News
WhatsApp Image 2023-10-04 at 17.25.00
samparksetu

ପୁଷ୍ପ ର ଦୁଃଖ ଶୁଣିବ କିଏ ; ଘର ଖଣ୍ଡିଏ ପାଇଁ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ଙ୍କ ନିକଟକୁ ଧାଇଁ ଧାଇଁ ନିରାଶ !

ସରକାର ଙ୍କ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଯୋଗାଇବା ପାଇଁ ବ୍ୟବସ୍ଥା ରହିଥିବା ବେଳେ । ଆଜି ମଧ୍ୟ ଅନେକ ଗରିବ ପରିବାର ଅଛନ୍ତି ଯାହାଙ୍କ ପାଖରେ ଏହି ଯୋଜନା ପହଞ୍ଚିବା କଷ୍ଟକର । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ

ଭଡ଼ାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆହୁସିଂବୋର୍ଡ ର ଏକ ଭଡ଼ା ଘରୁ ଆଜି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ମଠତେନ୍ତୁଲିଆ ଗ୍ରାମର ପ୍ରତିମା ଦାସ , ସେ ୨୦୦୨ ରେ ବିବାହ କରିଥିଲେ ସେ ନିଜ ସ୍ୱାମୀଙ୍କ ସହ ଏକ ଭଡା ଘରେ ରହୁଥିଲେ । ଆଜି ସ୍ୱାମୀ ନିଜ

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତି

ଜୟ ଜୟ ହନୁମାନ ହେ, ଜୟ ବୀର ମାରୁତିରାମ ପଦାମ୍ବୁଜେ ସତତ, ଥାଏ ତୁମ୍ଭର ମତି । ସଙ୍କଟ ମୋଚନ ସଙ୍କଟ, କାଳେ ହୁଅ ପ୍ରବେଶସଙ୍କଟ ହରଣ କରିଣ, ଭକ୍ତେ ଦିଅ ଆଶ୍ଵସ । ନାହିଁ ମୋର ଶକ୍ତି ତୁମ୍ଭଙ୍କୁ, ଦେବି କେଉଁ ଦରବଯାହା ଦେଖୁଅଛି ସକଳ, ସିନା ତୁମ୍ଭ ସରବ । ଭକ୍ତି ଆରାଧନା ନ

ଫୁଟବଲ ଖେଳକୁ ନେଇ ଗୋଷ୍ଠୀ କନ୍ଦଳ

ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଆଇଜିଆଇଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ । ଚତୁର୍ଥ ବର୍ଷର ଛାତ୍ର ଏବଂ ତୃତୀୟ ବର୍ଷ ଛାତ୍ର ମଧ୍ୟରେ ଗୋଷ୍ଠୀ କନ୍ଦଳ ଶ୍ରୁଷ୍ଟି ହୋଇଥିଲା । ମଙ୍ଗଳବାର ଦିନ ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି

ଭାରତ ରତ୍ନ ଓ ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର

ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି

ପଣା ସଂକ୍ରାନ୍ତିର ବିଶେଷ ବ୍ୟଞ୍ଜନ ବେଲପଣା

ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ସ୍ୱାଦିଷ୍ଟ ବେଲ ପଣା ତିଆରି କରି ହେବ ଘରେ ପଣା ତିଆରି କରିବାକୁ ଆବଶ୍ୟକୀୟ ସାମଗ୍ରୀ ୧. ଗୋଟିଏ ବଡ଼ ବେଲ, ୨-୪ଟି ପାଚିଲା କଦଳୀ, ୩. ଏକ କପ୍ କଟା ଆମ୍ବ

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ

ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ । ଆଜି ଓଡିଆମାନଙ୍କ ନୂଆ ବର୍ଷରେ

ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଟାଟା ଷ୍ଟିଲ ବିଏସଏଲ

କୌଣସି କାରଣ ବଶତଃ ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ନିକଟରେ ଥିବା ଏକ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପ୍ରାୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ଖବର ପାଇ କମ୍ପାନୀର ଅଗ୍ନିଶମ କର୍ମଚାରୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ସାହୁ

ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବ ନେଇ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଂଚାୟତ ଅନ୍ତର୍ଗତ ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବକୁ ନେଇ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଲୋକମାନେ ନୀତିକାନ୍ତିରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରିଥିଲେ । ସଂକୀର୍ତ୍ତନ ,ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମାଧାନ ପାଇଁ ବୈଠକ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ କରିଥିବା ଚାଷୀ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରି ନପାରି କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି। ସୂଚନା ଥାଉ କି ପଞ୍ଜିକୃତ କରିଥିବା ଅର୍ଦ୍ଧାଧିକ ଚାଷୀ ବିକ୍ରି କରି ପାରି ନାହାଁନ୍ତି। ସମବାୟ
error: Content is protected !!