News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ଏକ ବିଦ୍ୟୁତ୍ ଖୁଣ୍ଟ ବହୁ ଦିନ ହେବ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା , ଯାହାକି ବାଟୋଇ ମାନଙ୍କ ପାଇଁ ବିପଦ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ

କରୋନା କଟକଣାକୁ ବର୍ଷେ, ଆଜିର ଦିନରେ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ ୨୦୨୦, ବର୍ଷେ ତଳେ ଠିକ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଅନ୍ୟ ରାଜ୍ୟ ଏହି ଭୟାବହତାକୁ ବୁଝିବା ପୂର୍ବରୁ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ

ତୁମୁଁସିଙ୍ଗା ସମବାୟ ସମିତି କାର୍ଯ୍ୟାଳୟ ରେ ୭ ଦିନ ହେବ ଝୁଲୁଛି ତାଲା ; ଚାଷୀ ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ କଣ୍ଟାପାଳ, ତୁମୁଁସିଙ୍ଗା, କନ୍ତିଓକାଟେଣୀ ଓ କନ୍ତିଓପୁଟସାହି ଚାରୋଟି ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ୧୦୩୦ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନାମ ପଞ୍ଜିକୃତ କରିଥିଲେ। ପଞ୍ଜିକୃତ

ବିପର୍ଯ୍ୟସ୍ତ ପ୍ରାଣୀ ଧନ ଚିକିତ୍ସା ବ୍ୟବସ୍ଥା

ଲୋକଙ୍କୁ ସ୍ବାବଲମ୍ବୀ କରିବା ତଥା ବେକାରୀ ଦୂରୀକରଣ ପାଇଁ ସରକାରୀ କାଗଜ କଲମରେ ସୀମିତ ରହିଛି। ଲୋକଙ୍କୁ କାମ ଯୋଗାଇ ଦେବା ଦୂରର କଥା ଯେଉଁ ସାଧାରଣ ଲୋକଟିଏ ନିଜସ୍ଵ ଉଦ୍ୟମରେ ଚାଷ କରି ଜୀବିକା ନିର୍ବାହ କରୁଛି ସେ ବି ସମସ୍ୟା ଘେରରେ। ପ୍ରାଣୀଧନ ଉପରେ ନିର୍ଭର କରି ବଞ୍ଚୁଥିବା ସାଧାରଣ

୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ; ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ !

୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ହୋଇଛି ଗାଳି ପରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି , ଏହିଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ସୂଚନା ଅନୁଯାୟୀ , ଆଜି ସୁଲତାନା ବେଗମ ସ୍କୁଲ କୁ ୧୦ ମିନିଟ ବିଳମ୍ବ ରେ

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଓସ୍ତପାଳ ବ୍ରିଜ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ଘଟିଥିଲା ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ କି , ଖଜୁରିଆକଟାର ରଶ୍ମିରଞ୍ଜନ ବିଶ୍ୱାଳ (୩୦) ରୁ ଭାପୁର ରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ଭଦ୍ରକ ଯାଉଥିବା ଏକ

ସୁବୋଧ ଙ୍କ ଓଜେଏସ୍ ପରୀକ୍ଷାରେ ସଫଳତା

କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ସୁବୋଧ କୁମାର ସେଠୀ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍)ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।ସ୍ବର୍ଗତ ଜଗନ୍ନାଥ ସେଠୀ ଓ ଭାନୁମତି ସେଠୀଙ୍କ ପୁଅ ଏବେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ଓଜେଏସ୍ ରେ

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଟାଟାଷ୍ଟିଲ ବିଏସ୍ଏଲ୍ ଦ୍ବାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ନରେନ୍ଦ୍ରପୁର ସ୍ଥିତ ପ୍ଳାଣ୍ଟ ତରଫରୁ ସ୍ଥାନୀୟ ଗ୍ରାମରୁ ସଫଳ ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି ।ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମରେ

ଆସନ୍ତା କାଲି ମହା ଶିବରାତ୍ରୀ ;ପ୍ରସିଦ୍ଧ ଶୈବପୀଠ କପିଳାସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ମହା ଶିବରାତ୍ରୀ ପାଇଁ ସଜେଇ ହେଉଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ। କରୋନା କଟକଣା ରହିଥିବାରୁ ବାହାର ଜିଲ୍ଲାର ଭକ୍ତ ପାଇଁ ପ୍ରତିବନ୍ଧକ ରହିଛି। ତଥାପି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆବେଗ ଭରି ରହିଛି। ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ସେବାୟତମାନେ

ଗୋଲେଇ ଛକ କିମ୍ଵା ଓଭରବ୍ରିଜ ଦାବିନେଇ ମହିଷାପାଟ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ ; ପ୍ରତିଶ୍ରୁତି ପରେ ହଟିଲା ରାସ୍ତା…

୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁଁ ରାଜପଥର ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାଦରେ ଢେଙ୍କାନାଳ ସହରର ମହିଷାପାଟ ବାଇପାସ ଛକରେ ସ୍ଥାନୀୟ ଲୋକମାନେ ପଥର ରଖି
error: Content is protected !!