News
WhatsApp Image 2023-10-04 at 17.25.00
samparksetu

ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର !

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା-ବିରିଖୁଣ୍ଟି ରାସ୍ତାରେ ସଡ଼କ ଦୁର୍ଘଟଣା। ଆଜି ସନ୍ଧ୍ୟା ୭ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି। ନାଗିଆପଶି ପଞ୍ଚାୟତର ଡାହିମାଳ ଗାଁ ର ପଙ୍କଜ ଦେହୁରୀଙ୍କ ପୁଅ ଚନ୍ଦନ ଦେହୁରୀ ନିଜ ପଲସର ବାଇକ୍ (ଓଡି୦୬ଜେ୫୨୮୭) ନେଇ ଯାଉଥିବା ସମୟରେ

କାମାକ୍ଷାନଗର ସମାଟାଙ୍ଗି ଗାଁ ରେ ଭୟାନକ ଅଗ୍ନିକାଣ୍ଡ ; ଜଳିଗଲା ୬ ବଖରା ଘର !

କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗାଁରେ ଭୟାବହ ଅଗ୍ନିକାଣ୍ଡରେ କୈଳାସ ସାହୁ(କଇ)ଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୬ ବଖରା ଘର ସହ ଘରେ ଥିବା ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଟଙ୍କା ସବୁ ପୋଡ଼ି ପାଉଁଶ ହୋଇଯାଇଛି। ନିକଟ ଅତୀତରେ କୈଳାସଙ୍କ ସାନ ପୁଅ ବିବାହ

ଆସ ବୁଲିଯିବା ମେଣ୍ଢାପଦା ଡ୍ୟାମ

ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନ ଏପରି ରହିଛି ଯେଉଁ ଗୁଡ଼ିକର ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯାଇ ପାରିବ। ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ନିକଟରେ ଥିବା ଡ଼୍ୟାମ ଏମାନଙ୍କ ମଧ୍ୟରେ ଅନ୍ୟତମ। ପାଖାପାଖି ୩୫୦ ଏକର ଜାଗା ଜଳ ପରିଧି ଥିବା

ଠିକା କମ୍ପାନୀ କ୍ୟାମ୍ପରେ ଅଗ୍ନିକାଣ୍ଡ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦଶିପୁର ଠାରୁ ଘାଗରାମୁଣ୍ଡା ରାସ୍ତା ପାଇଁ ଗତରେଇ ଗ୍ରାମ ଠାରେ ଏକ କ୍ୟାମ୍ପ କରାଯାଇଥିଲା । ସେଠାରେ ଶ୍ରମିକ ମାନଙ୍କ ସହିତ ମେସିନ , ପାଇପ , ମୋଟର ଆଦି ରଖାଯାଇଥିଲା । ସମସ୍ତ ଶ୍ରମିକ କାମ କରିବାକୁ ଯାଇଥିବା

ବୋଝ

ବୋଝ ଏକ ପ୍ରୟାସ ଲାଭରକର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର ,ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରରସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||ସତେ ଅବା……ସଂଜ୍ଞାଟିଏ ଅଟେ ଜୀବନର | ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା ଶିକ୍ଷାହୀନସାଥ ନଦେଲେ ବୋଝ || ଅସମୟେ ପରିହାସସାଥେ ଥିଲେ ବୋଝ ,ଜୀବନଟା

୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚଳିତ ବର୍ଷ କାରନ୍ଦା ଖେଳ ପଡିଆ ଠାରେ, କାରନ୍ଦା ଗ୍ରାମ ପକ୍ଷରୁ ୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ମ୍ୟାଚ ରେ ନୂଆ କ୍ରିକେଟ ଦଳ ଓ ଖଜୁରିଆକଟା କ୍ରିକେଟ ଦଳ ଫାଇନାଲ ମ୍ୟାଚ କୁ ଉତ୍ତିର୍ଣ୍ଣ ହୋଇ ସାମ୍ନାସାମ୍ନି ହୋଇଥିଲେ । ଖଜୁରିଆକଟା

ପରିବେଶ ଭିତିକ ଚଳଚିତ୍ର କରି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଲେ ଢେଙ୍କାନାଳ ପୁଅ ଶୁଭ୍ରାଂଶୁ

ହାତରେ କ୍ୟାମେରା ଥିଲେ କେତବେଳେ ଚାଲି ଆସେ ସୁନ୍ଦର ଉଡ଼ନ୍ତା ଚଢେଇ ତ ଆଉ କେବେ ପ୍ରକୃତିର କମନୀୟ କାନ୍ତି । ପ୍ରକୃତିର ଏଭଳି କିଛି ଶୋଭନୀୟ ଛାୟାଛବି କଏଦ ହୋଇଯାଏ ତାଙ୍କ କ୍ୟାମେରା ଲେନ୍ସ ରେ ଏବଂ ତିଆରି ହୁଏ ପ୍ରାମାଣିକ ଚଳଚିତ୍ର ଦେଶ ବିଦେଶରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲ ଗୁଡିକରେ

ଆସ ବୁଲିଯିବା ମା’ ବନଦୂର୍ଗାଙ୍କ ପୀଠ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଆମ୍ବିଠି ଗ୍ରାମର ପାହାଡ ପାଦଦେଶରେ ଅବସ୍ଥିତ ମା ବନଦୂର୍ଗାଙ୍କ ପୀଠ। ଥରେ ବୁଲି ଆସିଲେ ବାରମ୍ବାର ଆସିବାକୁ ଇଛା ହୁଏ ।ମାଙ୍କ ପୀଠ ସହିତ ଅନତି ଦୂରରେ ଥିବା ପାହାଡ ଉପରେ ମହାପ୍ରଭୁ ବିଷ୍ଣୁ ପୂଜା ପାଉଛନ୍ତି।ଅବିରତ ପ୍ରଭୁଙ୍କ ପାଦଦେଶରୁ ବହିଚାଲିଛି

ବେଆଇନ ମଦ ବେପାର ପାଇଁ ଦୁଇ ଦୋଷୀ ଙ୍କୁ ମିଳିଲା ଜେଲ ଦଣ୍ଡ !

ଆଜି ମାନ୍ୟବର ଜେ.ଏମ. ଏଫ.ସି, ଭୁବନ ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଦାସ ମୋହଦୟଙ୍କ କୋଟ ରେ ଏକ କେସ ର ବିଚାର କରି ଅଭିଯୁକ୍ତ ଜୋତ୍ୟି ରଂଜନ ଜେନା ଏବଂ ବେବିନା ଜେନା ଙ୍କୁ ଓଡିଶା ଏକ୍ସଇଜ ଆକ୍ଟ ୨୦୦୮ ଦଫା ୫୨ (ଏ)(ଆଇ) ରେ ତିନି ବର୍ଷ ଲେଖା ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଲେଖାଏଁ
error: Content is protected !!