News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର !

ହାତୀ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର । ଡ୍ୟୁଟି ସାରି ଫେରିଲା ବେଳେ କଦଳୀପାଳ ଗାଁ ନିକଟରେ ହାତୀର ଆକ୍ରମଣ କରିଥିଲା । ଗୁରୁତର ପୋଲିସ କର୍ମଚାରୀଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ ଜଣଙ୍କ ହୃଷିକେଶ ନାୟକ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ !

କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜବେଷ୍ଟସ ବୋଝେଇ ଏକ ଟାଟା ଏସି ଗାଡ଼ି ସହ ଗୋଟିଏ ବଜାଜ ଡିସ୍କଭର ବାଇକ୍ ସାମ୍ନାସାମ୍ନି ଧକ୍କା ହୋଇଥିଲା ବେଳେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା।

କାଲୁରିଆ ଗ୍ରାମରେ ବାଇକ ସହ ଟ୍ରାକ୍ଟର ଧକ୍କାରେ ୨ ମୃତ ୧ ଗୁରୁତର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମରେ ଟ୍ରାକ୍ଟର ସହିତ ବାଇକ୍‌ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହାତ ହୋଇ ଛନ୍ତି ।ମୃତକ ୨ ହେଲେ କାଲୁରିଆ ଗ୍ରାମର ନରୋତମ ବେହେରା ଓ ରାଜ କିଶୋର ବେହେରା । ଶ୍ରୀକାନ୍ତ ସାହୁ ଗୁରୁତର ଆହାତ ହୋଇଥିବା ବେଳେ

ବସିବ ଅବିର ହାଟ

ଦୋଳ ପୂନେଇଁରେମାଇଁ ସଜାଡିଛିଆମ୍ବ କଷି ମୁଆଁ ଖଜାକଳାକାହ୍ନୁ ସଙ୍ଗେରଙ୍ଗ ହୋଲି ଖେଳକାଲି ହେବ ଭାରି ମଜା । ରଙ୍ଗ ପସରାରନିଶା ଲାଗିଯିବଫଗୁଣ ଆସର ଲାଗିଭାବ ବନ୍ଧନରପରମ ଆନନ୍ଦପରାଣେ ଉଠିବ ଜାଗି । ବସନ୍ତ ମଳୟମିଳନ ଆସରମୋହିନେବ ରାଈ ମନକେଳି କୁଞ୍ଜବନେଦୋଳିରେ ବସିବେଯଶୋମତୀ ଗଣ୍ଠିଧନ ।

ହୋଲି ପାଇଁ

ହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗରହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟରହୋଲି ପୁଣି ସମାହାର ଅସୀମ ରଙ୍ଗରହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର ! ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର ହୋଲି ଅଟେ ସନାତନ ସର୍ବେ ଏକାକାରହୋଲି ତ ମିଲନସ୍ଥଳ ସମସ୍ତ ଧର୍ମରହୋଲି ବି ତ ହୋଇପାରେ

ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ !

ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାର ଅଞ୍ଚଳରେ ଚଢାଉ କରିଥିଲେ। ଚଢାଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରୀକରି ରଖିଥିବା ୩୫୦୦ ଟଙ୍କା ମଧ୍ୟ ଜବତ

ଦୋଳ ପୂର୍ଣ୍ଣିମାରେ ଅଘଟଣ ; ପୋଖରୀରେ ବୁଡି ଶିଶୁ ମୃତ !

ଦୋଳ ପୂର୍ଣ୍ଣିମାରେ ଅଘଟଣ , ପୋଖରୀରେ ବୁଡି ଜଣେ ଶିଶୁ ର ମୃତ୍ୟୁହୋଇଛି । ମୃତକ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ମୁଣ୍ଡାସାହିର ବିଭୁ ପିଙ୍ଗୁଆ ଙ୍କ ୪ ବର୍ଷର ପୁଅ ରୋସନ ପିଙ୍ଗୁଆ। ଆଜି ମଧ୍ୟାହ୍ନ ସମୟରେ ରୋସନ ସାଙ୍ଗମାନଙ୍କ ସହ ଗ୍ରାମର ବଡଥାଳିଆ ପୋଖରୀକୁ ଗାଧୋଇବାକୁ

ଆବାସ ଯୋଜନାରୁ ବଂଚିତ ବାନାମ୍ବର ଙ୍କ ପରିବାର ; ଦୀର୍ଘ ୪୦ ବର୍ଷ ହେବ ଝାଟିମାଟି ଘରେ ଦିନ କାଟୁଛନ୍ତି !

ସରକାର ହିତାଧିକାରୀଙ୍କୁ ଚିହ୍ନଟ କରି ତାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଅନେକ ପ୍ରୟାସ କରୁଥିବା ବେଳେ । ହିତାଧିକାରୀଙ୍କ ପାଖରେ ଯୋଜନା ପହଁଚିବା ପୂର୍ବରୁ ତାହା ବାଟମାରଣା ହେଉଛି । ଏହିପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଳକ୍

ଘୋଷଣା ହେଲା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଫଳାଫଳ, ସଭାପତି ପଦ ବଜାୟ ରଖିଲେ ସଞ୍ଜୟ କୁମାର ମିଶ୍ର

ସମସ୍ତ କୋଭିଡ୍ ନିୟମ ମାନି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି । ଏବଂ ବିଜୟୀ ଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପତିତପାବନ ମହାପାତ୍ର । ତେବେ ସଞ୍ଜୟ କୁମାର ମିଶ୍ର ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ କୁମାର ପାଢୀ

ହାଇଡ୍ରା ବାଇକ୍ ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭଗବାନ ପୁର ନିକଟରେ ଦୁର୍ଘଟଣା । ବାଇକ୍ ଓ ଏକ ହାଇଡ୍ରା ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ମୃତ ବାଇକ୍ ଚାଳକ ଜଣଙ୍କ ନେଉଳପୋଇ ଗ୍ରାମର ଅଜୟ ଗଡ଼ନାୟକ । ଅଜୟ ଢେଙ୍କାନାଳ ରୁ ନିଜ ଘରକୁ ଫେରୁଥିବା ସମୟରେ
error: Content is protected !!