାରେ ୯୦ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୯୮୮୯ ହୋଇଛି। ଖୋର୍ଦ୍ଧା,କଟକ, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଖରାପ ହୋଇପଡିଥିବା ବେଳେ ଅନ୍ୟ ଜିଲ୍ଲାର ପରିସ୍ଥିତି ଚିନ୍ତା ଜନକ ରହିଛି। ଆଜି ଜିଲ୍ଲାରେ ୯୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ସଂଙ୍ଗରୋଧରୁ ୮୧ ଜଣ ଓ

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର

ଟ୍ରକ ଧକ୍କା ରେ ହୋମଗାର୍ଡ ଗୁରୁତର , ଗୁରତର ହୋମଗାର୍ଡ ହେଲେ କାମାକ୍ଷାନଗର ଥାନାର ବିଷ୍ଣୁପ୍ରସାଦ ପାଳ। ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିଉଟି ରେ ମୁତୟନ ଥିବାବେଳେ ପିଟିଲା ଟ୍ରକ , ସୂଚନା ଅନୁସାରେ ବିଷ୍ଣୁ ଆଜି ସ୍ଥାନୀୟ ବାଉଁଶପାଳ ଛକ ନିକଟରେ ନୋ ଏଣ୍ଟ୍ରି ଡିୟୁଟି ରେ ମୁତୟନ

ଢେଙ୍କାନାଳ ଜିଲ୍ଲାରେ ୪୭ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ତିନି ଅଙ୍କ ଛୁଇଁବାର ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତ ସଂଖ୍ୟା ପୁନର୍ବାର ଦୁଇ ଅଙ୍କରେ ସିମୀତ ରହିଛି। ଆଜିର ରିପୋର୍ଟ ଅନୁସାରେ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୪୭ ରହିଛି। ୪୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୬ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ହିନ୍ଦୋଳ
error: Content is protected !!