News
WhatsApp Image 2023-10-04 at 17.25.00
samparksetu

ରବିବାର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ତାଓ୍ଵା ପନିର

ଆଜି ରବିବାର ଫୁଣି ସଟଡାଉନରେ ହୋଟେଲରେ ତାଲା ତେବେ ଆଜିର ସ୍ନାକ୍ସରେ ଘରେ ବନାନ୍ତୁ ‘ତାଓ୍ଵା ପନିର’ । ତାଓ୍ଵା ପନିର ବନାଇବା ପାଇଁ ଆବଶ୍ୟକୀୟ ପ୍ରଣାଳୀ ସ୍ଲାଇସ୍‌ କଟା ହୋଇଥିବା ପନିର,ବଟର,ଚିଲ୍ଲୀ ଫ୍ଲେକ୍ସ,ଟମାଟୋ ସସ୍‌,ଛୋଟ କଟା ଲଙ୍କା,ଗୁଣ୍ଡ କଟା ରସୁଣ, ଲୁଣ ଓ ଧନିଆ

ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲରୁ ଗଲା ତରଳ ଅମ୍ଳଜାନ

ଦେଶରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବାଶିଳ୍ପ ଅନୁଷ୍ଠାନକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏପରିକି ରାଜ୍ୟର ବଳକା ଅକ୍ସିଜେନ ବାହାର ରାଜ୍ୟକୁ ପଠାଯିବା ବେଳେ, ଯେକୌଣସି ରାଜ୍ୟ ଚାହିଁଲେ ଅକ୍ସିଜେନ ଯୋଗାଇବ ଓଡ଼ିଶା

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଝିଅର ଏକ ପୁଅ ସହ ଦୀର୍ଘ ୭ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୂଚନା ଅନୁଯାୟୀ ଗତ ୨୧ ଏପ୍ରିଲ ରେ ଏକ ବସ୍ ଯୋଗେ ଡ଼ୁବୁରି ଓ ସେହିଠାରୁ ଅନ୍ୟଏକ ବସ୍ ଯୋଗେ ଦୁହେଁ ଯାଜପୁରରୋଡ ଯାଇଥିଲେ । ସେଠାରୁ ଟାଟା

ସକରାତ୍ମକ ବାର୍ତ୍ତା

ପ୍ରତ୍ୟେକ ମଣିଷ ର ଶରୀର ର ରକ୍ତ ରେ କୌଣସି ବି ରୋଗ କୁ ଅଟକାଇବା ପାଇଁ ଶକ୍ତି ରହି ଥାଏ ଆଉ ସେ ଶକ୍ତି ମଣିଷର ଭାବନା ଉପରେ ନିର୍ଭର କରେ । ଯଦି ମଣିଷ ସକାରାତ୍ମକ ଭାବନା ରଖେ ତାହେଲେ କୌଣସି ବି ରୋଗ କୁ ସେ ଜିତି ପାରିବ , ତେଣୁ ବିନା ଡର ଏବଂ ଭୟରେ ନିଜର ମନ ଆଉ ଭାବନା କୁ ସକରାତ୍ମକ

କରୋନା ସଂକ୍ରମଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ; ଜାଣନ୍ତୁ କିଏ ରହିବେ ଘରୋଇ ସଙ୍ଗରୋଧରେ

କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ ଜୋଗେ ଯୋଗେ କିଛି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରୁ ଓଡିଶା ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା ।

ବୃଦ୍ଧାଙ୍କ ମୁଣ୍ଡରେ ୪ ଅନାଥ ଶିଶୁଙ୍କ ବୋଝ !

ଜୀବନର ଅଙ୍କା ବଙ୍କା ରାସ୍ତାରେ ବାଟ ଭାରି କଣ୍ଟକିତ । ତଥାପି ହାର ମାନି ନାହିଁ ମଣିଷ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜାରି ରଖିଛି ନିଜର ଚେଷ୍ଟା । ଧୁଡୁ ଧୁଡୁ ଚର୍ମର ଅପରାହ୍ନ ବୟସରେ ଛୁଆଙ୍କୁ ମଣିଷ କରିବା ପାଇଁ ଚେଷ୍ଟା କରୁଛନ୍ତି ଅସହାୟ ବୃଦ୍ଧା । ଭିକ୍ଷା ବୃତ୍ତି ହେଉ

ଚଳିତ ବର୍ଷର ଶିକ୍ଷା କିଛି କଥା,କିଛି ବ୍ୟଥା

ପ୍ରଥମେ ପରୀକ୍ଷା ସ୍ଥଗିତ, ଛାତ୍ରୀ ଛାତ୍ରଙ୍କ ଆନ୍ଦୋଳନପରେ ଓ ବିଶ୍ଵବ୍ୟାପୀ କରୋନା ମହାମାରୀର ପାଦୁର୍ଭାବକୁ ଆଖିଆଗରେ ରଖି ଓଡ଼ିଶା ସରକାରଙ୍କ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବାତିଲ କରାଯିବା ନିଷ୍ପତ୍ତି ଓଡିଶା ଇତିହାସରେ ପ୍ରଥମ ।ଏହାକୁ ଆମେ ସ୍ୱାଗତ କରୁଛୁ। କାରଣ ଜୀବନ ଆଗ,

କପିଳାସ ଅଭୟାରଣ୍ୟ ଭିତରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କପିଳାସ ଅଭୟାରଣ୍ୟ ରୁ ଆଜି ସକାଳୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀଟିର ମୃତ୍ୟ ପ୍ରାୟ ୪ ଦିନ ତଳେ ଘଟିଥିବା ବେଳେ ହାତୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦନ୍ତାଟି ପ୍ରାଣ ହରାଇଛି ବୋଲି ଵ୍ୟଵତ୍ସେଦ ରିପୋର୍ଟ ରୁ ଜଣାଯାଇଛି

ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି

ବିଳମ୍ବିତ ରାତିରେ ଦୋକାନରୁ ତାଲାଭାଙ୍ଗି ଚୋରି । କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଛି । ସରଦେଇପୁର ଗ୍ରାମରେ ଥିବା ଏକ ଷ୍ଟୁଡ଼ିଓ ରୁ ଗତକାଲି ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରେ ଥିବା

‘ସେଦିନ’

କାହିଁଗଲା ଲଣ୍ଠନ ଚାରିପଟେ ପାଠ ପଢାପ୍ଲାଟୋ ପେନ ର ଲେଖାଟ୍ରାନ୍ସଲେସନ କରିବାନନାଙ୍କର ଦାନ୍ତ କଡମଡନାନୀ ର ହଡା ବଳଦ ର ଆତ୍ମକାହାଣୀ ଲେଖାତୁଳସୀଚଉରା ପାଖରେସନ୍ଧ୍ଯା ର ଅସ୍ପଷ୍ଟ ଗୁଣୁଗୁଣୁ ଶବ୍ଦଅଧରାତିରେ କଂସାବାସନର ଝଣଝଣ ଶବ୍ଦ ! ଏ ସବୁ ହଜିଯାଇଛିସ୍ମୃତି ର ଚୋରା ବାଲି ରେ ।
error: Content is protected !!